Home Left

ପାକିସ୍ତାନୀ ଖାଇପାରିବେନି ଅମଲେଟ୍‌: ଅଣ୍ଡା ଦାମ୍‌ ଆକାଶ ଛୁଆଁ

ଇସଲାମାବାଦ,୨୨।୧୨: ଏବେ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ୍‌ ଖାଇବା ସାତ ସପନ ପାଲଟିବାକୁ ଯାଉଛି। ଦେଶରେ ଅଣ୍ଡା ଦାମ ଆକାଶ ଛୁଆଁ ହୋଇଛି। ଏଠାରେ ଅଣ୍ଡା ଡର୍ଜନ ୩୫୦ ଟଙ୍କାରେ ପହଞ୍ଚିଛି। ଅଣ୍ଡା ଦାମ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିବା…

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

କଳିଙ୍ଗନଗର,୨୨।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଚୋରଦା-ଡୁବୁରୀ ୬ ଚକିଆ ରାସ୍ତା ନିର୍ମାଣ ପାଇଁ ସୋମବାରଠାରୁ ଦାନଗଦୀ ବଜାରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇଛି। ପ୍ରଥମେ ମାନପୁର ଓଭର ବ୍ରିଜ ନିକଟରୁ ଗୋଟିଏ ପଟ ଉଚ୍ଛେଦ କରାଯାଇଥିଲା। ସିଙ୍ଗାଗାଡିଆରେ ଦୋକାନ…

ରାଜ୍ୟରେ ୩୧୯ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୩୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬୯୧୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ନାହିଁ ସେଇ ମଜା

ଦୂର ଜାଗା ମନା:କରୋନା ପାଇଁ ଲାଗିଥିବା କଟକଣା କାରଣରୁ ଏବର୍ଷ ବୁଲାବୁଲି କରିବାର ସୁଯୋଗ ମିଳିନି। ହେଲେ ବର୍ଷ ଶେଷ ବେଳକୁ ଖ୍ରୀଷ୍ଟମାସ ଆଉ ନୂଆବର୍ଷ ପାଳିବାକୁ ଲୋକଙ୍କ ମନରେ କିଛିଟା ଉତ୍ସାହ ଦେଖାଦେଇଛି। ଏପଟେ କଟକଣା ଟିକିଏ କୋହଳ ହୋଇଥିବାରୁ…

ମୋଦି ସରକାରଙ୍କ ପାଇଁ ଅନ୍ନଦାତା ଭଗବାନ, ବିରୋଧୀଙ୍କ ନଜରରେ ଏହା ଭୋଟ ବ୍ୟାଙ୍କ: କୃଷ୍ଣପାଳ ଗୁର୍ଜର

ନୂଆଦିଲ୍ଲୀ,୨୨ ।୧୨: କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା କୃଷି ଆଇନ ବିରୋଧରେ କୃଷକମାନେ ଦୀର୍ଘ ପ୍ରାୟ ୨୫ ଦିନ ହେବ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି । ବିରୋଧୀ ବିଶେଷ କରି କଂଗ୍ରେସ ଖୋଲାଖୋଲି ଭାବେ ଏହି କୃଷକଙ୍କୁ ସମର୍ଥନ କରୁଛି…

ସାଥୀଙ୍କଠାରୁ ଦୂରରେ ଥିଲେ କରନ୍ତୁ ଏପରି, କେବେ ତୁଟିବନି ବନ୍ଧନ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ ଦୂରରେ, ସେ ମଧ୍ୟ ହୃଦୟଠାରୁ ଦୂରରେ। ମାତ୍ର ଏମିତି ଭ୍ରାନ୍ତ ଧାରଣା ଦୂର କରିବା…

ଭିଡିଓଗେମ୍‌ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଦୁହେଁ ଖ୍ରୀଷ୍ଟୋଫରଙ୍କୁ ଭିଡିଓ ଗେମ ଖେଳିବାକୁ ବାରଣ କରିଥିବାରୁ ସେ ଏପରି କରିଥିଲେ। ମା’…

ରୋମାନ୍ସରେ ନଂ- ୧ ଏହି ଭାରତୀୟ ଖେଳାଳି: ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଏମିତି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କଠାରୁ ବହୁ ଦୂରରେ ଥିବା ସ୍ତ୍ରୀ ରିତିକା ୨୧ ଡିସେମ୍ବରରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ତେବେ ଏହି ଦମ୍ପତି ନିଜର…

ଦୁଇଦିନ ହେଲା ୪୯ ନଂ ଜାତୀୟ ରାଜପଥ ଜାମ୍‌: ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ମୁମ୍ବାଇ – କୋଲକାତା ଜାତୀୟ ରାଜପଥ (ଏନ୍‌ଏଚ୍‌) ୪୯ରେ ସଦର ଥାନା ଅନ୍ତର୍ଗତ ଠାକୁରଡିହି ନିକଟରେ ଦୁଇଟି ଟ୍ରକ୍‌ ବ୍ରେକ ଡାଉନ ହେବାରୁ ସୋମବାରଠାରୁ ଯାତାୟାତ ଠପ୍‌ ହୋଇଯାଇଛି। ଏହି ରାସ୍ତାରେ ହଜାର ହଜାର…

ଭିଜିଲାନ୍ସ ଜାଲରେ ଆର୍‌ବି ଡିଭିଜନ କିରାଣି

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ମଙ୍ଗଳବାର ଆର୍‌ବି ଡିଭିଜନ-୧ର କିରାଣି ଅସିତ କୁମାର ନାୟକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଡୁମ୍‌ଡୁମାସ୍ଥିତ ୩ ମହଲା ଘର, ଜଟଣୀସ୍ଥିତ ଗୋଟିଏ…

କରୋନାର ନୂଆ ରୂପକୁ ନେଇ ଭୟ କରିବାର ନାହିଁ: ଡବ୍ଲୁଏଚଓ

ଲଣ୍ଡନ,୨୧ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିବା ପରେ ଭୟଭୀତ ହୋଇଯାଇଛି ସାରା ବିଶ୍ୱ । ଏମିତିକି ପାଖାପାଖି ୩୦ଟି ଦେଶ ବିଟ୍ରେନକୁ ବିମାନ ସେବା ବନ୍ଦ କରି ଦେଇଛି । ସ୍ଥିତି ବିଗିଡିବାକୁ ଯାଉଥିବା ଦେଖି…

ପରୀ ହତ୍ୟାକାଣ୍ଡ: ପୋଖରୀରୁ ପ୍ରମାଣ ଖୋଜୁଛି ଏସ୍‌ଆଇଟି, ନିଷ୍କାସନ ହେଉଛି ପାଣି

ନୟାଗଡ଼ ଅଫିସ, ୨୨।୧୨: ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତାଙ୍କ ଗାଁ ଯଦୁପୁରରେ ଥିବା ଏକ ପୋଖରୀରୁ ମଙ୍ଗଳବାର ସକାଳୁ ଜଳ ନିଷ୍କାସନ କରାଯାଉଛି। ଅଧିକ ପ୍ରମାଣ ଲାଗି ପୋଖରୀରୁ ଜଳ ନିଷ୍କାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?