ଏବେ ଖୋଲିବନି ସ୍କୁଲ-କଲେଜ: ଲକ୍ଡାଉନର ନୂଆ ତାରିଖ ଘୋଷଣା
କୋଲକାତା,୨୬।୮: ଦେଶରେ କରୋନା ପ୍ରକୋପ ଥମିବାର ନା ନେଉନି। ପ୍ରତିଦିନ ଦ୍ରୁତଗତିରେ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୦ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି…
ଏସିଆର ପ୍ରଥମ ସେଲିବ୍ରିଟି ଭାବେ ଏହି କୀର୍ତ୍ତିମାନ ହାସଲ କଲେ କୋହଲି
ନୂଆଦିଲ୍ଲୀ, ୨୬।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍ ଭାବେ ବିବେଚନା କରାଯାଏ। ବିଶ୍ୱରେ କୋହଲିଙ୍କ ଲୋକପ୍ରିୟତାର କୌଣସି ସୀମା ନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ପୁଣିଥରେ ପ୍ରମାଣିତ…
ସ୍ତ୍ରୀ, ମା’ଙ୍କୁ ହତ୍ୟା କରି ପୂର୍ବତନ ଭାରତୀୟ ଆଥ୍ଲେଟ୍ ଗିରଫ
ଓ୍ବାଶିଂଟନ, ୨୬।୮: ଭାରତ ପାଇଁ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକ ଜିତିଥିବା ଆଥ୍ଲେଟ୍ ଇକ୍ବାଲ ସିଂ ନିଜ ସ୍ତ୍ରୀ ଓ ମା’ଙ୍କୁ ହତ୍ୟା କରିଥିବା ମାମଲାରେ ଆମେରିକାରେ ଗିରଫ ହୋଇଛନ୍ତି। ଆମେରିକାର ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ପେନ୍ସିଲଭାନିଆର…
ଭାରତରେ ପ୍ରଥମ ମାମଲା: ୧୨୪ ଦିନ ପରେ ପୁଣି ଥରେ ଜଣେ ସଂକ୍ରମିତ
ଅହମଦାବାଦ,୨୬।୮: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଭାରତରେ ପ୍ରଥମ…
ବୋଲରଙ୍କୁ ବ୍ୟାଟ୍ରେ ମାରିବାକୁ ଚେଷ୍ଟା କଲେ ଏହି ପାକିସ୍ତାନ କ୍ରିକେଟର୍, ଦେଖନ୍ତୁ ଭିଡିଓ…
ତ୍ରିନିଦାଦ୍, ୨୬।୮: ପାକିସ୍ତାନ କ୍ରିକେଟ୍ ଖେଳାଳି କୌଣସି ଟୁର୍ନାମେଣ୍ଟ କିମ୍ବା ସିରିଜରେ ଖେଳୁଥିବେ ଏବଂ ଏଥିରେ ବିବାଦୀୟ ଘଟଣା ନ ଘଟିବ ଏହା କେବେ ହୋଇପାରିବ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା କାରବୀୟାନ ପ୍ରିମିୟର ଲିଗ୍ (ସିପିଏଲ୍)ରେ…
ତମନ୍ନାଙ୍କ ଘରକୁ ପଶିଲା କରୋନା: ପୋଷ୍ଟ ଲେଖି ପ୍ରଶଂସକଙ୍କୁ କଲେ ଏଭଳି ନିବେଦନ
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ମାତାପିତା କରୋନା ପଜିଟିଭ୍ ହୋଇଛନ୍ତି। ତାଙ୍କ ପିତାମାତାଙ୍କଠାରେ କରୋନାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା। ଏହା ପରେ ସେ କୋଭିଡ ୧୯ ପରୀକ୍ଷା କରିଥିଲେ। ଏବେ ସେମାନଙ୍କର ପରୀକ୍ଷା ରିପୋର୍ଟ…
ଏନ୍ଇଇଟି ବିବାଦ ମଧ୍ୟରେ ଅକ୍ଟୋବରରୁ ଏହି ରାଜ୍ୟରେ ଖୋଲିବ କଲେଜ
ବେଙ୍ଗାଲୁରୁ,୨୬।୮: ସମଗ୍ର ଦେଶରେ ଏନ୍ଇଇଟି ଓ ଜେଇଇ ପରୀକ୍ଷାକୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ କର୍ନାଟକ ସରକାର ରାଜ୍ୟରେ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅକ୍ଟୋବର ୧ରୁ ପୁଣି ଥରେ କଲେଜ ଖୋଲିବ ବୋଲି ବୁଧବାର କର୍ନାଟକ…
ଘରେ ଏକୁଟିଆ ଦେଖି ବିଦେଶୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲେ ନକଲି ସାଧୁ: ଘଟିଲା ଏଭଳି କିଛି…
ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଯାତ୍ରାରେ ଆମେରିକାରୁ ତାମିଲନାଡୁ ଆସିଥିବା ଜଣେ ମହିଳା ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ ମାରି ଏବେ ଚର୍ଚ୍ଚାରେ। ମହିଳାଜଣଙ୍କ ମାର୍ଶଲ ଆର୍ଟରେ ତାଲିମ ନେଇଥିଲେ। ଫଳରେ ବ୍ୟକ୍ତିଜଣଙ୍କ ମହିଳାଙ୍କୁ ବଳାତ୍କାର କରିବାକୁ…
ଟିମ୍ରୁ ବାଦ୍ ପଡ଼ିଥିଲେ ଏହି ଖେଳାଳି; ଏବେ ହାସଲ କଲେ ତ୍ରିଶତକ
କଲମ୍ବୋ, ୨୬।୮: ଦୀନେଶ ଚାଣ୍ଡିମଲ। ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଉଇକେଟ୍କିପର। ଗତବର୍ଷ ଚୟନକର୍ତ୍ତମାନେ ଚାଣ୍ଡିମଲଙ୍କୁ ଅଧିନାୟକ ପଦରୁ ହଟାଇ ଦେବା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଲାଗି ଶ୍ରୀଲଙ୍କା ଦଳରୁ ମଧ୍ୟ ବାଦ୍ ଦେଇଥିଲେ। ଏହି…
ସାଙ୍ଗକୁ ଘୁଷୁରି ଦେଉଛି ଶେଷ ବିଦାୟ: ଦେଖିଲେ ଆଖିରେ ଆସିଯିବ ଲୁହ
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଘୁୁଷୁରିର ମୃତଦେହ ପାଖରେ ଛିଡା ହୋଇ ଆଉ ଏକ ଘୁଷୁରି ତାକୁ ଶେଷ ବିଦାୟ ଦେଉଛି। ଭିଡିଓକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲିଆସିବ। ପଶୁ ହେଲେ…
ଶୋଷ ହେଉଥିବା ବେଳେ ଗୁଣ୍ଡୁଚିମୂଷାକୁ ବୋତଲରେ ପାଣି ପିଆଇଲେ ବ୍ୟକ୍ତି, ଆଉ ତା ପରେ
ପ୍ରାୟତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତାରେ ଶୋଷ କରୁଥିବା…
ଏହି ଶିଶୁ ଏବେ ବଲିଉଡ୍ର ସୁପରହିଟ୍ ଅଭିନେତା: ଚିହ୍ନିବା ହେଉଛି ମୁସ୍କିଲ
ବମ୍ବେ: ଅନେକ ସମୟରେ ବଲିଉଡ୍ ଅଭିନେତା ତଥା ଅଭିନେତ୍ରୀମାନଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେମାନଙ୍କ ମଧ୍ୟରୁ କିଛିଙ୍କୁ ଚିହ୍ନିବା ମୁସ୍କିଲ ହୋଇଯାଇଥାଏ। ସେଭଳି ଏକ ଫଟୋ ଏବେ ଭାଇରାଲ ହେଉଛି। ଏଥିରେ ଦୁଇଜଣ ଶିଶୁ ସାଙ୍ଗ ହୋଇ…
Archives


