ଗଣଶିକ୍ଷା ମନ୍ତ୍ରୀଙ୍କ କୋକସରା ହାଇସ୍କୁଲ ପରିଦର୍ଶନ: ଶିକ୍ଷାଦାନରେ ଅବହେଳା ନେଇ ଅସନ୍ତୋଷ

କୋକସରା,୧୩।୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବୁଧବାର କୋକସରା ବ୍ଲକ ଗସ୍ତ କରିଥିଲେ। ସେ କାଶିବାହଲ ପଞ୍ଚାୟତ ଗସ୍ତ କରି ଫେରିବା ପରେ କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ପରିଦର୍ଶନ କରିଥିଲେ। ସେତିକିବେଳେ ସେ ଦଶମ ଶ୍ରେଣୀକୁ ଯାଇ ପିଲାଙ୍କୁ ଗଣିତ ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ। ହେଲେ ପିଲାମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ। ଏ ନେଇ ମନ୍ତ୍ରୀ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ନେଇ ଆଲୋଚନା କରିଥିଲେ। ଅନ୍ୟପକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ନାଏକ ସ୍କୁଲରେ ଶିକ୍ଷକ ଅଭାବ ଥିବା ଯୋଗୁ ଶିକ୍ଷାଦାନରେ ଅସୁବିଧା ହେଉଥିବା ନେଇ ସଫେଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯିବା ପରେ କାହାଣୀ ରଚନା କରାଯାଉଛି : ଜୟନାରାୟଣ

ଭୁବନେଶ୍ବର,୨୪ା୨(ବ୍ୟୁରୋ): ରାଜ୍ୟର କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କଲେ। ଗୋଇନ୍ଦା ବିଭାଗର ଏହା ଚରମ ବିଫଳତା।...

ଟ୍ରାଫିକ୍‌ ନିୟନ୍ତ୍ରଣ, ରାସ୍ତା ନିର୍ମାଣ ହେଲା

ଆଠମଲ୍ଲିକ, ୧୪।୯(ଡି.ଏନ.ଏ.): ଆଠମଲ୍ଲିକ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ...

ଜାତୀୟ ବଜାରରେ ମିଳିବ କୁଚିଣ୍ଡା ଲଙ୍କାଗୁଣ୍ଡ

ସମ୍ବଲପୁର,୧୭ା୨(ବ୍ୟୁରୋ):କେବଳ ରାଜ୍ୟରେ ନୁହେଁ ଜାତୀୟ ବଜାରରେ ଉପଲବ୍ଧ ହେବ କୁଚିଣ୍ଡା ଲଙ୍କାଗୁଣ୍ଡ। ଏନେଇ ସମ୍ମିଳିତ ଉଦ୍ୟମ ଆରମ୍ଭ ହୋଇଛି। ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡରେ ପ୍ରଚୁର...

ବ୍ୟୋମକେଶଙ୍କୁ ଯୁବ ସଭାପତି, ଦେବୀରଞ୍ଜନଙ୍କୁ ଛାତ୍ର ସଭାପତି ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୨୭ା୯(ବ୍ୟୁରୋ)-ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ...

ନୂଆ ପ୍ରାର୍ଥୀ, ତୁମୁଳ ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୯।୨: ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପାଓ୍ବାର ହାଉସ୍‌ ଭାବେ ପରିଚିତ ଗଁଦିଆ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ...

ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ଯୋଗାଭ୍ୟାସ

ଚିତ୍ରକୋଣ୍ଡା,୨୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ୮ମ ବିଏସ୍‌ଏଫ୍‌ ବାଟାଲିୟନ ସହାୟତାରେ ସ୍ଥାନୀୟ ମିନି ଷ୍ଟାଡିଅମ ପଡ଼ିଆଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ...

ରାପିଡ ରେସ୍‌ପନ୍ସ ଟିମ୍‌ ଗଠିତ

ବାଲେଶ୍ୱର ଅଫିସ,୧୭।୩-କରୋନା ଭୂତାଣୁ (କୋଭିଡ଼ି-୧୯) ସଂକ୍ରମଣକୁ ରୋକିବା ଏବଂ ଏଦିଗରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ବାଲେଶ୍ୱର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଗୁରୁତ୍ୱ ଦେଇଛି।...

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୩୧ା୧: ବ୍ରହ୍ମପୁର ପୋକ୍‌ସୋ କୋର୍ଟ ଜଜ୍‌ ବିକ୍ରମ ପଟ୍ଟନାୟକ ସୋମବାର ଏକ ନାବାଳିକା ଛାତ୍ରୀ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଅଧାରକରି...

Advertisement
Archives

Model This Week