ଏଣିକି ରାତି ସାଢେ ୧୦ଟା ଯାଏ ଖୋଲିବ ମଦ ଦୋକାନ
ଭୁବନେଶ୍ୱର,୬।୮(ବ୍ୟୁରୋ)-ଏଣିକି ସମଗ୍ର ରାଜ୍ୟରେ ଦିନ ୧୦ଟାରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ। ଏ ନେଇ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦେଶୀ, ବିୟର, ଦେଶୀ ମଦ ଦୋକନ ରାତି ସାଢେ…
ହ୍ବାଟସ୍ଆପ୍ରେ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅଶୀଳ ଭିଡିଓ ପଠାଇଥିବା ବ୍ୟକ୍ତି ଗିରଫ
ଗାଜିଆବାଦ, ୭।୯: ଗାଜିଆବାଦ ପୋଲିସ ଏଭଳି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି, ଯିଏକି ମହିଳାଙ୍କୁ ଅଶୀଳ ଭିଡିଓ ପଠାଉଥିଲା। କୁହାଯାଉଛି କି, ଏହି ଯୁବକଜଣଙ୍କ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ହ୍ବାଟସ୍ଆପ୍ରେ ଅଶୀଳ ଭିଡିଓ ପଠାଇ ସାରିଛି।…
ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାଇଥିବା ଦମ୍ପତ୍ତିଙ୍କୁ ମିଳିଲା ବିମାନ ଟିକେଟ୍
ଇନ୍ଦୋର, ୭।୯: ନିକଟରେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ନିଜ ଗର୍ଭବତୀ ସ୍ତ୍ରୀର ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାତ୍ରା କରି ସାରା ଦେଶରେ ଖବରର ଶିରୋନାମାରେ ରହିଥିଲେ। ଏହି ବ୍ୟକ୍ତିଜଣଙ୍କ ହେଲେ ଝାଡ଼ଖଣ୍ଡ ଗୋଡା ଜିଲାର ବାସିନ୍ଦା ଧନଞ୍ଜୟ। ତାଙ୍କ…
ଜନ୍ମଦିନରେ ବ୍ୟାଡ୍ମିଣ୍ଟନ ଷ୍ଟାର୍ ଜ୍ୱାଲାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଲେ ଏହି ଅଭିନେତା
ନୂଆଦିଲ୍ଲୀ, ୭।୯: ଭାରତର ବ୍ୟାଡ୍ମିଣ୍ଟନ ଷ୍ଟାର୍ ଜ୍ୱାଲା ଗୁଟ୍ଟା ନିଜର ୩୭ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ଜବରଦସ୍ତ ସର୍ପ୍ରାଇଜ ଦେଇଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପର୍ ଷ୍ଟାର୍ ବିଷ୍ଣୁ ବିଶାଳଙ୍କ ସହ ଜ୍ୱାଲାଙ୍କ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ଫଳରେ…
ଆଇପିଏଲ୍ରେ ୪ର୍ଥ ଥର ଲାଗି ଉଦ୍ଘାଟନୀ ମ୍ୟାଚ୍ ଖେଳିବେ ଚେନ୍ନାଇ-ମୁମ୍ବାଇ
ନୂଆଦିଲ୍ଲୀ, ୭।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଲାଗି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୟୁଏଇରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇପିଏଲ୍ ସିଜନ-୧୩ର ଉଦ୍ଘାଟନୀ ମ୍ୟାଚ୍ ଚେନ୍ନାଇ…
ମହିଳାଙ୍କ କୋଳରେ ଏମିତି ଶୋଇଛି ହାତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଅଧାରୁ ବାତିଲା ହେଲା ଏହି କ୍ରିକେଟ୍ ମ୍ୟାଚ୍
ଲଣ୍ଡନ, ୭।୯: କାଉଣ୍ଟି କ୍ରିକେଟ୍ କ୍ଲବ ନର୍ଥହାମ୍ପଶାୟର ଜଣେ ଖେଳାଳି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ବବ୍ ଓ୍ବିଲ୍ସ ଟ୍ରଫିର ଏକ ୪ ଦିବସୀୟ ମ୍ୟାଚ୍ ବାତିଲ୍ କରିଦିଆଯାଇଛି। ଜଣେ ଖେଳାଳି ଘାତକ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିବା…
ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା
ମୁମ୍ବାଇ, ୭।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏହି ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂଙ୍କ ବିରୋଧରେ ସୋମବାର ମୁମ୍ବାଇ ପୋଲିସ…
ହୁଇଲ୍ ଚେୟାରେ ବସିଥିବା ବ୍ୟକ୍ତିଙ୍କ ପାଖକୁ ଦୌଡ଼ିକି ଆସିଲା ବାଘ, ଆଉ ତା ପରେ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ…
ସମସ୍ତ ଲିଗ୍ ମ୍ୟାଚ୍ ଜିତି ସେମିରେ ଶାହରୁଖ ଖାନ୍ଙ୍କ ନାଇଟ୍ ରାଇଡର୍ସ ଟିମ୍
ତ୍ରିନିଦାଦ, ୭।୫: କାରିବୀୟାନ ପ୍ରିମିୟର ଲିଗ୍ (ସିପିଏଲ୍)ରେ ସମସ୍ତ ଲିଗ୍ ମ୍ୟାଚ୍ ଜିତି ତ୍ରିନିବାଗୋ ନାଇଟ୍ ରାଇଡର୍ସ ସେମିଫାଇନାଲରେ ପ୍ରବେଶ କରିଛି। ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ ଖାନଙ୍କ ମାଲିକାନାରେ ଥିବା ନାଇଟ୍ ରାଇଡର୍ସ ଦଳ ଏହାର ଅନ୍ତିମ ତଥା ୧୦ମ…
ଓଟିଟିରେ ରିଲିଜ ହେବ ଏହି ଫିଲ୍ମ , ସାଟେଲାଇଟ ସଂଯୋଗ ମାଧ୍ୟମରେ ମଧ୍ୟ ଦେଖିପାରିବେ
ଚଳଚ୍ଚିତ୍ର ନିର୍ମାତା ଅଲି ଅବ୍ବାସ ଜାଫରଙ୍କ ପ୍ରଥମ ଫିଲ୍ମ ‘ଖାଲି ପିଲି’ ଓଟିଟିରେ ମୁକ୍ତିଲାଭ ପାଇଁ ଘୋଷଣା ହୋଇଛି। ନିର୍ମାତାଙ୍କ ନିଷ୍ପତ୍ତି ଅନୁଯାୟୀ, ମକବୁଲ ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ରେ ପ୍ରିମିୟର ହେବ। ଅବଶ୍ୟ…
ଏପରି କୌଶଳ ଲଗାଇ ଗଛକୁ ଭାଙ୍ଗିଲା ହାତୀ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ହାତୀ ତାର ଶୁଣ୍ଢରେ କିଛି ସମୟ ମଧ୍ୟରେ ଏକ ଗଛକୁ ଅଧାରୁ ଭାଙ୍ଗି ଦେଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ହାତୀଟି ତାର ଶୁଣ୍ଢରେ ଏକ ଗଛକୁ…
Archives


