ଗାରେ ଅଳତା ଯୋଗୁ ମିଳେ ଏସବୁ…

ବିବାହିତା ମହିଳା ପାଦରେ ଅଳତା ଲଗାଇବା ଏକ ପରମ୍ପରା ଭାବେ ଭାରତୀୟ ସଂସ୍କୃତିରେ ରହି ଆସିଛି। ତେବେ ଏହାଦ୍ୱାରା ବହୁବିଧ ଉପକାର ମିଳିଥାଏ। ଅଳତା ଶରୀରରେ ପ୍ରବାହିତ ରକ୍ତକୁ ସୂଚିତ କରେ। ଏହାକୁ ପାଦରେ ଲଗାଇଲେ ସନ୍ତାନ ଉତ୍ପାଦନ କ୍ଷମତା ବୃଦ୍ଧି ହୁଏ ବୋଲି କୁହାଯାଇଥାଏ। ସେହିପରି ଏହା ବିବାହିତା ମହିଳାଙ୍କ ଲାଗି ସୌଭାଗ୍ୟ ଆଣିଥାଏ। ପ୍ରତିଦିନ ଅଳତା ଲଗାଉଥିବା ସଧବା ନାରୀ ଉପରେ ମାତା ଲକ୍ଷ୍ମୀଙ୍କର କୃପା ରହିଥାଏ ବୋଲି ବିଶ୍ୱାସ ରହିଛି । ପାଦରେ ଗାରେ ଅଳତା ଲଗାଇଲେ ଆଙ୍ଗୁଳି ସନ୍ଧିରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି। ଏହା ସହିତ ପାଦରେ ଥିବା ପ୍ରେସର ପଏଣ୍ଟ୍‌ ଉପରେ ଲାଲ୍‌ ରଙ୍ଗ ରହିବା ଦ୍ୱାରା ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ରଙ୍ଗ ଚିକିତ୍ସା ଅନୁସାରେ ଏସବୁ ପଏଣ୍ଟ୍‌ ଉପରେ ଲାଲ ରଙ୍ଗ ରହିଲେ ରକ୍ତି ବିକାର ସହିତ ଋତୁସ୍ରାବ ଜନିତ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ହୋଟେଲ

ବୁଲିବାକୁ ଗଲେ ବିଳାସପୂର୍ଣ୍ଣ ହୋଟେଲରେ ରହିବାକୁ ଅନେକେ ପସନ୍ଦ କରନ୍ତି । ତେଣୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲଗୁଡ଼ିକୁ ଭିନ୍ନ ଭିନ୍ନ ଡିଜାଇନ୍‌ରେ ସୁସଜ୍ଜିତ...

ଝୁଣ୍ଟିଆ ଫ୍ୟାଶନ

ହିନ୍ଦୁ ସଂସ୍କୃତି ଅନୁସାରେ ବିବାହିତା ନାରୀ ସାଧାରଣତଃ ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି। କାରଣ ଏହା ସଧବା ନାରୀର ଏକ ଲକ୍ଷଣ ହୋଇଥାଏ। ସେଥିପାଇଁ ବାହାଘର ଦିନଠାରୁ...

ବୟସ ୪୦ ଟପିଲେ ହୋଇପାରେ ଏସବୁ ରୋଗ

ଯଦି ବୟସ ୪୦ ଟପିଗଲାଣି ତେବେ ସତର୍କ ହୋଇଯାଆନ୍ତୁ ବୋଲି ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ୍‌ ଗବେଷଣା କରି କହିଛନ୍ତି। ଉକ୍ତ ଟିମ୍‌ କହିଛି,...

ଶୀତଦିନେ ଶିଶୁର ଯତ୍ନ

ଯେଉଁ ଶିଶୁ ଜନ୍ମବେଳେ ଠିକ୍‌ ଓଜନର ହେବା ସହ ଭଲ ଭାବେ କାନ୍ଦିଥାଏ ଆମେ ତାକୁ ସୁସ୍ଥ ଶିଶୁ ବୋଲି କହିଥାଉ। ତଥାପି ଜନ୍ମପରେ ପରେ...

ଫାଇଲେରିଆର ପ୍ରାଦୁର୍ଭାବ

”ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି।...

ଶ୍ୱେତ କବକ

ଆସ୍ପର୍ଗିଲୋସିସ୍‌ ଏହି ଫଙ୍ଗସ୍‌ ସର୍ବତ୍ର ଦେଖାଦିଏ। ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଫୁସ୍‌ଫୁସ୍‌ ରୋଗ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଫଙ୍ଗାଲ୍‌ ସ୍ପୋର ନିଃଶ୍ୱାସବାଟେ ଶରୀରରେ ପ୍ରବେଶ କରେ। କମ୍ପୋଷ୍ଟ...

ଅଧକପାଳି ବିନ୍ଧା ହେଉଛି କି…

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହାର ମଧ୍ୟ ଯଥେଷ୍ଟ ଭୂମିକା ରହିଛି।...

କେବଳ କନ୍ୟାର ସୌନ୍ଦର୍ଯ୍ୟ ଦେଖନ୍ତୁ ନାହିଁ; ଏସବୁ ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି।...

Advertisement
Archives

Model This Week