Home Left

ଉତ୍ତର ଓଡ଼ିଶାରେ ବନ୍ୟା

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ/ବାରିପଦା ଅଫିସ/କେନ୍ଦୁଝର,୨୭ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁ ନଦୀନାଳ ଫୁଲିବା ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ପ୍ରଖର ସ୍ରୋତରେ କେନ୍ଦୁଝର ଜିଲା ଆନନ୍ଦପୁର,ପାଟଣା ଓ ମୟୂରଭଞ୍ଜ…

୧୨ଟି ପଞ୍ଚାୟତର ଶହ ଶହ ଏକର ଚାଷ ଜମି ଜଳମଗ୍ନ

ବସ୍ତା,୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ସୃଷ୍ଟି ହୋଇଛି। ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ ଜଳକା ନଦୀ ଫୁଲିବା ସହିତ ବିପଦ ସଙ୍କେତ ଟପିଛି। ମଥାନୀ ଠାରେ ନଦୀର ବିପଦ ସଙ୍କେତ ୫.୫୦ମିଟର ଥିବା…

ବସ୍ତା ହସ୍ପିଟାଲ ଭିତରେ ପଶିଲା ଦୂଷିତ ପାଣି

ବସ୍ତା,୨୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ବୁଧବାର ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବସ୍ତା ହସ୍ପିଟାଲ ଭିତରେ ୨ଫୁଟର ପାଣି ପଶିଥିବା ଦେଖିବାକୁ ମିଳିଛି। ବସ୍ତା ହସ୍ପିଟାଲର ଆଉଟଡୋର, ଡାକ୍ତରଙ୍କ ଚାମ୍ବର, ଲେବରରୁମ୍‌, ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ୱାର୍ଡ,…

‘ନବଜୀବନପୁର’ର ନବକଳେବର

ଢେଙ୍କାନାଳ ଅଫିସ,(ରତନ ନାୟାର) ୨୭।୮: ଭାରତର ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ରହିଥିବା ଆତ୍ମୀୟତା, ଉତ୍ତମ ବ୍ୟବହାର ସାଙ୍ଗକୁ ଭିନ୍ନଧରଣର ଖାଦ୍ୟପେୟ, ଲୋକକଳା ଏବଂ ପାରମ୍ପରିକ କୁଟୀର ଶିଳ୍ପ ଦେଶବିଦେଶର ପର୍ଯ୍ୟଟକଙ୍କୁ ଟାଣି ଆଣିବାର ସାମର୍ଥ୍ୟ ରଖେ। ଏହାକୁ ନଜରରେ ରଖି ଗ୍ରାମୀଣ ପର୍ଯ୍ୟଟନ…

ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ନେଇ ଇଣ୍ଡିଆ ଟାଏକୋଣ୍ଡୋର ଘୋଷଣା

ମୁମ୍ବାଇ,୨୭।୮ (ପି.ଟି.): ଦେଶରେ ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଇଣ୍ଡିଆ ଟାଏକୋଣ୍ଡୋ ବୁଧବାର ଘୋଷଣା କରିଛି। ସେପ୍ଟେମ୍ବର ୨୮ରୁ ନଭେମ୍ବର ୪ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଜାତୀୟ ଟାଏକୋଣ୍ଡୋ ପୁମାସାଏ ଚାମ୍ପିୟନଶିପ୍‌ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି। କଲର…

ମା, ସ୍ତ୍ରୀଙ୍କୁ ହତ୍ୟାକରି ଭାରତୀୟ ଶଟ୍‌ପୁଟ୍‌ ପଦକ ବିଜେତା ଆମେରିକାରେ ଗିରଫ

ଓ୍ବାଶିଂଟନ,୨୭।୮ (ପି.ଟି.): ପୂର୍ବତନ ଭାରତୀୟ ଏସିଆନ୍‌ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଇକ୍‌ବାଲ ସିଂ ଆମେରିକାରେ ଗିରଫ ହୋଇଛନ୍ତି। ନିଜ ମା’ ଓ ସ୍ତ୍ରୀଙ୍କୁ ହତ୍ୟାକରିବାର ଅଭିଯୋଗରେ ସେ ଗିରଫ ହୋଇଛନ୍ତି ବୋଲି କେତେକ ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି।…

ଏସ୍‌ସିବିରୁ ଚିହ୍ନଟ ହେଲେ ଆଉ ୨୪ ପଜିଟିଭ

କଟକ ଅଫିସ,୨୬ା୮- ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ବୁଧବାର ଆଉ ୨୪ ଜଣ ପଜିଟିଭ ଚିହ୍ନଟ ହୋଇନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏସ୍‌ସିବିର ଡେଣ୍ଟାଲ ବିଭାଗରୁ ଜଣେ ଆସିଷ୍ଟାଣ୍ଟ…

କଟକ ଜିଲାରୁ ୪୩୯, ସହରରୁ ୨୭୬ ପଜିଟିଭ

କଟକ ଅଫିସ,୨୬ା୮- କଟକ ଜିଲାରେ ଲଗାତର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୪୩୯ ଜଣ ଚିହ୍ନଟ ହୋଇଥିବା ବେଳେ ସେଥିରେ ସହରରୁ ୨୭୬ ସଂକ୍ରମିତ ରହିଛନ୍ତି। କଟକ ସହରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବକ୍ସିବଜାର ଅଞ୍ଚଳରୁ ସର୍ବାଧିକ…

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆଉ ୩୩୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୧ ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୧୩୯ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଫଳରେ ଭୁବନେଶ୍ୱରରେ…

ରାଜ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ; ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ଓଡ଼ିଶାରେ ବୁଧବାର ରେକର୍ଡ ସଂଖ୍ୟକ ୩,୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବୁଧବାର ସୁଦ୍ଧା ମୋଟ୍‌ ୬୨ ହଜାର ୮୧୩ ଜଣ ଲୋକ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ…

କାର୍‌ ଚକା ତଳେ ପଶିଗଲା ବାଛୁରୀ; ତାପରେ କ’ଣ ହେଲା ଦେଖନ୍ତୁ

ଭୋପାଳ, ୨୬।୮: ମଧ୍ୟପ୍ରଦେଶ ବାର୍‌ଓ୍ବାନୀ ଜିଲାରେ ଗୋଟିଏ କାର୍‌ ଆଗକୁ ହଠାତ୍‌ ଏକ ବାଛୁରୀ ଚାଲି ଆସିଥିଲା। ଫଳରେ ଦ୍ରୁତ ଗତିରେ ଥିବା କାରଟି ବାଛୁରୀ ଉପରେ ଚଢ଼ିଯାଇଥିଲା। କାର୍‌ର ଆଗ ଚକାଟି ବାଛୁରି ଉପରେ ସେମିତି ଚଢ଼ିକି ରହିଯାଇଥିଲା। ପାଖରେ…

ବିହାର ନିର୍ବାଚନ: ୨୯ରେ ବୈଠକ କରିବେ ନଡ୍ଡା

ନୂଆଦିଲ୍ଲୀ,୨୬।୮: କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ୍‌ ଦେଖାଦେଇଥିବା ବେଳେ ଭାଜପା ଅଣ୍ଟା ଭିଡିଛି। ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହୋଇପାରେ। ଇତିମଧ୍ୟରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri