Home Left

ପୁନିଆଙ୍କ ସମେତ ୩ ରେସ୍‌ଲରଙ୍କୁ କୋଭିଡ୍‌

ନୂଆଦିଲ୍ଲୀ, ୪ା୯ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଦୀପକ ପୁନିଆଙ୍କ ସମେତ ୩ ଜଣ ସିନିୟର ପୁରୁଷ ରେସ୍‌ଲରଙ୍କ ଫଳାଫଳ ପଜିଟିଭ୍‌ ଆସିଥିବା ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଗୁରୁବାର କହିଛି। ଅଲିମ୍ପିକ ପାଇଁ ଯୋଗ୍ୟତା…

ଗେଙ୍ଗୁଟି ନଦୀ ବନ୍ଧ ୨୦୦ ଫୁଟ ଧସିଲା

ଧାମନଗର,୪ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଦଳାଙ୍ଗ ପଣ୍ଡାସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବରେ ଧସିଯାଇଛି। ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସୂଚନା ଥାଉକି ୪ ବର୍ଷ ତଳେ ଗେଙ୍ଗୁଟି ନଦୀର…

ନେମାରଙ୍କୁ କରୋନା

ପ୍ୟାରିସ, ୪ା୯: ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ (ପିଏସ୍‌ଜି)ର ଷ୍ଟାର ଖେଳାଳି ନେମାର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସ୍ପାନିଶ ଦ୍ୱୀପାଞ୍ଚଳ ଇବିଜାରେ ଛୁଟି କଟାଇ ଫେରିବା ପରେ ଏହି ଫୁଟ୍‌ବଲ ଖେଳାଳିଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ…

ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌: ଭାରତୀୟ ଜିଏମ୍‌ ଇନିୟାନଙ୍କୁ ଟାଇଟଲ

ଚେନ୍ନାଇ, ୪।୯(ପି.ଟି.)- ଭାରତୀୟ ଗ୍ରାଣ୍ଡମାଷ୍ଟର(ଜିଏମ୍‌) ପି. ଇନିୟାନ ସମ୍ମାନଜନକ ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ତାମିଲନାଡ଼ୁର ଏହି ଖେଳାଳି ସମ୍ଭାବ୍ୟ ୯ରୁ ୭.୫ ପଏଣ୍ଟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଅନେକ ଉଚ୍ଚ ରେଟିଂପ୍ରାପ୍ତ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ…

ସାନିଟାଇଜର ବୋତଲରେ ନିଆଁ ଲାଗି ଚାଲିଗଲା ଜୀବନ

ନାସିକ, ୩।୯: ଭାରତରେ କରୋନା ମହାମାରୀଜନିତ ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୮୩ ହଜାର ଛୁଇଁଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ କରୋନା ଜୀବାଣୁକୁ ରୋକିବା ଲାଗି ନାନା ପଦକ୍ଷେପ ନିଆଯାଉଛି। ଲୋକମାନେ ମୁହଁରେ…

୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୩ା୯(ବ୍ୟୁରୋ)-ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ଥାନ ବିଧାନସଭା ବସିଛି। ଏନେଇ ସେ ଲୋକସଭା ବାଚସ୍ପତି ଏବଂ ସଚିବଙ୍କ ସହ ଟେଲିଫୋନ ଯୋଗେ କଥା…

ଶାଶୁକୁ ହତ୍ୟା କରି ଝୁଲାଇ ଦେଲା ୩ ବୋହୂ

ଯୋଧପୁର, ୩।୯: ରାଜସ୍ଥାନର ଯୋଧପୁରରୁ ଚକିତ କଲାଭଳି ଏକ ମାମଲା ସାମ୍ନାକୁ ଆସିଛି। ୩ ଜଣ ବୋହୂ ପ୍ରଥମେ ଶାଶୁଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଆତ୍ମହତ୍ୟା ରୂପ ଦେବା ପାଇଁ ଶାଶୁଙ୍କ ଶବକୁ ଫ୍ୟାନରେ ଝୁଲାଇ ଦେଇଥିଲେ। ଏହି…

ଆର୍‌ଟିଓ ଦେବେ ଆନ୍ତଃ ରାଜ୍ୟ ବସ୍‌ ପର୍‌ମିଟ୍‌

ଭୁବନେଶ୍ୱର,୩ା୯(ବ୍ୟୁରୋ)-ଆନ୍ତଃ ରାଜ୍ୟ ବସ୍‌ ପରିବହନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ସ୍ବତନ୍ତ୍ର ଅନୁମତି(ସ୍ପେଶାଲ ପର୍‌ମିଟ୍‌) ଦେବେ। ସାଧାରଣ ପରିବହନ ସେବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କୁ ଅନୁମତି ଦେବାକୁ ପଡୁଥିଲା। ଅନୁମତି ପାଇବା ପାଇଁ ଏସ୍‌ଟିଏ କାର୍ଯ୍ୟାଳୟରେ ବସ୍‌ମାଲିକ ଓ ସେମାନଙ୍କର…

ଗର୍ଭବତୀ ସ୍ତ୍ରୀଙ୍କ ପରୀକ୍ଷା ପାଇଁ ୧୧୭୬ କିମି ସ୍କୁଟି ଚଲାଇଲେ ସ୍ବାମୀ

ଗ୍ବାଲିଅର, ୩।୯: ଯଦି ଦୃଢ଼ ଇଚ୍ଛାଶକ୍ତି ଥାଏ ତେବେ ଅସମ୍ଭବ ବି ସମ୍ଭବପର ହୋଇଥାଏ। ଯାହାକୁ ଝାଡ଼ଖଣ୍ଡର ଧନଞ୍ଜୟ ମାଝି କରି ଦେଖାଇଛନ୍ତି। ଧନଞ୍ଜୟ ଝାଡ଼ଖଣ୍ଡରେ ରହୁଥିଲେ ମଧ୍ୟ ଏହି ସମୟରେ ତାଙ୍କର ଚର୍ଚ୍ଚା ମଧ୍ୟପ୍ରଦେଶରେ ଖୁବ୍‌ ଜୋରରେ ଚାଲିଛି। ସ୍ତ୍ରୀ…

କଟକ ସହରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩।୯(ବ୍ୟୁରୋ)-କଟକ ସହରରୁ ଆଜି ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୩୫ ଜଣ ଚିହ୍ନଟ ହୋଇଥିବାବେଳେ ୧୦୨ ଲୋକାଲ କଣ୍ଟାକ୍ଟ କେସ। ସେକ୍ଟର ୭ ସିଡିଏରୁ ୧୧, କଲେଜ ଛକରୁ ୫, ଏସସିବି ମେଡିକାଲ…

ଭୁବନେଶ୍ୱରରୁ ଆଜି ୫୮୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୯(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରୁ ଆଜି ପୁଣି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୨୧ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୩୫୯ ରହିଛି। ୟୁନିଟ-୮ରୁ ୭, ୟୁନିଟ-୨ରୁ ୨, ଟଙ୍କପାଣି ରୋଡରୁ ୪,…

ଭାରତୀୟ ରେଲ୍‌ଓ୍ବେ ଇତିହାସରେ ପ୍ରଥମ ଥର: ଟ୍ରେନରେ ବାଂଲାଦେଶ ପଠାଗଲା ୧୦୦ ଟ୍ରାକ୍ଟର

ନୂଆଦିଲ୍ଲୀ, ୩।୯: ପ୍ରଥମ ଥର ଲାଗି ଟ୍ରେନ ମାଧ୍ୟମରେ ୧୦୦ ଟ୍ରାକ୍ଟର ବାଂଲାଦେଶକୁ ପଠାଇ ଭାରତୀୟ ରେଲ୍‌ଓ୍ବେ ଇତିହାସ ରଚିଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇ ଗୋୟଲ କହିଛନ୍ତି, ଉତ୍ତର ପ୍ରଦେଶର ଦାଦ୍ରିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri