ଖରାରେ କଠିନ ଅଭ୍ୟାସ ପରେ ଆଇସ୍ ବାଥ୍ର ମଜା ନେଲେ କୋହଲି
ଦୁବାଇ, ୩।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଆଇପିଏଲ୍କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ବିଶ୍ୱର ଏହି ବ୍ୟୟ ବହୁଳ…
ସେପ୍ଟେମ୍ବର ୯ ରୁ ଭୁବନେଶ୍ୱର-ସୁରତକୁ ବିମାନ ସେବା ଆରମ୍ଭ
ଭୁବନେଶ୍ୱର,୩।୯(ବ୍ୟୁରୋ)-ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ଆରମ୍ଭ ହେବ ବିମାନ ସେବା। ସୁରତରୁ ବିମାନ ଅପରାହ୍ନ ସାଢେ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ। ସପ୍ତାହର…
ଆଇପିଏଲ୍ରେ ସର୍ବାଧିକ ଛକା ମାରିଛନ୍ତି କ୍ରିସ୍ ଗେଲ୍; ଟପ୍-୫ରେ ୩ ଭାରତୀୟ
ନୂଆଦିଲ୍ଲୀ, ୩।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀର ପ୍ରଭାବ ଲାଗି ଆଇପିଏଲ୍କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ…
ୟୁଏସ୍ ଓପନ୍ ଖେଳିବା ଲାଗି ୨୯ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିଲେ ଏହି ଟେନିସ ଖେଳାଳି
ନ୍ୟୁୟର୍କ, ୩।୯: ବିଶ୍ୱର ଶ୍ରେଷ୍ଠ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍ ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ପୁରସ୍କାର ବାବଦକୁ ୧୪ କୋଟି ଆମେରିକୀୟ ଡଲାର ଅର୍ଜନ କରିସାରିଛନ୍ତି। ଏହାବାଦ୍ ସେ ବିଜ୍ଞାପନ ଆଦିରେ ମଧ୍ୟ କୋଟି କୋଟି ଡଲାର…
ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ନିଛାଟିଆ ରାସ୍ତାରେ ଜଣେ ଯୁବକ ସାଇକେଲ ଯୋଗେ ଯାଉଥିବାବେଳେ ଏକ ହାତୀ ହାବୁଡରେ…
କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍ବଲ ଖେଳାଳି
ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍ଜି)ର ୩ଜଣ ଖେଳାଳି କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍ଜି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କିନ୍ତୁ କେଉଁ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…
ବିମାନରେ ଗରମ ଲାଗିଲା ବୋଲି ଏମରଜେନ୍ସି ଡୋର୍ ଖୋଲି ପଙ୍ଖା ଉପରେ ବୁଲିଲେ ଏହି ମହିଳା: ଆଉ ତା ପରେ..
ବିମାନଯାତ୍ରା କରିବା ସହଜ ନୁହେଁ। କେହି କେହି ଏହି ଯାତ୍ରାରେ ଅଣନିଶ୍ୱାସୀ ହୋଇପଡ଼ନ୍ତି। ତେବେ ଜଣେ ମହିଳା ବିମାନଯାତ୍ରା ସମୟରେ ଏପରି କିଛି କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଏପରି। ଏକ ଚାର୍ଟର ବିମାନ(ପିଏସ୍୬୨୧୨)ରେ ମହିଳାଜଣକ ତୁର୍କିରୁ…
ସଞ୍ଜୟ ଦତ୍ତଙ୍କୁ କ୍ୟାନ୍ସର ହେବା ଜଣାପଡ଼ିବା ପରେ ଭାଙ୍ଗି ପଡ଼ିଛନ୍ତି ମାନ୍ୟତା ! ଏପରି କହି ବାଣ୍ଟିଲେ ଦୁଃଖ
ବମ୍ବେ: ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ। କିଛିଦିନ ତଳେ ଏହା ଜଣାପଡ଼ିବା ପରେ ପରିବାର ଉପରେ ଦୁଃଖର ବାଦଲ ଢ଼ାଙ୍କି ହୋଇଯାଇଛି। ହେଲେ ପରିସ୍ଥିତି ସହ ଲଢ଼ିବାକୁ ସେମାନେ ନିଶ୍ଚିତ କରିଛନ୍ତି। ସଞ୍ଜୟ ଏବେ ଚିକିତ୍ସାଧୀନ ଥିବା…
କିଏ ସେହି ବଣ୍ଟି, ଯାହାଙ୍କର ସୁଶାନ୍ତ-ଦିଶାଙ୍କ ମୃତ୍ୟୁ ସହ ରହିଛି ଏମିତି ସମ୍ପର୍କ, ସିବିଆଇ କରୁଛି ଯାଞ୍ଚ
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ବୁଢ଼ିଆଣୀ ଜାଲ ପରି ଗୁଡ଼ାଇ ହେଉଛି ପଛେ ଛିଡୁନାହିଁ। ବର୍ତ୍ତମାନ ସିବିଆଇ ଏ ଦିଗରେ ତଦନ୍ତକୁ ଅଧିକ ତ୍ୱରାନ୍ବିତ କରିଛି। ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ ଏବଂ ସୁଶାନ୍ତଙ୍କ…
ଏପରି ଲୋକ ଅନ୍ୟକୁ କେବେ ବି କରନ୍ତି ନାହିଁ ପ୍ରତାରଣା: କିପରି ଚିହ୍ନିବେ ଜାଣନ୍ତୁ..
ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଜୀବନରେ କଣ କରିବେ ଏବଂ ନ କରିବେ ସେ ସମ୍ବନ୍ଧରେ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଚାନକିଆ ନୀତିରେ ଲୋକଙ୍କ ପରିଚୟ କରିବାକୁ ନେଇ ସେ ଅନେକ…
ଡିଜେ ଲଗାଇ ସାପ ଖେଳାଉଥିଲେ ଏହି କେଳା, ତା’ ପରେ ଘଟିଲା ଏମିତି କିଛି…
ବିହାରର ଖଗରିଆରେ ଜଣେ କେଳାଙ୍କୁ ଡିଜେ ସାଉଣ୍ଡ୍ରେ ସାପ ଖେଳାଇବା ମହଙ୍ଗା ପଡ଼ିଛି। ଖେଳ ସମୟରେ ବିଷଧର ସାପ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ବେଲଦୁର ଅଞ୍ଚଳର ପାନସଲାଓ୍ବା ଗ୍ରାମରେ ଘଟିଛି। କିଛି ଲୋକ ଆଞ୍ଚଳିକ ପର୍ବ…
ପ୍ଲାଜମା ଦାନ କଲେ ୨ କରୋନା ଯୋଦ୍ଧା: ସାଲ୍ୟୁଟ କଲେ ଗଞ୍ଜାମ ଜିଲାପାଳ, ଏସ୍ପି
ଛତ୍ରପୁର, ୩।୯(ଡି.ଏନ୍.ଏ.)- ଗଞ୍ଜାମ ଜିଲାରେ ପୁଣି ୨ ଜଣ କରୋନା ଯୋଦ୍ଧା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଆସିକା ବ୍ଲକର ଆରଡ଼ବ୍ଲ୍ୟୁଏସ୍ଏସ୍ ଜେଇ ଶ୍ରୀନିବାସ ରାଓ ଓ ଗଞ୍ଜାମ ପୋଲିସ ଅଧୀନ ଧରାକୋଟ ଥାନାର ଏସ୍ଆଇ କୁମୁଦ ଚନ୍ଦ୍ର…
Archives


