ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୩୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆଉ ୩୩୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୧ ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୧୩୯ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଫଳରେ ଭୁବନେଶ୍ୱରରେ…
ରାଜ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ; ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ଓଡ଼ିଶାରେ ବୁଧବାର ରେକର୍ଡ ସଂଖ୍ୟକ ୩,୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବୁଧବାର ସୁଦ୍ଧା ମୋଟ୍ ୬୨ ହଜାର ୮୧୩ ଜଣ ଲୋକ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ…
କାର୍ ଚକା ତଳେ ପଶିଗଲା ବାଛୁରୀ; ତାପରେ କ’ଣ ହେଲା ଦେଖନ୍ତୁ
ଭୋପାଳ, ୨୬।୮: ମଧ୍ୟପ୍ରଦେଶ ବାର୍ଓ୍ବାନୀ ଜିଲାରେ ଗୋଟିଏ କାର୍ ଆଗକୁ ହଠାତ୍ ଏକ ବାଛୁରୀ ଚାଲି ଆସିଥିଲା। ଫଳରେ ଦ୍ରୁତ ଗତିରେ ଥିବା କାରଟି ବାଛୁରୀ ଉପରେ ଚଢ଼ିଯାଇଥିଲା। କାର୍ର ଆଗ ଚକାଟି ବାଛୁରି ଉପରେ ସେମିତି ଚଢ଼ିକି ରହିଯାଇଥିଲା। ପାଖରେ…
ବିହାର ନିର୍ବାଚନ: ୨୯ରେ ବୈଠକ କରିବେ ନଡ୍ଡା
ନୂଆଦିଲ୍ଲୀ,୨୬।୮: କରୋନା ଭାଇରସ୍ ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ୍ ଦେଖାଦେଇଥିବା ବେଳେ ଭାଜପା ଅଣ୍ଟା ଭିଡିଛି। ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହୋଇପାରେ। ଇତିମଧ୍ୟରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା…
ବିବାହ କରିବେନି ଆଲିଆ-ରଣବୀର!
ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଦୁଇ ଲଭ୍ବାର୍ଡ ବିବାହ କରିବେ ନାହିଁ। କାରଣ ଦେଶରେ ମହାମାରୀ କରୋନା…
ବିଧାନସଭା ଅଧିବେଶନର ୨ ଦିନ ପୂର୍ବରୁ ୨୩ ବିଧାୟକ କରୋନା ପଜିଟିଭ୍
ଚଣ୍ଡିଗଡ଼,୨୬।୮: ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ଦିନ ପୂର୍ବରୁ ୨୩ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ୩ଜଣ ବିଧାୟକ ପଜିଟଭ୍ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ତେବେ ରିପୋର୍ଟ ଆସିବା…
ସ୍ତ୍ରୀଙ୍କୁ ଗୁଳି କରି ପରେ ଆତ୍ମହତ୍ୟା କଲେ ସ୍ବାମୀ
ଲକ୍ଷ୍ନୌ, ୨୬।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରିବା ପରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ତେବେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ…
ଏବେ ଖୋଲିବନି ସ୍କୁଲ-କଲେଜ: ଲକ୍ଡାଉନର ନୂଆ ତାରିଖ ଘୋଷଣା
କୋଲକାତା,୨୬।୮: ଦେଶରେ କରୋନା ପ୍ରକୋପ ଥମିବାର ନା ନେଉନି। ପ୍ରତିଦିନ ଦ୍ରୁତଗତିରେ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୦ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି…
ଏସିଆର ପ୍ରଥମ ସେଲିବ୍ରିଟି ଭାବେ ଏହି କୀର୍ତ୍ତିମାନ ହାସଲ କଲେ କୋହଲି
ନୂଆଦିଲ୍ଲୀ, ୨୬।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍ ଭାବେ ବିବେଚନା କରାଯାଏ। ବିଶ୍ୱରେ କୋହଲିଙ୍କ ଲୋକପ୍ରିୟତାର କୌଣସି ସୀମା ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ପୁଣିଥରେ ପ୍ରମାଣିତ…
ସ୍ତ୍ରୀ, ମା’ଙ୍କୁ ହତ୍ୟା କରି ପୂର୍ବତନ ଭାରତୀୟ ଆଥ୍ଲେଟ୍ ଗିରଫ
ଓ୍ବାଶିଂଟନ, ୨୬।୮: ଭାରତ ପାଇଁ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକ ଜିତିଥିବା ଆଥ୍ଲେଟ୍ ଇକ୍ବାଲ ସିଂ ନିଜ ସ୍ତ୍ରୀ ଓ ମା’ଙ୍କୁ ହତ୍ୟା କରିଥିବା ମାମଲାରେ ଆମେରିକାରେ ଗିରଫ ହୋଇଛନ୍ତି। ଆମେରିକାର ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ପେନ୍ସିଲଭାନିଆର…
ଭାରତରେ ପ୍ରଥମ ମାମଲା: ୧୨୪ ଦିନ ପରେ ପୁଣି ଥରେ ଜଣେ ସଂକ୍ରମିତ
ଅହମଦାବାଦ,୨୬।୮: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଭାରତରେ ପ୍ରଥମ…
ବୋଲରଙ୍କୁ ବ୍ୟାଟ୍ରେ ମାରିବାକୁ ଚେଷ୍ଟା କଲେ ଏହି ପାକିସ୍ତାନ କ୍ରିକେଟର୍, ଦେଖନ୍ତୁ ଭିଡିଓ…
ତ୍ରିନିଦାଦ୍, ୨୬।୮: ପାକିସ୍ତାନ କ୍ରିକେଟ୍ ଖେଳାଳି କୌଣସି ଟୁର୍ନାମେଣ୍ଟ କିମ୍ବା ସିରିଜରେ ଖେଳୁଥିବେ ଏବଂ ଏଥିରେ ବିବାଦୀୟ ଘଟଣା ନ ଘଟିବ ଏହା କେବେ ହୋଇପାରିବ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା କାରବୀୟାନ ପ୍ରିମିୟର ଲିଗ୍ (ସିପିଏଲ୍)ରେ…
Archives


