ଉଇ ମୁହଁରେ ନଥିପତ୍ର
କଟକ ଅଫିସ, ୬।୯: କଟକ ମହାନଗର ନିଗମ (ସିଏମ୍ସି)ର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗ ଚୌଧୁରୀ ବଜାରସ୍ଥିତ ବିଜୁ ଭବନରେ କାର୍ଯ୍ୟ କରୁଥିଲା। ସେଠାରେ ନାନା ସମସ୍ୟା ଉପୁଜିବାରୁ ବିକାଶ ଭବନକୁ ସ୍ଥାନାନ୍ତର କରାଗଲା। ତେବେ ଠିକଣା ପରିବର୍ତ୍ତନ ହୋଇଥିଲେ ବି ସମସ୍ୟା…
ଭିମସାରରେ ୧୦୦ ଶଯ୍ୟା କୋଭିଡ ହସ୍ପିଟାଲ ହେବ
ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟ ସରକାର ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭିମସାର)ରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବାକୁ ଘୋଷଣା କରିଛନ୍ତି। ସେଠାରେ ୨୦ଟି ଆଇସିୟୁ ମଧ୍ୟ ରହିବ। ଆସନ୍ତା ୧୦ ଦିନ ମଧ୍ୟରେ…
ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆରମ୍ଭ: ଡିଜିଟାଲ ପ୍ଲାଟଫର୍ମରେ ନୃତ୍ୟ-ସଙ୍ଗୀତର ସମ୍ଭାର
ଭୁବନେଶ୍ୱର, ୬।୯(ବ୍ୟୁରୋ): ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ ‘ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୨୦’ ଶନିବାରଠାରୁ ଆରମ୍ଭ ହୋଇଛି। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଚଳିତବର୍ଷ ୨୬ବର୍ଷରେ ପଦାର୍ପଣ କରିଥିବାବେଳେ କରୋନା କଟକଣାଲାଗି ପ୍ରଥମଥର…
ମୃତ୍ୟୁ ହେବାର ଘଣ୍ଟାଏ ପରେ କରୋନା ପଜିଟିଭ୍ ଚିହ୍ନଟ: ମୃତଦେହକୁ ଛୁଇଁଲେନି ଅଞ୍ଚଳବାସୀ
ଖୁଣ୍ଟୁଣୀ,୬।୯(ଡି.ଏନ.ଏ): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଜଣେ ୬୫ ବର୍ଷର ପୁରୁଷଙ୍କ ଶନିବାର ମୃତ୍ୟୁ ଘଟିବାର ଘଣ୍ଟାଏ ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବାବେଳେ ମୃତଦେହକୁ ଛୁଇଁ ନ ଥିଲେ। ପ୍ରାୟ ୩ ଘଣ୍ଟା ପରେ କଟକରୁ…
୧୪ ପଇସା କମିଲା ଡିଜେଲ
ଭୁବନେଶ୍ୱର,୬।୯: ଶନିବାର ଭୁବନେଶ୍ୱରରେ ଡିଜେଲ ଦର ୧୪ ପଇସା ହ୍ରାସ ହୋଇଥିବା ଜଣାପଡ଼ିଛି। ଏଠାରେ ଡିଜେଲ ଲିଟର ପିଛା ୧୪ ପଇସା ନିମ୍ନରେ ରହି ୭୯.୭୨ ଟଙ୍କାକୁ ଖସିଛି। ସେହିଭଳି ଏଠାରେ ପେଟ୍ରୋଲ ଦର ଅପରିବର୍ତ୍ତିତ ୮୨.୬୪ ଟଙ୍କା ରହିଛି। ଦେଶର…
ଆସନ୍ତା ୧୦ବର୍ଷରେ ନାମଲେଖା ୨ଗୁଣ ହେବ
ନୂଆଦିଲ୍ଲୀ,୬।୯(ପି.ଟି.): ୨୦୨୦ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀରେ ଏକ ବୈପ୍ଳବିକ ସଂସ୍କାର ଆଣିପାରିଛି। ଏହି ଶିକ୍ଷା ନୀତି ଦ୍ୱାରା ଆସନ୍ତା ୧୦ବର୍ଷ ମଧ୍ୟରେ ନାମଲେଖା ଅନୁପାତ ୨ଗୁଣ ହେବାର ଆଶା କରାଯାଉଛି ବୋଲି ଶନିବାର କେନ୍ଦ୍ର ସୂଚନା ଓ ପ୍ରସାରଣ…
୪୭ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର
ନୂଆଦିଲ୍ଲୀ,୬।୯(ପି.ଟି.): ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଗଣିତ ଜ୍ଞାନକୁ ସହଜ ଓ ବୋଧଗମ୍ୟ ଉପାୟରେ ପିଲାମାନଙ୍କୁ ଜ୍ଞାନ ପ୍ରଦାନ କରିଥିବା ଦେଶର ବିଭିନ୍ନ ପ୍ରନ୍ତର ୪୭ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଗୁରୁ ଦିବସ ଅବସରରେ ଜାତୀୟ ଶିକ୍ଷକ…
ୟୁଏସ୍ ଓପନ ଟେନିସ: ବୋପାନ୍ନା-ଶାପୋଭାଲୋଭ ଦ୍ୱିତୀୟ ରାଉଣ୍ଡରେ
ନ୍ୟୁୟର୍କ, ୬।୯(ପି.ଟି.): କାନାଡ଼ିଆନ ପାର୍ଟନର ଡେନିସ ଶାପୋଭାଲୋଭଙ୍କୁ ସାଥୀକରି ଭାରତର ରୋହନ ବୋପାନ୍ନା ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୋପାନ୍ନା-ଶାପୋଭାଲୋଭ ପ୍ରଥମ ରାଉଣ୍ଡରେ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଏର୍ନେଷ୍ଟୋ ଏସ୍କୋବେଡୋ ଓ ନୋଆ ରୁବିନ…
ଆର୍ଜେଣ୍ଟିନାର ୬ ରଗ୍ବୀ ଖେଳାଳିଙ୍କୁ କରୋନା
ଓ୍ବେଲିଂଟନ, ୬ା୯ (ଏପି): କୋଭିଡ୍-୧୯ ଟେଷ୍ଟରେ ଆର୍ଜେଣ୍ଟିନା ଜାତୀୟ ରଗ୍ବୀ ଦଳର ୬ଜଣ ସଦସ୍ୟଙ୍କର ପଜିଟିଭ ଆସିଛି। ଏହି ଖେଳାଳିମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ସେମାନଙ୍କୁ ଆଇସୋଲେଶନରେ ରଖାଯାଇଛି। କରୋନା ଆକ୍ରାନ୍ତ ଖେଳାଳିମାନେ ହେଲେ ଏମିଲିଆନୋ ପୋଫେଲି,…
ମହିଳା ହାଫ୍ ମାରାଥନ: ପେରେସଙ୍କ ବିଶ୍ୱ ରେକର୍ଡ
ପ୍ରେଗ୍, ୬।୯(ଏପି): କେନିଆର ପେରେସ ଜେପ୍ଚିର୍ଚିର ଏଠାରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏକମାତ୍ର ହାଫ୍ ମାରାଥନରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୧ ଘଣ୍ଟା ୫ ମିନିଟ ୩୪ ସେକେଣ୍ଡ ନେଇ ଏହି ସଫଳତା ପାଇଛନ୍ତି। ପ୍ରତିଯୋଗିତାରେ ଅଳ୍ପ ସଂଖ୍ୟକ…
୨ ରନରେ ହାରିଲା ଅଷ୍ଟ୍ରେଲିଆ
ସାଉଥାମ୍ପଟନ,୫।୯(ଏପି): ପ୍ରଥମ ଟି୨୦ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ଶେଷ ବଲରେ ମାତ୍ର ୨ ରନରେ ପରାସ୍ତ କରିଛି। ସ୍ଥାନୀୟ ରୋଜ ବାଓଲ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଏହି ରୋମାଞ୍ଚକ ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବାକୁ…
ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶିତ: ପାସହାର ୬୭.୫୬%
ଭୁବନେଶ୍ୱର, ୫।୯(ବ୍ୟୁରୋ) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା…
Archives


