ଦିଲ୍ଲୀକୁ ସାଇକେଲରେ ଯାତ୍ରାକଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୧୨ା୧-ଦୁଇ ମାସରୁ ଊର୍ଦ୍ଧ୍ୱ ହେବ ଦିଲ୍ଲୀରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ପ୍ରାୟ ୮୦ରୁ ଊର୍ଦ୍ଧ୍ୱ କୃଷକଙ୍କ ମୃତ୍ୟୁ ଘଟିଲାଣି। କୃଷକମାନଙ୍କ ସହ ଆନ୍ଦୋଳନରେ ନିଜକୁ ସାମିଲ କରିବା ପାଇଁ ରାଉରକେଲାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ସାଇକେଲ ଯୋଗେ ରାଉରକେଲାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ମଙ୍ଗଳବାର ମୁକ୍ତିକାନ୍ତ ଏହି ଯାତ୍ରା ଆରମ୍ଭ କରିଛନ୍ତି  । ସେ ପ୍ରତ୍ୟେକ ଦିନ ଶହେ କି.ମି ସାଇକେଲ ଯୋଗେ ଯାତ୍ରା କରିବେ। ସୁସ୍ଥ ଶାରୀରିକ କ୍ଷମତାକୁ ଆଖିଆଗରେ ରଖି ମୁକ୍ତିକାନ୍ତ ୧୫ଦିନ ଭିତରେ ଦିଲ୍ଲୀରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବ୍ରିଜ୍‌ ଓ ଆଇଜିଏଚ୍‌କୁ ସୁପରସ୍ପେଶିଆଲିଷ୍ଟ ହସ୍ପିପିଟାଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟ ବିଳମ୍ବ ହେଉଥିବାରୁ ୨୦୧୮ରେ ମୁକ୍ତିକାନ୍ତ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା କରି ଚର୍ଚ୍ଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୱାଟର ହିଟରରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳା ମୃତ

ନବରଙ୍ଗପୁର, ୧୯।୫(ବି.ପ୍ର.): ପାଣି ଗରମ କଲା ବେଳେ ୱାଟର ହିଟରର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନବରଙ୍ଗପୁର...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୭ ଆକ୍ରାନ୍ତ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୭ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୪୬ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୧ ଲୋକାଲ କେସ୍‌...

ବିଭିନ୍ନ ଦୋକାନରେ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପଲିଥିନ ସାମଗ୍ରୀ ଜବତ, ୩୮,୫୦୦ ଟଙ୍କା ଜରିମାନା ଆଦାୟ

ଜୟପୁର,୬।୧୨(ଡି.ଏନ୍‌.ଏ.) : କୋରାପୁଟ ଜିଲା ଜୟପୁର ସହରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ୯୫ କିଲୋଗ୍ରାମ ପଲିଥିନ ସାମଗ୍ରୀ...

ଭୁବନେଶ୍ୱରରେ ଟ୍ରାଫିକ୍‌ ଜଗିବ ଡ୍ରୋନ୍‌

ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏଣିକି ଟ୍ରାଫିକ୍‌ ଜଗିବ ଡ୍ରୋନ୍‌ । ରବୀନ୍ଦ୍ରମଣ୍ଡପରୁ ଏୟାରପୋର୍ଟ ଛକଯାଏ ‘ନୋ ଓଭରଟେକିଂ’ ଜୋନ୍‌ ହେବ। ଏହା ସହ ଲେନ୍‌ ଡ୍ରାଇଭିଂ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାସଭବନ ସମେତ ୭ ସ୍ଥାନରେ ଚଢାଉ ଜାରି

ଖୋର୍ଦ୍ଧା ଅଫିସ,୬।୧୨: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ବାସଭବନ...

୪୫ ଚାଷୀଙ୍କ ୩୭ ଲକ୍ଷ ଟଙ୍କା ବାକି

ଯାଜପୁର ଅଫିସ,୨୭ା୫: ସରକାର ଧାନର ଅଭାବୀ ବିକ୍ରୀରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖି ଚାଷୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ଧାନ ବିକ୍ରୀ କରିବାକୁ...

ଅନ୍‌ଲାଇନ ଯାନ୍ତ୍ରିକ ତ୍ରୁଟି: ସମ୍ପତ୍ତି ତାଲିକା ଦେଇପାରିଲେନି ଶିକ୍ଷକ

ବନ୍ତ,୬।୫ (ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ବ୍ଲକର ପ୍ରାୟ ୯୦ ପ୍ରତିଶତ ପ୍ରାଥମିକ ଶିକ୍ଷକ ନିଜର ସମ୍ପତ୍ତି ତାଲିକା ଦେଇପାରି ନ ଥିବା ଜଣାଯାଇଛି। ଅନ୍‌ଲାଇନ...

୮ ଦଫା ଦାବି ନେଇ ରାଜ୍ୟ ସମବାୟ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟ ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ବୁଧବାର ୮ ଦଫା ଦାବି ନେଇ ସ୍ଥାନୀୟ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ରାଜ୍ୟ ପ୍ରାଥମିକ ସମବାୟ...

Advertisement
Archives

Model This Week