Home Left

ୟୁଏସ୍‌ ଓପନ ଟେନିସ: ବୋପାନ୍ନା-ଶାପୋଭାଲୋଭ ଦ୍ୱିତୀୟ ରାଉଣ୍ଡରେ

ନ୍ୟୁୟର୍କ, ୬।୯(ପି.ଟି.): କାନାଡ଼ିଆନ ପାର୍ଟନର ଡେନିସ ଶାପୋଭାଲୋଭଙ୍କୁ ସାଥୀକରି ଭାରତର ରୋହନ ବୋପାନ୍ନା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୋପାନ୍ନା-ଶାପୋଭାଲୋଭ ପ୍ରଥମ ରାଉଣ୍ଡରେ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଏର୍ନେଷ୍ଟୋ ଏସ୍କୋବେଡୋ ଓ ନୋଆ ରୁବିନ…

ଆର୍ଜେଣ୍ଟିନାର ୬ ରଗ୍‌ବୀ ଖେଳାଳିଙ୍କୁ କରୋନା

ଓ୍ବେଲିଂଟନ, ୬ା୯ (ଏପି): କୋଭିଡ୍‌-୧୯ ଟେଷ୍ଟରେ ଆର୍ଜେଣ୍ଟିନା ଜାତୀୟ ରଗ୍‌ବୀ ଦଳର ୬ଜଣ ସଦସ୍ୟଙ୍କର ପଜିଟିଭ ଆସିଛି। ଏହି ଖେଳାଳିମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସେମାନଙ୍କୁ ଆଇସୋଲେଶନରେ ରଖାଯାଇଛି। କରୋନା ଆକ୍ରାନ୍ତ ଖେଳାଳିମାନେ ହେଲେ ଏମିଲିଆନୋ ପୋଫେଲି,…

ମହିଳା ହାଫ୍‌ ମାରାଥନ: ପେରେସଙ୍କ ବିଶ୍ୱ ରେକର୍ଡ

ପ୍ରେଗ୍‌, ୬।୯(ଏପି): କେନିଆର ପେରେସ ଜେପ୍‌ଚିର୍‌ଚିର ଏଠାରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏକମାତ୍ର ହାଫ୍‌ ମାରାଥନରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୧ ଘଣ୍ଟା ୫ ମିନିଟ ୩୪ ସେକେଣ୍ଡ ନେଇ ଏହି ସଫଳତା ପାଇଛନ୍ତି। ପ୍ରତିଯୋଗିତାରେ ଅଳ୍ପ ସଂଖ୍ୟକ…

୨ ରନରେ ହାରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ,୫।୯(ଏପି): ପ୍ରଥମ ଟି୨୦ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ଶେଷ ବଲରେ ମାତ୍ର ୨ ରନରେ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଏହି ରୋମାଞ୍ଚକ ମୁକାବିଲାରେ ଟସ୍‌ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବାକୁ…

ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶିତ: ପାସହାର ୬୭.୫୬%

ଭୁବନେଶ୍ୱର, ୫।୯(ବ୍ୟୁରୋ) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା…

ଏହି ତାରିଖରେ ଘୋଷଣା ହେବ ଆଇପିଏଲ୍‌ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୫ା୯ (ପି.ଟି.)-ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇବ। ଆଇପିଏଲ୍‌ ଗଭର୍ନିଂ ବଡି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀକୁ ଟି୨୦ ଲିଗ୍‌ରେ ଭାଗ ନେବାକୁ ଥିବା ସମସ୍ତ ୮ଟି ଦଳ…

ମାସ୍କ ପିନ୍ଧାଇ ବେହୋସ ପରେ ନାବାଳିକାକୁ ବଳାତ୍କାର

ମୋହାଲି, ୫।୯: ଜଣେ ଶ୍ରମିକ ଠିକାଦାର ନିର୍ମାଣଧିନ ସାଇଟ୍‌କୁ ଜଣେ ନାବାଳିକାକୁ ନେବାପରେ ସେଠାରେ ତାଙ୍କୁ ମାସ୍କ ପିନ୍ଧିବାକୁ ଦେଇଥିଲେ। ମାସ୍କ ପରିଧାନ କରିବା ପରେ ନାବାଳିକା ଜଣଙ୍କ ବେହୋସ ଯାଇଥିଲେ। ଏହାପରେ ଠିକାଦାର ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଏହି କୁତ୍ସିତ…

ଗଞ୍ଜାମରେ କରୋନା ନେଲାଣି ୨୦୦ ଜୀବନ

ଛତ୍ରପୁର, ୫ା୯(ଡି.ଏନ୍‌.ଏ.)- କରୋନାରେ ଗଞ୍ଜାମ ଜ଼ିଲାର ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଜ଼ିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲାରେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତା ବଢିଛି…

୧୨ରୁ ଗଡ଼ିବ ଆଉ ୮୦ ସ୍ପେଶାଲ ଟ୍ରେନ୍‌

ନୂଆଦିଲ୍ଲୀ,୫।୯ : ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ୧୨ ସେପ୍ଟେମ୍ବରଠାରୁ ୮୦ ନୂଆ ସ୍ବତନ୍ତ୍ର ଟ୍ରେନ ଚଳାଇବା ନେଇ ସରକାର ଘୋଷଣା କରିଛନ୍ତି। ଏଥିଲାଗି ୧୦ ସେପ୍ଟେମ୍ବରଠାରୁ ପଞ୍ଜୀକରଣ ଆରମ୍ଭ ହେବ। ବର୍ତ୍ତମାନ ଚଳାଚଳ କରୁଥିବା ୨୩୦ ସ୍ପେଶାଲ ଟ୍ରେନ ପରେ…

ଆନନ୍ଦପୁର ବିଧାୟକଙ୍କୁ କରୋନା

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁ ତଥା ସମର୍ଥକମାନଙ୍କୁ…

ଭିନ୍ନ ଏକ ଠକ ଗିରଫ; ଟାର୍ଗେଟ୍‌ରେ ଥିଲେ ଛାଡ଼ପତ୍ର ହୋଇଥିବା ମହିଳା

ନୂଆଦିଲ୍ଲୀ, ୫।୯: ଦିଲ୍ଲୀ ପୋଲିସ ଜଣେ ଭିନ୍ନ ଧରଣର ଠକକୁ ଗିରଫ କରିଛି। ଏହି ଠକ ଯୁବକର ଟାର୍ଗେଟ୍‌ରେ ଥିଲେ ଛାଡ଼ପତ୍ର ହୋଇଥିବା ମହିଳା। ବିବାହର ପ୍ରତିଶ୍ରୁତି ଦେଇ ଏହି ଠକ ଯୁବକଜଣଙ୍କ ଛାଡ଼ପତ୍ର ହୋଇଥିବା ମହିଳାଙ୍କଠାରୁ ଟଙ୍କା ଲୁଟ୍‌ କରିବାରେ…

ଡ୍ରଗ୍ସ ଲିଙ୍କ ମାମଲା: ଦୀପେଶ ସାୱନ୍ତଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୫।୯-ଧୀରେ ଧୀରେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଗୁମର ଫିଟିବାରେ ଲାଗିଛି। ଡ୍ରଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଶନିବାର ଦୀପେଶ ସାୱନ୍ତକୁ ଗିରଫ କରିଛି। ଗତକାଲି ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏନ୍‌ସିବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri