୧୯ ବର୍ଷୀୟା କରୋନା ପୀଡ଼ିତାଙ୍କୁ ବଳାତ୍କାର କଲେ ଆମ୍ବୁଲାନ୍ସ ଡ୍ରାଇଭର
ଥିରୁଭାନନ୍ତପୁରମ,୬।୯: କେରଳର ପାତନମଥିତ ଜିଲାର ଅରାନମୁଲାରେ ଜଣେ ୧୯ ବର୍ଷୀୟା କରୋନା ସଂକ୍ରମିତ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲରେ କେରଳ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ନୌଫାଲ(୨୫)ଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ପାଥଲମରେ ଜଣେ ୧୯ ବର୍ଷୀୟା ଯୁବତୀ…
ବୋର୍ଡା ସିଏଚ୍ସିକୁ ପଶିଲା କରୋନା: ଫାର୍ମାସିଷ୍ଟ ପଜିଟିଭ୍
ଭବାନୀପାଟଣା,୬।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶନିବାର ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୋର୍ଡା ସିଏଚ୍ସିକୁ ମଧ୍ୟ କରୋନା ପଶିଥିବା ଜଣାପଡିଛି। ସିଏଚ୍ସିର ଜଣେ ଫାର୍ମାସିଷ୍ଟ ପଜିଟିଭ୍ ଚିହ୍ନଟ ହେବା ପରେ ରୋଗୀମାନେ…
ବିଚିତ୍ର ପାଠ୍ୟକ୍ରମ: ମହିଳାମାନଙ୍କ ନିମନ୍ତେ ସୁନ୍ଦରୀ ହେବାର ଶିକ୍ଷା, ପତିପତ୍ନୀ କୋର୍ସ
ପ୍ରତି ମୁହୂର୍ତ୍ତରେ ଶିକ୍ଷାର ଆବଶ୍ୟକତା ରହିଛି। ଜୀବନରେ ଶିକ୍ଷାର ମହତ୍ତ୍ୱ କ’ଣ ସେକଥା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ, ଅନ୍ତତଃ ଆଜିର ତାରିଖରେ। ସାଧାରଣତଃ ଶିକ୍ଷା କହିଲେ ଆମେ ବୁଝୁ ଯେ, ମାଟ୍ରିକ୍, ଇଣ୍ଟରମିଡ଼ିଏଟ୍ ତା’ପରେ ସ୍ନାତକ, ସ୍ନାତକୋତ୍ତର ନ…
ଝିମିଟି ଖେଳରୁ ହୋଇଥିଲା ମହାଭାରତ: କେଉଁଠି ତରଭୁଜ ପାଇଁ ରକ୍ତପାତ ତ କେଉଁଠି ଘୁଷୁରି ପାଇଁ ଯୁଦ୍ଧସ୍ଥିତି
ଯୁଦ୍ଧ! ଗର୍ବ, ଗୌରବ ଓ ପରାକ୍ରମ ପ୍ରଦର୍ଶନର ଏକ ମାଧ୍ୟମ। ଏଥିରେ ବିଜୟ ଯାହାର ହେଉ ନା କାହିଁକି ଅଯଥାରେ ବହେ ଲହୁ। କାହାର ଶୂନ୍ୟ ହୋଇଯାଏ କୋଳ ତ କାହାର ଲିଭିଯାଏ ମଥାର ସିନ୍ଦୂର । ଆଉ କିଏ ହୋଇଯାଏ…
ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ କଙ୍ଗନା: ସଞ୍ଜୟ
ମୁମ୍ବାଇ,୬।୯: ବଲିଉଡ୍ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଏବେ ସଞ୍ଜୟ ରାଉତ କହିଛନ୍ତି କଙ୍ଗନା ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ। ହେଲେ ସଞ୍ଜୟ କେବେ କଙ୍ଗନାଙ୍କୁ କ୍ଷମା ମାଗିବେ ବୋଲି ପ୍ରଶ୍ନରେ ସଞ୍ଜୟ କହିଛନ୍ତି…
ଆଜି ଆଉ ୮ ମୁଣ୍ଡ ନେଲା କରୋନା: ଅଛନ୍ତି ୨ ବୃଦ୍ଧ, ୬ କମ୍ ବୟସ୍କ ବ୍ୟକ୍ତି
ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ୪୫ ବର୍ଷୀୟ ବ୍ୟକ୍ତି, ୭୮ ବର୍ଷୀୟ ବୃଦ୍ଧ, ୫୬ ବର୍ଷୀୟ ବ୍ୟକ୍ତି, କୋରାପୁଟର ୪୯…
ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼ ‘ହାଇସେନ୍’: ଜାପାନରେ ହାଇ ଆଲର୍ଟ ଜାରି
ଟୋକିଓ,୬।୯: ଦକ୍ଷିଣ ଜାପାନର ସକିନାଓ୍ବା ଦ୍ୱୀପ ଆଡକୁ ମୁହାଁଉଥିବା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ହାଇସେନ୍’ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା କରାଯାଇ ସେଠାକାର ଲୋକଙ୍କୁ ସତର୍କ କରାଯାଇଛି। ଜାପାନ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ହାଇସେନ୍’ ଜାପାନରେ…
ଓପିଜିସି ପ୍ରକଳ୍ପରେ ଅଘଟଣ: ଗରମ ପାଉଁଶ ପଡ଼ି ୬ ଶ୍ରମିକ ଆହତ
ଲଖନପୁର,୬ା୯: ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଶନିବାର ରାତିରେ ଦୁର୍ଘଟଣା ଘଟି ୬ ଠିକାଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଇବ୍ଥର୍ମାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକତ୍ସା କରାଯାଇଥିଲା। ଏଥିମଧ୍ୟରୁ ୩ ଶ୍ରମିକଙ୍କ…
ଡିସ୍କାଉଣ୍ଟ୍ ସେଲ୍: ୯ ଟଙ୍କାରେ ଟି-ଶର୍ଟ ନେବାକୁ ଦୋକାନ ଆଗରେ ଲମ୍ବା ଲାଇନ୍
ଚେନ୍ନାଇ, ୬।୯: କରୋନା ମହାମାରୀ ସମୟରେ ଲୋକେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ ନ କରି ଡିସ୍କାଉଣ୍ଟ୍ ସେଲ୍ରେ କମ୍ ଦାମରେ ଜିନିଷ କିଣିବା ଲାଗି ଲମ୍ବା ଲାଇନ ଲଗାଇଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡ଼ଆରେ ଭାଇରାଲ ହେବାରେ…
ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା; ୨ ପୋଲିସ କର୍ମଚାରୀ, ୨ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ : ଡିସିପି
ଭୁବନେଶ୍ୱର,୬।୯(ବ୍ୟୁରୋ): ଲକ୍ଡାଉନ୍ ସମୟରେ ରାଜଧାନୀରେ ଜଣେ ନାବାଳିକା ଗଣବଳାକତ୍ାରର ଶିକାର ହୋଇଥିଲେ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତର ସହ ନେଇଛି। ମହିଳା ଥାନା ପୋଲିସ ପୋକ୍ସୋ ଆକ୍ଟରେ କେସ୍ ନଂ-୪୪/୨୦ ରୁଜୁ କରି ମାମଲା ତଦନ୍ତ କରୁଥିଲା। କିନ୍ତୁ ଏହି…
ଠକ୍ ଠକ୍ ଗ୍ୟାଙ୍ଗ୍ର ୫ ସଦସ୍ୟ ଗିରଫ: ଗାଡ଼ିରେ ଲାଲ୍ ରଙ୍ଗ ପକାଇ କରୁଥିଲେ ଲୁଟ୍
ମିରଟ, ୬।୯: ଗାଡ଼ିରେ ଲାଲ୍ ରଙ୍ଗ ପକାଇ ଲୁଟ୍ କରୁଥିବା ଠକ୍ ଠକ୍ ଗ୍ୟାଙ୍ଗ୍ର ୫ ସଦସ୍ୟଙ୍କୁ ଉତ୍ତରପ୍ରଦେଶର ମିରଟ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗ୍ ଯୋଜନାବଦ୍ଧ ଭାବେ ଲୁଟ୍ କରୁଥିଲେ। ରାସ୍ତାରେ ଯିବା ଆସିବା କରୁଥିବା ଗାଡ଼ିର ପଛରେ…
୭ଜଣଙ୍କୁ ‘ଦଧୀଚି ପ୍ରତିଭା ସମ୍ମାନ’
ଭୁବନେଶ୍ୱର,୬।୯(ବ୍ୟୁରୋ): ଦଧୀଚି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଶନିବାର ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ୩ୟ ‘ଦଧୀଚି ପ୍ରତିଭା ସମ୍ମାନ-୨୦୨୦’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୋଟ ୭ଜଣଙ୍କୁ ‘ଦଧିଚି ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ…
Archives


