ମାସୁଦ ଆଝାରଙ୍କ ନା’ରେ ଗିରଫ ଓ୍ବାରେଣ୍ଟ ଜାରି
ଲାହୋର,୭।୧: ଜୟଶ-ଇ-ମହମ୍ମଦ (ଜେଇଏମ୍) ମୁଖ୍ୟ ମାସୁଦ ଆଝାରଙ୍କୁ ଗିରଫ କରିବା ପାଇଁ ଗୁରୁବାର ଓ୍ବାରେଣ୍ଟ ଜାରି କରିଛନ୍ତି ପାକିସ୍ତାନର ଆଣ୍ଟି ଟେରରଜିମ୍ କୋର୍ଟ। ଆତଙ୍କବାଦୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଯୋଗାଇବା ମାମଲାର ଶୁଣାଣି କରି ଆଣ୍ଟି ଟେରରିଜମ କୋର୍ଟ (ଏଟିସି)ର ବିଚାରପତି…
ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀ
ତେଲକୋଇ,୭।୧: କେନ୍ଦୁଝର ଜିଲା ହାଲପୋଡି ଗ୍ରାମରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଫସଲ ନଷ୍ଟ କରିଛି। ଦନ୍ତାଟି ବୁଧବାର ରାତିରେ ହାଲପୋଡି ଗ୍ରାମରେ ପଶି ପ୍ରଥମେ ଗୀତା ନାଏକଙ୍କ ଘର ଭାଙ୍ଗି ଧାନ, ଚାଉଳ ଖାଇ ଦେଇଥିଲା। ଅନ୍ୟପକ୍ଷରେ ଗୀତା…
ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସ୍ବାମୀ ଗୁରୁତର
ଚିତ୍ରଡ଼ା,୭ା୧: ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଗୁରୁବାର ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ବାମୀ ଦୀନକୃଷ୍ଣ ମାହାନା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ବାରିପଦା ନିକଟ ଭାରବାଡ଼ି…
ଡ୍ରଗ୍ ଲାଇସେନ୍ସ ପାଇଁ ଲାଞ୍ଚ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇଲେ ଜିଲାପାଳ
ଛତ୍ରପୁର,୭।୧(ଡି.ଏନ୍.ଏ.)- ଡ୍ରଗ ଲାଇସେନ୍ସ କରାଇ ଦେବାକୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ବନମାଳୀ ଶତପଥୀ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ଜିଲାପାଳଙ୍କ କୋର୍ଟରେ ଉକ୍ତ ମାମଲାର ଶୁଣାଣି ହୋଇସାରିଛି । ଆସିଷ୍ଟାଣ୍ଟ…
ଗୋଟିଏ ବେଦିରେ ଦୁଇ କନ୍ୟାଙ୍କୁ ବିବାହ କଲା ବର, ଖୁସିରେ ଅଛନ୍ତି ଉଭୟ ପତ୍ନୀ
ବିଳାଶପୁର,୭।୧- ପ୍ରେମରେ ପଡ଼ି ବିବାହ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ଦୁଇ ଜଣଙ୍କୁ ପ୍ରେମ ଓ ଗୋଟିଏ ବେଦିରେ ଏକାଥରେ ବିବାହ କରିବା ନିଶ୍ଚିତ ଅବିଶ୍ୱସନୀୟ। ଏଭଳି ଏକ ଘଟଣାର ଭିଡିଓ ଗତ ବୁଧବାର ସୋସିଆଲ ମିଡିଆରେ ଭାଇରାଲ…
ଚାଷୀଙ୍କଠୁ ଲୁଟି ନେଲେ ୧.୨୫ ଲକ୍ଷ ଟଙ୍କା
ଅତାବିରା,୭।୧: ବରଗଡ଼ ଜିଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅଧୀନ ଗୋଡଭଗାରେ ଜଣେ ଚାଷୀଙ୍କଠାରୁ ଗୁରୁବାର ଦିନ ଦ୍ୱିପ୍ରହରରେ ୧ଲକ୍ଷ ୨୫ ହଜାର ଟଙ୍କା ଲୁଟ୍ ହୋଇଛି। ଖବର ପାଇ ଗୋଡଭଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ ମଧ୍ୟ…
ସୋନାଲି ଶେୟାର କଲେ ଥ୍ରୋବ୍ୟାକ୍ ଫଟୋ: ଏମିତି ପ୍ରତିକ୍ରିୟା ରଖିଲେ ଆୟୁଷ୍ମାନଙ୍କ ସ୍ତ୍ରୀ
ବଲିଉଡ୍ ଫିଲ୍ମ ହମ୍ ସାଥ୍ ସାଥ୍ ହୈ, ଦିଲଜଲେ, ସରଫରୋଶ, ଡୁପ୍ଲିକେଟ ଆଦିରେ କାମ କରିସାରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରଶଂସକଙ୍କ ସହ ସବୁବେଳେ ନିଜର ପୁରୁଣା ସ୍ମୃତି ବାଣ୍ଟିଥାନ୍ତି। ନିକଟରେ ସେ ନିଜର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ…
୪.୬୨ ଲକ୍ଷ ଟଙ୍କା ଠକେଇ, ଫାଇନାନ୍ସ କମ୍ପାନୀର କର୍ମଚାରୀ କହୁଥିବା ଯୁବକ ଗିରଫ
କୋକସରା,୭।୧: କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ରାବଣଗୁଡା ଗ୍ରାମର କିଛି ଲୋକଠାରୁ ୪ ଲକ୍ଷ ୬୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ହେଲେ…
ଏହି ୨ ଅକ୍ଷର ନାମଧାରୀ ମହିଳା ସର୍ବଦା ରହିଥାନ୍ତି ଚିନ୍ତାରେ
ରାଶି ଏବଂ ନାମର ପ୍ରଥମ ଅକ୍ଷରରୁ ଝିଅ ତଥା ମହିଳାଙ୍କ ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ତେବେ ଏହି ୨ ଅକ୍ଷର ନାମଧାରୀ ମହିଳାମାନେ ସବୁବେଳେ ଚିନ୍ତାରେ ରହିଥାନ୍ତି। ଏହି ୨ ଅକ୍ଷର ହେଲା ‘ପି ’ ଏବଂ ‘କେ’। ‘ପି’ ନାମଧାରୀ…
ଭାରତୀୟ ଦଳର ଚିନ୍ତା ବଢ଼ାଉଛି ପନ୍ତଙ୍କ ଉଇକେଟକିପିଂ
ସିଡ୍ନୀ,୭।୧- ସ୍ଥାନୀୟ ସିଡ୍ନୀ ଗ୍ରାଉଣ୍ଡରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଋଷଭ ପନ୍ତଙ୍କ ଉଇକେଟକିପିଂ ଭାରତୀୟ ଦଳର ଚିନ୍ତାର କାରଣ ପାଲଟିଛି। ଅଷ୍ଟ୍ରେଲିଆ ଦଳ ପାଇଁ ପଦାର୍ପଣକାରୀ ଓପନର ଓ୍ବିଲ ପୁକୋଭସ୍କିଙ୍କ ଦୁଇଟି କ୍ୟାଚ୍ ହାତ ଛାଡ଼…
ଅଭିନେତ୍ରୀ ଚିତ୍ରାଙ୍କ ମୃତ୍ୟୁର ତଦନ୍ତ କରିବ ସିସିବି
ମୁମ୍ବାଇ,୭।୧: ଲୋକପ୍ରିୟ ତାମିଲ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତ୍ୟୁର ତଦନ୍ତ ଭାର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ(ସିସିବି)କୁ ଗୁରୁବାର ହସ୍ତାନ୍ତର କରାଯାଇଛି। ୨୦୨୦ ଡିସେମ୍ବର ୯ରେ ପୋଲିସ ଏକ ହୋଟେଲ ରୁମରୁ ଅଭିନେତ୍ରୀ ଚିତ୍ରାଙ୍କ ମୃତଦେହ ଜବତ କରିଥିଲା। ଅନ୍ୟ ଏକ ମାମଲାରେ…
ଦୀର୍ଘ ଦିନର କଟକଣା ପରେ କାଲିଠୁ ଖୋଲିବ ଧବଳେଶ୍ୱରଙ୍କ ପୀଠ
କଟକ ଅଫିସ, ୭।୧: ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ଶୁକ୍ରବାରଠାରୁ ଖୋଲିବ। କରୋନା କଟକଣା ମଧ୍ୟରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ। ଏ ନେଇ ଗୁରୁବାର ଆଠଗଡ଼ ଉପଜିଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମେ ପୂଜକ…

