ନିୟା ଶର୍ମାଙ୍କ ଭିନ୍ନ ଲୁକ୍
ମୁମ୍ବାଇ: ଟେଲିଭିଜନ ରିୟଲିଟି ଶୋ ଖତରୋଁ କା ଖିଲାଡିର ଓ୍ବିନର ତଥା ଟେଲିଭିଜନ ଦୁନିଆର ଅଭିନେତ୍ରୀ ନିୟା ଶର୍ମା ଏବେ ଖୁବ୍ ଚର୍ଚ୍ଚାରେ। ଟେଲିଭିଜନ ଧାରାବାହିକରେ ଜଣେ ସଂସ୍କାରି ବୋହୂର ଚରିତ୍ରରେ ନଜର ଆସିଥିବା ନିୟାଙ୍କର ଏବେ କିଛି ବୋଲ୍ଡ ଫଟୋ…
ଏହି ହାତୀକୁ ୩୫ ବର୍ଷ ଧରି ଗୋଟିଏ ସ୍ଥାନରେ ଏକାକୀ ରଖିଥିଲା ପାକିସ୍ତାନ
କାମ୍ବୋଡିଆ,୬ା୯: ପାକିସ୍ତାନର ପ୍ରାଣୀ ଉଦ୍ୟାନରେ ଏକ ହାତୀକୁ ୩୫ ବର୍ଷ ଧରି ଏକ ସ୍ଥାନରେ ଏକାକୀ ରଖାଯାଇଥିଲା। କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଉଦ୍ୟମ ପରେ, ବର୍ତ୍ତମାନ ଏହି ହାତୀ ସ୍ବାଧୀନତା ପାଇବାକୁ ଯାଉଛି। ଏହାକୁ ବିଶ୍ୱର ଏକାକୀ ହାତୀ ମଧ୍ୟ କୁହାଯାଉଛି। ଏହି…
ପ୍ରୀତି ସୁଦନ ଡବ୍ଲୁଏଚ୍ଓର ସ୍ବତନ୍ତ୍ର ଦଳରେ ସାମିଲ
ଜେନେଭା/ନୂଆଦିଲ୍ଲୀ, ୬।୯: ପୂର୍ବତନ ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ସ୍ବତନ୍ତ୍ର ଦଳରେ ସାମିଲ ହୋଇଛନ୍ତି। କରୋନା ମହାମାରୀର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସମ୍ପର୍କରେ ଏହି ସ୍ବତନ୍ତ୍ର ଦଳ କାର୍ଯ୍ୟ କରିବ। ଏହି ୧୧ ଜଣିଆ ଦଳକୁ ନ୍ୟୁଜିଲାଣ୍ଡର…
ଅର୍ଜୁନ କପୁର କରୋନା ପଜିଟିଭ
ମୁମ୍ବାଇ,୬।୯: ବଲିଉଡ୍ ନାୟକ ଅର୍ଜୁନ କପୁର କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଅର୍ଜୁନ ଲେଖିଛନ୍ତି ମୁଁ ଏବେ କରୋନାରେ ପୀଡ଼ିତ। ତେବେ ଏହି ଖବର ଆପଣମାନଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ଭାବି…
ତରଭୁଜ ଖଣ୍ଡରେ ବାଦ୍ୟ ବଜାଇ ସଙ୍ଗୀତ ଶୁଣାଉଛନ୍ତି ଏହି ବ୍ୟକ୍ତି, ଆଶ୍ଚର୍ଯ୍ୟ ନ ହୋଇ ଦେଖନ୍ତୁ ଏହି ଭିଡିଓ
ଏ ଦୁନିଆରେ ଏମିତି କେହି ନାହାନ୍ତି ଯିଏ ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ସଙ୍ଗୀତ ଯାହା କାନରେ ବାଜେ ସେ କିଛି ସମୟ ପାଇଁ ଉତ୍ଫୁଲିତ ହୋଇଉଠେ। ସାଧାରଣତଃ ବାଦ୍ୟଯନ୍ତ୍ର ସାହାଯ୍ୟରେ ଗୀତର ସ୍ବର ପଡ଼ିଥାଏ। ମାତ୍ର ଫଳରୁ କେବେ…
ରାଜକୁମାରୀ ଡାଏନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ: ନେଟଫ୍ଲିକ୍ସ ସହ ହେବ ଚୁକ୍ତି !
ଲଣ୍ଡନ,୬।୯: ପ୍ରିନ୍ସ ହ୍ୟାରି ଓ ତାଙ୍କ ସହଧର୍ମିଣୀ ମେଗନ ମାର୍କେଲ ରାଜକୁମାରୀ ଡାଏନାଙ୍କ ଜୀବନିକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି। ଏଥିପାଇଁ ନେଟଫ୍ଲିକ୍ସ ସହ କଥା ହେବାକୁ ସେମାନେ ପ୍ରସ୍ତୁତ ହୋଇ ସାରିଲେଣି। ଏହି ଡକ୍ୟୁମେଣ୍ଟାରୀ…
ପାକିସ୍ତାନରେ ସୁରକ୍ଷିତ ନୁହେଁ ଖବରଦାତା
ଇସ୍ଲାମାବାଦ,୬।୯: ପାକିସ୍ତାନରରେ ଶନିବାର ଜଣେ ମହିଳା ଖବରଦାତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଶାହିନା ଶାହିନ ବଲୋଚ ନାମକ ଉକ୍ତ ଖବରଦାତା ଜଣକ ଏକ ସରକାରୀ ଟେଲିଭିଜନ ଚ୍ୟାନେଲରେ ଖବରଦାତା ସହ ଆଙ୍କର ଭାବେ କାମ କରୁଥିଲେ। କିଛିଦିନ…
ମହିଳାଙ୍କଠାରୁ ଲୁଟ୍ ସମୟରେ କୁକୁର କଲା ଏମିତି, ଆଉ ତା ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ଇରାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ୍ କଲେ ରାଜନାଥ
ତେହେରାନ,୬।୯: ପ୍ରତିରକ୍ଷମାନ୍ତ୍ରୀ ରାଜନାଥ ସିଂ ରବିବାର ଇରାନ ପ୍ରତିରକ୍ଷାମନ୍ତ୍ରୀ ବ୍ରିଗେଡିୟର ଜେନରାଲ ଅମିର ହତାମିଙ୍କୁ ତେହରାରେ ସାକ୍ଷାତ୍ କରିଛନ୍ତି। ଉଭୟଙ୍କ ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରାଜନାଥ ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ଆଫଗାନିସ୍ତାନ ସମେତ ସୀମା…
କୁକୁଡ଼ା ଉପରେ ଚଢ଼ି ଏମିିତି ମାଂସ ଖାଉଛି କୁକୁର
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ…
ଏମିତି ଗାଁ, ଯେଉଁଠି ବିବାହ ପରେ ଶାଶୁଘର ଯାଏନି ଝିଅ ବରଂ ଜ୍ୱାଇଁ ଆସି ରହିଥାନ୍ତି ଶ୍ୱଶୁର ଘରେ
ସାଧାରଣତଃ ଝିଅମାନେ ବିବାହ ପରେ ଶାଶୁଘର ଚାଲିଯାଆନ୍ତି। ସେଠାରେ ଜୀବନର ବାକି ଜୀବନ କଟାଇବାକୁ। ମାତ୍ର ଆମ ଦେଶରେ ଏମିତି ଏକ ଗାଁ ଅଛି, ଯେଉଁଠି ବିବାହ ପରେ ଝିଅ ଶାଶୁଘରକୁ ଯାଇ ନ ଥାଏ ବରଂ ଜ୍ୱାଇଁ ଆସି ରହିଥାନ୍ତି…
ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ଟପ୍ପର ଦୀପ୍ତିମୟୀ
ପାଟଣା,୬।୯(ସ୍ବ.ପ୍ର.): ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଫଳ ୭୫ ପ୍ରତିଶତ ହୋଇଛି। ୧୪୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୨ ଜଣ ପାସ କରି…
Archives


