ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ: ହୋମଗାର୍ଡଙ୍କୁ ଟାଙ୍ଗିଆରେ ହାଣି କଲେ ହତ୍ୟା
କୋରୁକୋଣ୍ଡା,୬।୯(ଡି.ଏନ୍.ଏ): ମାଲକାନଗିରି ଜିଲାରେ ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣ ବେଳେ ଚାଲାଣକାରୀ ଜଣେ ପୋଲିସ ହୋମଗାର୍ଡ ବନବାସୀ ମହାରଣାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଶନିବାର ସକାଳ ଜିଲା ମାଥିଲି ଥାନା ଅନ୍ତର୍ଗତ ନୂଆଗୁଡା ଜଙ୍ଗଲରେ…
ଏକ୍ସେଲ ସହ ବାହାରିଗଲା କାର୍ର ଆଗ ଚକା
ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ଥିବା କାର୍ଗିଲ ଛକରେ ରବିବାର ଓଡି ୦୨ ବି ଏଫ୫୭୨୧ ନମ୍ବର ବିଶିଷ୍ଟ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇ…
ଜିଅନ୍ତା ସାପକୁ ଗିଳିଦେଲା ଏକ ବର୍ଷର ଶିଶୁ: ଲାଞ୍ଜ ଦେଖିବା ପରେ ମା’ କଲେ ଏପରି..
ବରେଲି,୬।୯: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ଶିଶୁ ଖେଳୁ ଖେଳୁ ଏକ ସାପକୁ ଗିଳି ଦେଇଥିଲା। ହେଲେ ତାଙ୍କ ମା’ ସାପର ଲାଞ୍ଜକୁ ଦେଖିବା ପରେ ସେ ଭିଡିକରି ସାପକୁ ବାହାର କରିଥିବା ଜଣାପଡ଼ିଛି।…
ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି ପଡ଼ିଲା ମହଙ୍ଗା: ବିସ୍ଫୋରଣରେ ୨ ମୃତ
ଦେବଗଡ଼,୬ା୯(ଡ଼ି.ଏନ୍.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଲଇମୁରା ଫାଣ୍ଡି ଅନ୍ତର୍ଗତ ଚିଲାଣ୍ଟିଖୋଳ ଗ୍ରାମରେ ଶନିବାର ଜନ୍ତୁ ଶିକାର ପାଇଁ ବିସ୍ଫୋରକ ତିଆରି କରୁଥିବାବେଳେ ବିସ୍ଫୋରଣ ଘଟିଛି। ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରଞ୍ଜିତ ଭୋଇ…
କରୋନା ସଂକ୍ରମିତଙ୍କ ଜନ୍ମଦିନ ପାର୍ଟି: ଭିଡିଓ ଶେୟାର କରି ଆଇପିଏସ୍ କହିଲେ ଏମିତି ନାଚିଲେ ହାରିଯିବ କରୋନା
ନୂଆଦିଲ୍ଲୀ,୬।୯: କେତେକ ଲୋକ ଅଛନ୍ତି ଯେଉଁମାନେ ସବୁ ପରିସ୍ଥିତିରେ ଖୁସି ରହିବାକୁ ଚେଷ୍ଟା କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏକ କରୋନା ହସ୍ପିଟାଲରେ। ଉକ୍ତ ହସ୍ପିଟାଲରେ ସମସ୍ତ କରୋନା ରୋଗୀ ଜନ୍ମଦିନ ପାର୍ଟି ମନାଇବା ସହ ମନ ଖୋଲି…
ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ଲାଗିଲା ନିଆଁ
ପୂର୍ବ ଗୋଦାବରୀ,୬।୯: ରବିବାର ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଥିବା ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ରଥରେ ନିଆଁ ଲାଗିଥିବା ସୂଚନା ମିଳିଛି। ହେଲେ ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଜାଣିବା ପରେ…
ନୂଆ ବନ୍ଦର ଆଇନକୁ ବିରୋଧ କରିବ ଓଡ଼ିଶା
ଭୁବନେଶ୍ୱର,୬ା୯(ବ୍ୟୁରୋ): କେନ୍ଦ୍ର ସରକାର ଦୀର୍ଘବର୍ଷ ପରେ ପୁରାତନ ବନ୍ଦର ଆଇନକୁ ପରିବର୍ତ୍ତନ କରି ନୂତନ ଆଇନ-୨୦୨୦ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକଠାରୁ ମତାମତ ଲୋଡ଼ାଯାଇଛି। ତେବେ ଏହି ନୂତନ ବନ୍ଦର ଆଇନରେ ରାଜ୍ୟଗୁଡ଼ିକର ଅଧିକାରକୁ…
ବାହାରୁ ଆମଦାନୀ ହେଉଥିବା ମଞ୍ଜି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଲା ଆମାଜନ
ଇ-କମର୍ସ ଜିଆଣ୍ଟ୍ ଶନିବାର ଏକ ବିବୃତ୍ତିରେ କହିଛନ୍ତି ଯେ ଆଗକୁ ବଢ଼଼ିବା। ଆମେ କେବଳ ଆମେରିକାରେ ରହୁଥିବା ବିକ୍ରେତାଙ୍କ ଦ୍ୱାରା ମଞ୍ଜି ବିକ୍ରିକୁ ଅନୁମତି ଦେଇଛୁ। ମାତ୍ର ଚାଇନାର ନୁହେଁ। ଜୁଲାଇ ଶେଷରେ କୃଷି ବିଭାଗ ରିପୋର୍ଟ କରିଛି ଯେ, ଆମେରିକୀୟଙ୍କ…
ଟ୍ରାନ୍ସପରେଣ୍ଟ ଟଏଲେଟ୍
ବାହାରକୁ ଯାଇଥିବା ସମୟରେ ପବ୍ଲିକ ଟଏଲେଟ୍ ବ୍ୟବହାର କରିବାକୁ ହୁଏ। ତେବେ ଅନେକ ସମୟରେ ଦେଖିବାକୁ ମିଳେ ତାହା ଏତେ ଅପରିଷ୍କାର ହୋଇଥାଏ ଯେ, ଭିତରକୁ ପଶିଥିବା ବ୍ୟକ୍ତି ବାନ୍ତି ଉଠେଇ ବାହାରକୁ ପଳେଇ ଆସନ୍ତି। ତେବେ ଜାପାନର ରାଜଧାନୀ ଟୋକିଓର…
୧୯ ବର୍ଷୀୟା କରୋନା ପୀଡ଼ିତାଙ୍କୁ ବଳାତ୍କାର କଲେ ଆମ୍ବୁଲାନ୍ସ ଡ୍ରାଇଭର
ଥିରୁଭାନନ୍ତପୁରମ,୬।୯: କେରଳର ପାତନମଥିତ ଜିଲାର ଅରାନମୁଲାରେ ଜଣେ ୧୯ ବର୍ଷୀୟା କରୋନା ସଂକ୍ରମିତ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲରେ କେରଳ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ନୌଫାଲ(୨୫)ଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ପାଥଲମରେ ଜଣେ ୧୯ ବର୍ଷୀୟା ଯୁବତୀ…
ବୋର୍ଡା ସିଏଚ୍ସିକୁ ପଶିଲା କରୋନା: ଫାର୍ମାସିଷ୍ଟ ପଜିଟିଭ୍
ଭବାନୀପାଟଣା,୬।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶନିବାର ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୋର୍ଡା ସିଏଚ୍ସିକୁ ମଧ୍ୟ କରୋନା ପଶିଥିବା ଜଣାପଡିଛି। ସିଏଚ୍ସିର ଜଣେ ଫାର୍ମାସିଷ୍ଟ ପଜିଟିଭ୍ ଚିହ୍ନଟ ହେବା ପରେ ରୋଗୀମାନେ…
ବିଚିତ୍ର ପାଠ୍ୟକ୍ରମ: ମହିଳାମାନଙ୍କ ନିମନ୍ତେ ସୁନ୍ଦରୀ ହେବାର ଶିକ୍ଷା, ପତିପତ୍ନୀ କୋର୍ସ
ପ୍ରତି ମୁହୂର୍ତ୍ତରେ ଶିକ୍ଷାର ଆବଶ୍ୟକତା ରହିଛି। ଜୀବନରେ ଶିକ୍ଷାର ମହତ୍ତ୍ୱ କ’ଣ ସେକଥା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ, ଅନ୍ତତଃ ଆଜିର ତାରିଖରେ। ସାଧାରଣତଃ ଶିକ୍ଷା କହିଲେ ଆମେ ବୁଝୁ ଯେ, ମାଟ୍ରିକ୍, ଇଣ୍ଟରମିଡ଼ିଏଟ୍ ତା’ପରେ ସ୍ନାତକ, ସ୍ନାତକୋତ୍ତର ନ…
Archives


