ଅଜୀର୍ଣ୍ଣ ସମସ୍ୟାର ଘରୋଇ ଉପଚାର
ବିଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଇଲେ, ଖାଇବା ଅନୁସାରେ ପାଣି ନ ପିଇଲେ, ଅଜୀର୍ଣ୍ଣ ସମସ୍ୟା ଦେଖାଦେଇଥାଏ। ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣ ଅନୁସରଣ କରିପାରନ୍ତି… କେତେକ ଖାଦ୍ୟ ରହିଛି ଯାହା ଅଜୀର୍ଣ୍ଣ…
ଗୁରୁଦିବସ ପାଳନ ପଡ଼ିଲା ମହଙ୍ଗା: ଫେସ୍ବୁକ୍ରେ ଫଟୋ ଭାଇରାଲ ପରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍
କୁଆଁରମୁଣ୍ଡା,୭।୯(ଡି.ଏନ୍.ଏ.): କରୋନା ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି। ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବନ୍ଦକରାଯାଇଛି। ଛାତ୍ରୀ, ଛାତ୍ରଙ୍କ ମଧ୍ୟାହ୍ନଭୋଜନ ଚାଉଳ,ବହି ଇତ୍ୟାଦି ଶିକ୍ଷୟିତ୍ରୀ/ଶିକ୍ଷକମାନେ ସେମାନଙ୍କ ଘରେ ପହଞ୍ଚାଉଛନ୍ତି । ତେବେ ଶନିବାର…
ଲାଲ୍ ରାଇଜ
ଲୋହିତ ଗ୍ରହ ମଙ୍ଗଳ ଜଳ ଓ ଜୀବନର ଉପସ୍ଥିତି ଦୃଷ୍ଟିରୁ ମଣିଷ ପାଇଁ ସର୍ବଦା ଏକ ରହସ୍ୟ, ରୋମାଞ୍ଚଘେରା ରାଇଜ ହୋଇ ରହିଆସିଛି। ପୃଥିବୀ ସହିତ ଏହି ଗ୍ରହର ଅନେକ ସାମଞ୍ଜସ୍ୟ ରହିଛି। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫…
ପ୍ରଥମଥର ପାଇଁ ସ୍ବାଭିମାନ ଅଞ୍ଚଳବାସୀ ପାଇଲେ ମୋବାଇଲ ସେବା
ଚିତ୍ରକୋଣ୍ଡା,୭ା୯(ଡି.ଏନ୍.ଏ.): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୮ଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗା ଧୂଳିପୁଟ ଓ ପାପରମେଟଲା ସମେତ ବଡ଼ପଦରର ବହୁ ଗ୍ରାମ ଆଧୁନିକ ସଭ୍ୟତାଠାରୁ ବହୁ ଦୂରରେ ଥାଇ ଦଶନ୍ଧି…
ସରକାରଙ୍କୁ ଚେତାବନୀ ଦେଲେ ରଘୁରାମ ରାଜନ
ନୂଆଦିଲ୍ଲୀ,୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଚଳିତ ଆର୍ଥିକ ବର୍ଷର ପ୍ରଥମ(ଏପ୍ରିଲ-ଜୁନ)ରେ ମୋଟ ଘରୋଇ ଉତ୍ପାଦନ(ଜିଡିପି)ରେ ୨୩.୯ ପ୍ରତିଶତ କମ୍କୁ ଚିନ୍ତାଜନକ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ଏହି ସଙ୍କଟ ସମୟରେ ଅଧିକ ବିଚାରବନ୍ତ ଓ…
ହାଇ ମାରି ଚର୍ଚ୍ଚାରେ ଅଛନ୍ତି ଏହି କ୍ରିକେଟର୍, ସ୍ବାମୀଙ୍କ ଏହି ଅଭ୍ୟାସକୁ ନେଇ ସ୍ତ୍ରୀ କହିଲେ ଏମିତି
ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି। ଏବେ ସେ ମ୍ୟାଚ୍ବେଳେ ହାଇ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବିଶ୍ୱକପରେ ଉଇକେଟ କିପିଂ କରିବା ସମୟରେ ହାଇ ମାରିବା ହେଉ କି ନିକଟରେ ଇଂଲଣ୍ଡ…
ଏହି ଅଭିନେତାଙ୍କୁ ସୁରକ୍ଷାକର୍ମୀ ପୂରାଇ ଦେଇ ନ ଥିଲେ ଘରକୁ, ଏବେ ସେହି ଘରର ମାଲିକ
ବଲିଉଡ୍ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଖିଲାଡି ହିରୋ ଅକ୍ଷୟ କୁମାର। ସେପ୍ଟେମ୍ବର ୯ରେ ଦିଲ୍ଲୀର ଚାନ୍ଦନୀ ଚୌକ୍ରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅକ୍ଷୟଙ୍କର ଖେଳପ୍ରତି ଆଗ୍ରହ ରହିଥିଲା। ତେଣୁ ୧୦ମ ପାସ୍ କଲା ପରେ ସେ…
ପୂର୍ବତନ ଏମ୍ପି ନରେନ୍ଦ୍ର ସ୍ବାଇଁଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭ା୯(ବ୍ୟୁରୋ): ପୂର୍ବତନ ରାଜ୍ୟସଭା ଏମ୍ପି ନରେନ୍ଦ୍ର ସ୍ବାଇଁଙ୍କ ସୋମବାର ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ…
ସ୍ବାମୀଙ୍କ ଶେଷ ଦର୍ଶନ ପାଇଁ ସୁଯୋଗ ଦେଲେନି ଶାଶୁଘର ଲୋକେ, ଏସ୍ପିଙ୍କୁ ଗୁହାରି ଜଣାଇ ହତ୍ୟାକାରୀଙ୍କୁ ଗିରଫ ଦାବି କଲେ ସ୍ତ୍ରୀ
ଭବାନୀପାଟଣା,୭।୯(ଡି.ଏନ୍.ଏ.): ସ୍ବାମୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୋମବାର କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା। ଏସ୍ପି ମହିଳାଙ୍କ ଅଭିଯୋଗ ଶୁଣି କେସିଙ୍ଗା ଥାନାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେସିଙ୍ଗା ଥାନା ଆଇଆଇସି ମାମଲା ରୁଜୁ କରିବା…
୭୩ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଭାରତ ଫେରିଲେ ଏହି ସଫ୍ଟଓ୍ବେୟାର ଇଞ୍ଜିନିୟର, ଏବେ ମକା ଚାଷ କରି ରୋଜଗାର କରୁଛନ୍ତି…
ବେଙ୍ଗାଲୁରୁ,୭ା୯: ଅଧିକାଂଶ ଭାରତୀୟ ଗାଁ ଛାଡ଼ି ସହର ତଥା ବିଦେଶରେ କାମ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ମାତ୍ର ବିଦେଶରେ ମୋଟା ଅଙ୍କର ଦରମା ପାଉଥିବା ଜଣେ ଭାରତୀୟ ଗାଁରେ ଆସି ଚାଷବାସ କରିବା ନିଶ୍ଚିତ ପ୍ରଶଂସାର ବିଷୟ। ଆମେରିକାରେ ଲକ୍ଷାଧିକ…
ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି
ବଲିଉଡ୍ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୨ରେ ସେ ବିଦେଶୀ ମ୍ୟୁଜିସିଆନ୍…
ଦେଖିବାକୁ ମିଳିଲା ସୂର୍ଯ୍ୟଙ୍କର ସବୁଠାରୁ ସ୍ବଚ୍ଛ ଛବି!
ମ୍ୟାଡ୍ରିଡ,୭।୯: ୟୁରୋପରେ ଥିବା ଏକ ଟେଲିସ୍କୋପ ସୂର୍ଯ୍ୟଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ସ୍ବଚ୍ଛ ଚବି ଉଠାଇବାରେ ସଫଳ ହୋଇଥିବା କୁହାଯାଉଛି। ସୂର୍ଯ୍ୟଙ୍କର ଉକ୍ତ ଛବିଟି ଯେତିକି ଆଶ୍ଚର୍ଯ୍ୟକର ଲାଗୁଛି ସେତିକି ଭୟ ମଧ୍ୟ ଜାତ କରୁଛି। ସ୍ପେନ ମହାକାଶରେ ନଜର…
Archives


