ଚାଇନା ସେନାଙ୍କୁ ଫେରାଇ ଦେଲା ଭାରତ
ନୂଆଦିଲ୍ଲୀ,୧୧ ।୧: ଭାରତୀୟ ସେନା ପୂର୍ବ ଲଦ୍ଦାଖରେ ଶୁକ୍ରବାର ଧରାପଡିଥିବା ‘ପିପଲ୍ସ ଲିବରେଶନ ଆର୍ମି’(ପିଏଲ୍ଏ) ସେନାଙ୍କୁ ସୋମବାର ଚାଇନାକୁ ଫେରାଇ ଦେଇଛି । ସେନା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚାଇନା ସେନା ୮ ଜାନୁୟାରୀରେ ପ୍ରକୃତ ନିୟନ୍ତ୍ରଣ…
ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଗାଳି ଦେଲେ ସ୍ତ୍ରୀ
ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତ ବଲିଉଡର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ମଜାଳିଆ ପ୍ରେମ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ। ସର୍ବସାଧାରଣରେ ଦୁହେଁ କେବଳ ପରସ୍ପରର ଗୋଡ ଟାଣି ନ ଥାନ୍ତି ସୋସିଆଲ…
ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ପାକସ୍ଥଳୀ କାଢ଼ିଦେଲେ ଡାକ୍ତର
ହାଇଦ୍ରାବାଦ,୧୧।୧: ହାଇଦ୍ରାବାଦଠାରେ ଥିବା ଘରୋଇ ଡାକ୍ତରଖାନାରେ ଏକ ବିଶେଷଜ୍ଞ ଦଳ ମଞ୍ଜୁଳା ନାମକ ଜଣେ ୩୯ ବର୍ଷୀୟା ମହିଳାଙ୍କୁ ନୂଆ ଜୀବନ ଦେଇଛନ୍ତି। ଯିଏ କି ବର୍ଷେରୁ ଅଧିକ ହେବ ଟଏ୍ଲେଟ କ୍ଲିନର୍ ଖାଇ ଦେଇଥିଲେ। ଫଳରେ ତାଙ୍କ ପାକସ୍ଥଳୀ ନଷ୍ଟ…
ସୁନିଦ୍ରା ଅନ୍ତରାଳେ…
ନିଜକୁ ସୁସ୍ଥ ରଖିବା ପଛରେ ନିଦ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଅସନ୍ତୁଳନ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ତେଣୁ ଭଲ ନିଦ ପାଇଁ କେତୋଟି ବିଷୟ ଉପରେ ଦୃଷ୍ଟି ଦେବା ଦରକାର। ବେଡ୍ରୁମ୍ର ପରିବେଶକୁ ସବୁବେଳେ…
ଦେଶପ୍ରେମର କାହାଣୀ ଶୁଣିବେ ଲୋକେ
ଗ୍ବାଲିଅର,୧୧।୧: ହିନ୍ଦୁ ମହାସଭାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉପରେ ଏକ ଅଧ୍ୟୟନ କେନ୍ଦ୍ର ଖୋଲିଛି। ହିନ୍ଦୁ ମହାସଭା ସୂଚନା ଅନୁସାରେ ଏହା ଏକ ଅଧ୍ୟୟନ କେନ୍ଦ୍ର ବା ଜ୍ଞାନ କେନ୍ଦ୍ର ଅଟେ। ଏହା ଗ୍ବାଲିଅରରେ ଖୋଲାଯାଇଛି। ଏହି…
ମଦ୍ୟପାନ ଅଭ୍ୟାସ: ମହିଳାଙ୍କ ମଧ୍ୟରେ ୨ ଗୁଣା ବଢ଼ିଛି, ପୁରୁଷଙ୍କ କ୍ଷେତ୍ରରେ ଅଧା କମିଛି
ଅହମଦାବାଦ,୧୧।୧: ଗୁଜରାଟରେ ଗତ ୫ ବର୍ଷ ମଧ୍ୟରେ ମହିଳାଙ୍କ ମଧ୍ୟରେ ମଦ୍ୟପାନ ଅଭ୍ୟାସ ଦୁଇଗୁଣା ବଢ଼ିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ଅଧା କମିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ୨୦୨୦ରେ ରାଜ୍ୟର ୩୩,୩୪୩ ମହିଳା…
ଡ୍ର’ ମୁହାଁ ସିଡନୀ ଟେଷ୍ଟ
ସିଡନୀ,୧୧।୧: ସିଡନୀ ଟେଷ୍ଟ ମ୍ୟାଚ ଡ୍ର ଆଡକୁ ଗତି କରୁଛି। ଚା ’ବିରତି ପରେ ଆର ଅଶ୍ୱିନ ଏବଂ ହନୁମା ବିହାରୀ ମ୍ୟାଚକୁ ଡ୍ର’ କରିବାରେ ବ୍ୟସ୍ତ ଅଛନ୍ତି। ଅଷ୍ଟ୍ରେଲିଆ ୬ ଉଇକେଟ ପାଇଁ ୩୧୨ ରନ ସ୍କୋର କରି ଦ୍ୱିତୀୟ…
ମହାପ୍ରଭୁଙ୍କୁ ସୂର୍ଯ୍ୟ-ଚନ୍ଦ୍ର ଦାନ
ପୁରୀ ଅଫିସ, ୧୧।୧: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର ନିବାସୀ ପଦ୍ମଚରଣ ପାତ୍ର ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି। ପଦ୍ମଚରଣ ସସ୍ତ୍ରୀକ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର…
ପିଚ୍ ଖରାପ କରୁଥିବାବେଳେ ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୧୧।୧: ଦୁଇ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ କରି ଧରା ପଡିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପୁରୁଣା ପ୍ରକୃତି ମନେ ପଡିଯାଇଛି। ଭାରତ ବିପକ୍ଷ ସିଡନୀ ଟେଷ୍ଟ ସମୟରେ ଗୋଡରେ ପିଚ୍ ଖରାପ୍ କରୁଥିବାବେେଳେ ସେ…
ଲୌହ ଗ୍ରହାଣୁ
ଆମ ସୌର ମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି କକ୍ଷ ମଝିରେ ଅନେକଗୁଡ଼ିଏ ଛୋଟଛୋଟ ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ। ଯେଉଁ ଅଞ୍ଚଳରେ ଏଗୁଡ଼ିକ ରହିଛନ୍ତି ତାକୁ ‘ଗ୍ରହାଣୁ ବଳୟ’ କୁହାଯାଏ। ଏଗୁଡ଼ିକର…
ଆଜି ରାଜ୍ୟରୁ ୨୪୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୪୨ ଜଣ ଚିହ୍ନଟ…
ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଭିଟାମିନ୍ ‘ଡି’
ଭିଟାମିନ୍ ‘ଡି’ର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହାଦ୍ୱାରା ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆହୁରି ଦୃଢ଼ ହୋଇଥାଏ। ଶରୀରରେ ଏହି ଭିଟାମିନ୍ ପରିମାଣ ସନ୍ତୁଳିତ ରହିଲେ ତାହା ମସ୍ତିଷ୍କକୁ ଆହୁରି ସକ୍ରିୟ କରାଇଥାଏ। କେବଳ ସେତିକି…

