Posted inଫୁରସତ

ଏହି ୬ ରାଶିର ବ୍ୟକ୍ତିଙ୍କୁ ସାବଧାନ…

କେତେକ ଲୋକ କୌଣସି କଥାକୁ ଲୁଚାଇବା ପାଇଁ ମିଛ କହିଥାନ୍ତି। ପରେ ଗୋଟିଏ ମିଛକୁ ଲୁଚାଇବା ଲାଗି ଏକାଧିକ ମିଛ କହିବାକୁ ପଡ଼ିଥାଏ। ତେବେ ଜ୍ୟୋତିଷ ଶାସ୍ତ୍ରରେ ୬ଟି ରାଶିର ବ୍ୟକ୍ତିଙ୍କ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।

ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଅଧିକ ମିଛ କହିଥାନ୍ତି :

ବୃଷ ରାଶି ବ୍ୟକ୍ତି ନିଜର ଫାଇଦା ପାଇଁ ମିଛ କହିଥାନ୍ତି। ସେମାନେ ସବୁବେଳେ ନିଜର ଫାଇଦାକୁ ହିଁ ଦେଖିଥାନ୍ତି।

ମିଥୁନ ରାଶିର ବ୍ୟକ୍ତି ନିଜକୁ ଅନ୍ୟମାନଙ୍କ ଆଗରେ ବଡ଼ କରି ଦେଖାଇବା ଲାଗି ଗୋଟିଏ ପରେ ଗୋଟିଏ ଅନେକ ମିଛ କହିଥାନ୍ତି।

ସିଂହରାଶି ବ୍ୟକ୍ତି ଅନ୍ୟମାନଙ୍କ ଉପରେ ନିଜର ଶାସନ ଚଳାଇବା ଲାଗି ତଥା ଅନ୍ୟଙ୍କୁ ଆକର୍ଷିତ କରିବାକୁ ମିଛ କହିଥାନ୍ତି।

ତୁଳା ରାଶି ବ୍ୟକ୍ତି ସ୍ବଭାବତଃ ଅଧିକ ମିଛ କହିଥାନ୍ତି। ତାଙ୍କ ମିଛ କେବେ ମଧ୍ୟ ଧରା ପଡ଼ି ନ ଥାଏ।

ବିଛା ରାଶିର ବ୍ୟକ୍ତି ପ୍ରତି କଥାରେ ମିଛ କହିଥାନ୍ତି। ସେମାନେ ଯେତେବେଳେ ସତ କୁହନ୍ତି ତାହା ମଧ୍ୟ ମିଛ ଭଳି ଲାଗେ।

କୁମ୍ଭ ରାଶି ବ୍ୟକ୍ତି ବ୍ୟଙ୍ଗାତ୍ମକ ଶୈଳୀର ହୋଇଥାନ୍ତି। ସେ ଅନ୍ୟଙ୍କୁ ଆକର୍ଷିତ କରିବା ଲାଗି ଥଟ୍ଟାରେ ମିଛ କହିଥାନ୍ତି। ତେବେ ସେମାନେ ଅନ୍ୟମାନଙ୍କ ବିଶ୍ୱାସକୁ କେବେ ଭାଙ୍ଗି ନ ଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପର ଭ୍ରମ ସୃଷ୍ଟି କରୁଛି ଭାରତର ଏହି ଗାଁ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନିକଟରେ କେରଳରେ ଏପରି ଏକ ପାର୍କ ନିର୍ମାଣ କରାଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କହୁଛନ୍ତି ଏହା ଆମ ଭାରତ ନା ୟୁରୋପ? ଏହା...

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ...

ପ୍ରଥମ ଦରମା ଟଙ୍କାରେ ମା’ବାପାଙ୍କ ପାଇଁ ଶାଢ଼ି ଓ ଧୋତି କିଣିଥିଲି: ମନୋରଞ୍ଜନ(ସମାଲୋଚକ ଓ କବି)

ଯାଜପୁର ଜିଲା ସୁକିନ୍ଦା ଅନ୍ତର୍ଗତ ହରିପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ମହାଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ପାସ୍‌ କରିବା ପରେ କଟକ...

ଛୋଟ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ ଛଡ଼ାଇବା ପାଇଁ ଷ୍ଟାର୍ଟ-ଅପ୍‌ ଆରମ୍ଭ କଲେ ୧୧ବର୍ଷ ବୟସ୍କା ବାଳିକା

ସୁରଟ,୭।୩ : ସମ୍ପ୍ରତି ଛୋଟପିଲାଙ୍କ ମଧ୍ୟରେ ମୋବାଇଲ୍‌ ଅଭ୍ୟାସ ବଢ଼ିବାରେ ଲାଗିଛି। ଭବିଷ୍ୟତରେ ଏହାର ଖରାପ ପ୍ରଭାବ ସେମାନଙ୍କ ପଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ...

ନବମ ଶ୍ରେଣୀ ଛାତ୍ରୀଛାତ୍ର ଘରୁ ଫେରାର ହୋଇ କଲେ ବିବାହ, ଆଉ ତା’ ପରେ…

ଗୁଜୁରାଟର ଛାନିରେ ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରୀଛାତ୍ର ପରସ୍ପରକୁ ଭଲ ପାଉଥିଲେ। ମାତ୍ର କରୋନା କଟକଣା ଲାଗି ସ୍କୁଲ ଖୋଲୁ ନ ଥିବାରୁ ଉଭୟଙ୍କ...

ସ୍ମାର୍ଟଫୋନ୍‌କୁ ସାବଧାନ..

ଦିନରେ ଅଧଘଣ୍ଟା ଧରି ଫୋନ୍‌ରେ ଗପିଲେ ବ୍ରେନ୍‌ ଟ୍ୟୁମର ହେବ ବୋଲି ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଦ୍ୱାରା ଆଖି...

୧୧ ବର୍ଷୀୟା ଗର୍ଲଫ୍ରେଣ୍ଡ୍‌ଙ୍କୁ ନେଇ ପଳାଇଲେ ୧୪ ବର୍ଷର ବାଳକ, ଆଉ ତା’ପରେ

ଆମେରିକାରେ ଏକ ରୋଚକ ଘଟଣା ଘଟିଛି। ଜଣେ ୧୪ ବର୍ଷର ବାଳକ ତାଙ୍କ ୧୧ ବର୍ଷର ଗର୍ଲଫ୍ରେଣ୍ଡକୁ ନେଇ ଏକ କାରରେ ଘରୁ ପଳାଇ ଯାଇଛନ୍ତି।...

ଲକ୍‌ଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ: ୨ ବିଦେଶୀ ମହିଳାଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ,୨୫।୭-ଲାକଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ। ନୂଆଦିଲ୍ଲୀ ମାଲରୋଡସ୍ଥିତ ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବାବେଳେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୧୨ ଜଣଙ୍କୁ...

Play 250+ Trending Games
Archives

Model This Week

Why Dharitri