Home Left

ଗଞ୍ଜାମରେ ଧାନ ବିକିବା ପାଇଁ ୯୯.୬୪ ପ୍ରତିଶତ ଚାଷୀ କରିଛନ୍ତି ପଞ୍ଜିକରଣ

ଛତ୍ରପୁର, ୭।୯(ଡି.ଏନ୍‌.ଏ.): ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ ମୋଡରେ କରିବା ସକାଶେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୯.୦୮.୨୦୨୦ରିଖ ବୈଠକରେ ଯୋଗାଣ ବିଭାଗ ଓ ସମବାୟ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଗତ ବର୍ଷ…

ଚୋରି ସାମଗ୍ରୀ କିଣିବା ପଡ଼ିଲା ମହଙ୍ଗା: ଚୋର ସମେତ ୬ ଗିରଫ

ଭବାନୀପାଟଣା,୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ମାମଲାରେ ଥାନା ଅଞ୍ଚଳର ଲୋକଙ୍କ ଘରେ ପସି ମୋବାଇଲ, ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଚୋରଙ୍କୁ ଗିରଫ କରିଛି। ଏହା ସହ ଚୋରି ସାମଗ୍ରୀ…

ମାଓବାଦୀଙ୍କ ବିରୋଧରେ ପୁଣି ଗର୍ଜିଲେ ଯୋଡାମ୍ବ ପଞ୍ଚାୟତବାସୀ

ଚିତ୍ରକୋଣ୍ଡା,୭।୬: ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପୁଣି ଗର୍ଜିଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାମ୍ବ ପଞ୍ଚାୟତବାସୀ। ସ୍ବାଭିମାନ ଅଞ୍ଚଳ ଆଦିବାସୀ ବିକାଶ ଶାନ୍ତି ପରିଷଦର ଆହ୍ବାନ କ୍ରମେ ଏହି ପ୍ରଜାମେଳିଟି ଦାରଲାବେଡାଠାରେ ଅନୁଷ୍ଠିତ ହୋଇଥିଲା। ତେବେ ସ୍ବାଭିମାନ ଅଞ୍ଚଳବାସୀଙ୍କ…

କରୋନାଜନିତ ଜଳ ପରିଚାଳନା

”୨୦୫୦ ମସିହା ସୁଦ୍ଧା ପୃଥିବୀର ଜନସଂଖ୍ୟା ପ୍ରାୟ ୯୦୦ କୋଟିକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଏ। ପୃଥିବୀରେ ଗଚ୍ଛିତ ଥିବା ଜଳର ୯୭ ପ୍ରତିଶତ ଜଳ ଲୁଣି ଜଳ ଏବଂ କେବଳ ୩ ପ୍ରତିଶତ ଜଳ ମଧୁର ଜଳ। ମଧୁର…

ଅମିତାଭ ଲେଖିଲେ ଏମିତି ମଜାଳିଆ କଥା‌, ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ବହୁତ ଆକ୍ଟ୍ରିଭ୍‌ ରହୁଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରତିଦିନ ପ୍ରଶଂସକଙ୍କ ସହ ତାଙ୍କ ଦୈନନ୍ଦିନ ଜୀବନ, ପିତାଙ୍କ କବିତା, ଫଟୋ, ଚିନ୍ତାଧାରା ଏବଂ ଭିଡିଓ ଶେୟାର କରୁଛନ୍ତି। ନିକଟରେ…

୨୪ ଘାଇ ପାଇଁ ୧୨.୩୯ କୋଟି ବ୍ୟୟ ଅଟକଳ

ଯାଜପୁର ଅଫିସ,୭।୯: ଯାଜପୁର ଜିଲାର ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ହୋଇଥିବା ବନ୍ୟାରେ ଜାରକା ଜଳସେଚନ ଡିଭିଜନ ଅଧୀନରେ ଥିବା ନଦୀବନ୍ଧରେ ୨୧ ଏବଂ ଯାଜପୁର ଜଳସେଚନ ଡିଭିଜନରେ ୪ଟି ଘାଇ ସୃଷ୍ଟି ହୋଇଛି। ଏସବୁର ପୁନରୁଦ୍ଧାର ପାଇଁ ୧୨ କୋଟି…

ବୋଲ୍ଡ ସିନ୍‌ ପାଇଁ ବଦ୍‌ନାମ ଏହି ଅଭିନେତ୍ରୀ, ବିବାହର ବର୍ଷକ ମଧ୍ୟରେ ସ୍ବାମୀଙ୍କ ଠାରୁ ହୋଇଥିଲେ ଅଲଗା

ବଲିଉଡ୍‌ ଅଭିନେତ୍ରୀ ମଲିକା ଶେରାଓ୍ବତ୍‌ଙ୍କୁ କିଏ ବା ନ ଜାଣେ। ହରିୟାଣାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ମଲ୍ଲିକା ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ଇମରାନ ହାଶମୀଙ୍କ ସହ ଫିଲ୍ମ ‘ମର୍ଡର’ରେ କାମ କରିବା ପରଠାରୁ ସେ ବଦ୍‌ନାମ…

ଦିଲ୍ଲୀ-ଅହମଦାବାଦ ରାଜଧାନୀ ଏକ୍ସପ୍ରେସରେ ୨୦ ଯାତ୍ରୀ କରୋନା ପଜିଟିଭ: ୧୮ଙ୍କ ଠାରେ ନ ଥିଲା କୌଣସି ଲକ୍ଷଣ

ନୂଆଦିଲ୍ଲୀ,୭।୯: କାୟା ମେଲାଉଛି କରୋନା। ଦିଲ୍ଲୀ-ଅହମଦାବାଦ ରାଜଧାନୀ ଏକ୍ସପ୍ରେସରେ ଏବେ ୨୦ ଜଣ ଯାତ୍ରୀ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ହେଲେ ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିବା କୁହାଯାଏ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ…

ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବିକା

ପୁରୀ ଅଫିସ, ୭।୯:  ତାଳପତ୍ର ହିଁ ଦେଖାଇଛି ବଞ୍ଚିବାର ରାହା। ପରିଚୟ ପଛରେ ବି ତାଳପତ୍ରର ନାଁ। ଏହାକୁ ନେଇ ସେମାନେ ସ୍ବପ୍ନ ଦେଖନ୍ତି ଆଉ ସମ୍ଭାବନା ସୃଷ୍ଟି କରନ୍ତି। ସକାଳୁ ରାତି ଯାଏ ତାଳପତ୍ର ପାଲଟିଯାଏ ସେମାନଙ୍କ ସାଥୀ। ନିଜ…

ନିର୍ବାଚନକୁ ନେଇ ଚଳଚଞ୍ଚଳ ବିହାର: ଆରମ୍ଭ ହେଲା ନୀତୀଶଙ୍କ ପ୍ରଥମ ଭର୍ଚୁଆଲ ରାଲି

ପାଟନା,୭।୯: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଏକ ଭର୍ଚୁଆଲ ରାଲି ମାଧ୍ୟମରେ ନିର୍ବାଚନ ବିଗୁଲୁ ଫୁଙ୍କି ଦେଇଛନ୍ତି। ଏଥିରେ ସେ କହିଛନ୍ତି କରୋନା ସଂକ୍ରମଣକୁ ଦେଖି ଆମେ କେନ୍ଦ୍ର…

ସମୁଦ୍ର ମଧ୍ୟକୁ ଯାଇ କାନ୍ଦୁଥିଲେ ବଲିଉଡ୍‌ର ସବୁଠୁ ହ୍ୟାଣ୍ଡସମ୍‌ ଅଭିନେତା: ଜାଣନ୍ତୁ କାହିଁକି…

ବଲିଉଡ୍‌ର ସବୁଠାରୁ ହ୍ୟାଣ୍ଡସମ୍‌ ହିରୋ ଶଶି କପୁରଙ୍କ ସ୍ତ୍ରୀ ଜେନିଫର କେଣ୍ଡେଲଙ୍କର ସୋମବାର ଅର୍ଥାତ୍‌ ଆଜି ହେଉଛି ୩୬ତମ ଶ୍ରାଦ୍ଧ ପାର୍ଷିକୀ। ସେପ୍ଟେମ୍ବର ୭, ୧୯୮୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ବି ଶଶି ଆଉ ଆମ ଗହଣରେ ନାହାନ୍ତି। ହେଲେ…

ଖୁସି ଖବର: କରୋନା ସଂକ୍ରମିତ ଫୁସ୍‌ଫୁସ୍‌ ଆପଣାଛାଏଁ ହେବ ସୁସ୍ଥ

ଲଣ୍ଡନ,୭।୯: କରୋନା ଭାଇରସ ଦ୍ୱାରା ଅଧିକ ପରିମାଣରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ନିକଟରେ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଖାଯିବ ଆଶଙ୍କା ରହିଛି। କାରଣ ଏହି ଭୂତାଣୁ ପ୍ରଥମେ ଗଳା ଓ ପରେ ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ଏହାକୁ କ୍ଷତି ପହଞ୍ଚାଇଥାଏ। ତେଣୁ କରୋନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri