୩ ପଞ୍ଚାୟତର ୧୫ ଗାଁ ପାଣି ଘେରରେ
ଖୋର୍ଦ୍ଧା ଅଫିସ,୨୭ା୮: ଲଗାଣ ବର୍ଷା ସହ ହୀରାକୁଦ ଜଳ ରାଜୁଆ ନଦୀରେ ପ୍ରବେଶ କରିବା ପରେ ବନ୍ୟା ଆସିଛି। ଫଳରେ ଖୋର୍ଦ୍ଧା ବ୍ଲକ୍ର ୩ ପଞ୍ଚାୟତରେ ବନ୍ୟା ପାଣି ପ୍ରବେଶ କରି ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି। ଶହଶହ ଏକର ଚାଷଜମି…
ପୋଲିସ ଗୁଳିରେ ୨ କୃଷ୍ଣକାୟ ମୃତ
କେନୋଶା, ୨୭ା୮: ଆମେରିକାର କେନୋଶାରେ ମଙ୍ଗଳବାର ପୁଣି ପୋଲିସ ଗୁଳିରେ ୨ କୃଷ୍ଣକାୟ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନୋଶା ପୋଲିସ ଗତ ରବିବାର ଦିନ କୃଷ୍ଣକାୟ ଯୁବକ ଜାକୋବ ବ୍ଲେକଙ୍କ ଉପରକୁ ଓ୍ବିସ୍କନ୍ସିନରେ ଗୁଳିମାଡ଼ କରିଥିଲା। ସେ ଏବେ…
ଝିଅର ଅଶ୍ଳୀଳ ଫଟୋ ଭାଇରାଲ ପରେ ମା’ଙ୍କ ଆତ୍ମହତ୍ୟା
ଯାଜପୁର ଟାଉନ୍, ୨୭ା୮ (ଡି.ଏନ୍.ଏ.): ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ମା’ ଆତ୍ମହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅଞ୍ଚଳରେ। ଏହି ଘଟଣାରେ ପୋଲିସ ବାଲେଶ୍ୱର ଜିଲା ସିଙ୍ଗଲା ଥାନା ଅଧୀନ…
ସଂକ୍ରମଣ ରୋକିବାରେ ଏନ୍୯୫ ମାସ୍କ ଅଧିକ ପ୍ରଭାବୀ
ନୂଆଦିଲ୍ଲୀ, ୨୭।୮(ପି.ଟି.): କରୋନା ସଂକ୍ରମଣ ରୋକିବାରେ ଏନ୍୯୫ ମାସ୍କ ସବୁଠୁ ଅଧିକ ପ୍ରଭାବୀ ବୋଲି ଭାରତୀୟ ବୈଜ୍ଞାନିକମାନେ କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଏଥିରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ବୈଜ୍ଞାନିକମାନେ ମଧ୍ୟ ସାମିଲ ଅଛନ୍ତି। ଆଦୌ ମାସ୍କ ନ ପିନ୍ଧିବା…
ବିଳମ୍ବ ହେଲେ ଗମ୍ଭୀର ପରିଣାମ
ନୂଆଦିଲ୍ଲୀ, ୨୭।୮(ପି.ଟି.): ଜେଇଇ ଏବଂ ଏନ୍ଇଇଟି ପ୍ରବେଶିକା ପରୀକ୍ଷାରେ ଅଧିକ ବିଳମ୍ବର ପରିଣାମ ଗୁରୁତର ହୋଇପାରେ ବୋଲି ଆଇଆଇଟି, ଦିଲ୍ଲୀର ନିର୍ଦ୍ଦେଶକ ଭି. ରାମଗୋପାଳ ରାଓ କହିଛନ୍ତି। ଏହା କେବଳ ଆଇଆଇଟି ଶିକ୍ଷାବର୍ଷକୁ ପ୍ରଭାବିତ କରିବ ନାହିଁ, ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ…
ଏସ୍ସିବି ସେଣ୍ଟ୍ରାଲ ଆଇସିୟୁ ବନ୍ଦ
କଟକ ଅଫିସ,୨୭ା୮: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ କାଜୁଆଲିଟିର ଚତୁର୍ଥ ମହଲାରେ ଥିବା ସେଣ୍ଟ୍ରାଲ ଆଇସିୟୁକୁ ବନ୍ଦ କରି ଦିଆଯାଇଛି। ବୁଧବାର ଏଠାରୁ ଗୋଟିଏ ଦିନରେ ୧୪ ଜଣ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି। ଏଯାବତ୍ ଏଠାରେ…
୬ ସହରରୁ କୋଲକାତାକୁ ବିମାନ ଉଡ଼ାଣ ଅନୁମତି
କୋଲକାତା, ୨୭।୮: ପଶ୍ଚିମବଙ୍ଗରେ ଲକ୍ଡାଉନ କଟକଣାକୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପ୍ଟେମ୍ବରରୁ ରାଜ୍ୟ ଭିତରେ ଲୋକାଲ ଟ୍ରେନ୍ ଓ ମେଟ୍ରୋ ରେଳସେବା ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୭, ୧୧ ଓ ୧୨ ତାରିଖରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ଡାଉନ…
ଓଡ଼ିଶା ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହୋଇପାରିବ
ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଜୈବ ବିବିଧତା ପାଇଁ ଓଡ଼ିଶା ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି। ବନ୍ୟଜନ୍ତୁ ସଂରକ୍ଷଣ ସମେତ ଜୈବ ବିବିଧତାକୁ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା ଯୋଗୁ ଓଡ଼ିଶାର ପର୍ଯ୍ୟଟନକୁ…
ଭାରତର ବିକାଶ ହାର -୪.୫% ରହିବ
ନୂଆଦିଲ୍ଲୀ,୨୭ା୮: ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ବିକାଶ ହାର ହ୍ରାସ ପାଇ -୪.୫% ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଆକଳନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୧୯-୨୦ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ…
‘ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ସମାଜ ସୁଯୋଗ ଦେଉ’
କଟକ ଅଫିସ,୨୭ା୮: ସାମ୍ପ୍ରତିକ ସାମାଜିକ ମୂଲ୍ୟବୋଧ ଓ ବ୍ୟବସ୍ଥାର ପ୍ରତିଫଳନ ହେଉଛି ଆଇନ। ସମୟ ଅନୁସାରେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥାଏ। ସମଲିଙ୍ଗୀ ସମ୍ପର୍କ, ବ୍ୟକ୍ତିଗତ ସ୍ବାଧୀନତା ଅଧିକାର ଆଇନତଃ ସୁରକ୍ଷିତ। କଥାରେ ଅଛି ପ୍ରେମ ମାନେନା ବାଧା ବନ୍ଧନ। ତେଣୁ…
ଆଇସିସି ର଼୍ୟାଙ୍କିଙ୍ଗ୍: ଦିନିକିଆରେ ଶ୍ରେଷ୍ଠ ଦୁଇ ସ୍ଥାନରେ କୋହଲି, ରୋହିତ୍
ଦୁବାଇ,୨୭।୮(ପି.ଟି.): ବୁଧବାର ପ୍ରକାଶିତ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା ସେମାନଙ୍କ ପ୍ରଭୁତ୍ୱ ଜାରି ରଖିଛନ୍ତି। କୋହଲି ଓ ରୋହିତ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଯଥାକ୍ରମେ ପ୍ରଥମ…
ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା
ଭୁବନେଶ୍ୱର,୨୭ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗତ ଦୁଇଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଅନେକ ଜିଲାରେ ଚାଷଜମି ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଏଥିସହିତ କେତେକ ନଦୀରେ ମଧ୍ୟ ବନ୍ୟାଜଳ ବିପଦ…
Archives


