ଏହି ୫ ସମସ୍ୟା ଥିଲେ ଭୁଲରେ ଖାଆନ୍ତୁ ନାହିଁ କମଳା: ନଚେତ୍‌…

ଶୀତ ଦିନେ ବଜାରରେ ବହୁ ପରିମାଣରେ କମଳା ଉପଲବ୍ଧ ହୁଏ। ଅନ୍ୟ ଋତି ତୁଳନାରେ ଏହି ଦିନେ କମଳା ଶସ୍ତାରେ ମିଳିଥାଏ। କରୋନା ସମୟରେ କମଳା ବହୁମାତ୍ରାରେ ବିକ୍ରି ହୋଇଥିଲା। କାରଣ ଏଥିରେ ଭିଟାମିନ ସି, ଫାଇବର, ଟିମିନ ଏ ଏବଂ ବି, ପୋଟାସିୟମ, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ, ଫସ୍‌ଫରସ ଇତ୍ୟାଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଅତ୍ୟଧିକ କମଳା ଖାଇବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ। ତେବେ ଜାଣିବା ଏଭଳି ୫ ସମସ୍ୟା ଥିବା ଲୋକ ଏହାକୁ ଖାଇବା ଅନୁଚିତ୍‌।

ପେଟ ସମସ୍ୟା ଥିଲେ: ପେଟ ଜନିତ ସମସ୍ୟା ଥିଲେ ତୁରନ୍ତ କମଳା ଖାଇବା ଅନୁଚିତ୍‌। କାରଣ କମଳା ଖାଇବା ଦ୍ୱାରା ପେଟରେ ଏସିଡିଟି ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଆହୁରି ମଧ୍ୟ କମଳାରେ ଥିବା ଫାଇବର ଡାଇରିଆ ଭଳି ସମସ୍ୟାରେ ଆକ୍ରାନ୍ତ ହେବାକୁ ପଡ଼ିପାରେ।

ଦାନ୍ତ ଖରାପ: କମଳା ଦାନ୍ତ ପାଇଁ କ୍ଷତିକାରକ। କମଳାରେ ଏସିଡ୍‌ ଥାଏ ଯାହାକି ଇନେମଲ ଏବଂ କ୍ୟାଲସିୟମ ସହିତ ମିଶି ସଂକ୍ରମଣ କରିଥିଲ। ଯେଉଁଥିରେ ଦାନ୍ତ ଧୀରେ ଧୀରେ ଖରାପ ହୋଇଥାଏ।

ଏସିଡିଟି: ଏସିଡିଟି ପରି ସମସ୍ୟା ଥିଲେ, କମଳା ଖାଇବା କ୍ଷତିକାରକ। ଏହା ଦ୍ୱାରା ପେଟରେ ଗ୍ୟାସ ଏବଂ ଛାତିରେ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଖାଲି ପେଟରେ ଖାଆନ୍ତୁ ନାହିଁ: ଖାଲି ପେଟରେ କମଳା ଆଦୌ ହେଲେ ଖାଇବା ଅନୁଚିତ୍‌। ଏହା ବ୍ୟତିତ ରାତିରେ କମଳା ଖାଇବା ଅନୁଚିତ୍‌। କାରଣ ରାତିରେ କମଳା ଖାଇବା ଦ୍ୱାରା ଥଣ୍ଡା ହୋଇପାରେ।
ବିଶେଷଜ୍ଞଙ୍କ ଅନୁଯାୟୀ, ଶିଶୁମାନେ କମଳା ଖାଇବା ଅନୁଚିତ୍‌। କାରଣ କମଳାରେ ଏସିଡ୍‌ ଥାଏ, ଯାହାକି ପେଟ ସମସ୍ୟା ସୃଷ୍ଟି କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ରହିବ କ୍ୟାଲୋରି

ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରୀ। ଏଥିରେ ଅସନ୍ତୁଳିତ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ କ୍ୟାଲୋରି...

ଏମିତି କଲେ ପଢାରେ ଲାଗିବ ମନ

ପିଲାଙ୍କ ଷ୍ଟଡି ରୁମ୍‌ରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଏହି ରୁମ୍‌ରେ ଭଙ୍ଗା ଖେଳଣା ପଡି ରହିବା ଭଲ ନୁହେଁ। ଏହା ନକାରାତ୍ମକ ଉର୍ଜା ବଢାଇଥାଏ।...

୧୫ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଏଥିରୁ ୪ କପ୍‌ ପିଇବା ଉଚିତ୍‌

ୟୁନିଭର୍‌ସିଟି ଇଲିନୋଇସ୍‌ର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି, କଫିର ଯେତିକି ଓଜନ କମାଇବା କ୍ଷମତା ରହିଛି ଅନ୍ୟ କୌଣସି ପାନୀୟରେ ନାହିଁ। କଫି ଶରୀରରେ...

ସମସ୍ତଙ୍କ ପାଇଁ ସୁରକ୍ଷିତ ରକ୍ତ

”ରକ୍ତରେ ରହିଛି ଅଲଗା ଅଲଗା ଗ୍ରୁପ୍‌। ସାଧାରଣ ଭାବେ ଦେଖିଲେ ମୁଖ୍ୟ ରକ୍ତ ପ୍ରଣାଳୀକୁ କୁହାଯାଏ ଏବିଓ। ଏହି ପ୍ରଣାଳୀ ଅନୁସାରେ ରକ୍ତ ଗ୍ରୁପ୍‌ ୪...

ସୁସ୍ଥ ରହିବାକୁ ଚାହୁଁଥିଲେ ଚାଣକ୍ୟଙ୍କ ଏସବୁ କଥାକୁ ଦିଅନ୍ତୁ ଧ୍ୟାନ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନଶୈଳୀକୁ ନେଇ ଅନେକ କିଛି କହିଛନ୍ତି। ଚାଣକ୍ୟ ତାଙ୍କ ପୁସ୍ତକ ଚାଣକ୍ୟ ନୀତିରେ ଜୀବନର...

କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର...

ଓଜନ ହ୍ରାସ ପାଇଁ ଖାଆନ୍ତୁ ରୁଟି

ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରେ...

ମୂଳା ସହ ଏସବୁ ଖାଦ୍ୟ ମନା

ଅଧିକାଂଶ ସମୟରେ ମୂଳାକୁ ସାଲାଡ ଭାବେ ଖିଆଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇବା କ୍ଷତିକାରକ ବୋଲି କୁହାଯାଏ। ବିଶେଷ କରି...

Play 250+ Trending Games
Archives

Model This Week

Why Dharitri