Posted inଜାତୀୟ

ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ପକେଇ ହତ୍ୟା କରିଥିବା ସ୍ବାମୀ ଗିରଫ

ମୁମ୍ବାଇ,୧୩।୧: ସ୍ତ୍ରୀ ପୁନମ ଚୋହ୍ବାନଙ୍କ ହତ୍ୟା ମାମଲାରେ ସ୍ବାମୀ ଅନଓ୍ବର ଅଲି ଶେଖଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ୩୭ ବର୍ଷୀୟା ପୁନମଙ୍କୁ ଟ୍ରେନରୁ ଠେଲି ହତ୍ୟା କରିଥିବା ଶେଖଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଟ୍ରେନରୁ ପଡ଼ିବା ଯୋଗୁ ପୁନମଙ୍କ ମୃତ୍ୟୁ ଘଟିଥିଲା। ଟ୍ରେନର ଅନ୍ୟ ଯାତ୍ରୀଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିବା ପରେ ପୋଲିସ ଅନଓ୍ବରଙ୍କୁ ଗିରଫ କରିଛି।

ପୋଲିସ ଅନୁଯାୟୀ, ଏହି ଦମ୍ପତ୍ତି ମାସେ ତଳେ ବିବାହ କରିଥିଲେ। ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଦୁହେଁ ପୁନମଙ୍କ ପୂର୍ବ ବିବାହରୁ ୩ ବର୍ଷର ଝିଅଙ୍କ ସହ ମାନଖର୍ଡର ଏକ ବସ୍ତିରେ ରହୁଥିଲେ। ଏହି ଦମ୍ପତ୍ତି ସୋମବାର ଅପରାହ୍ନ ୩.୨୦ରେ ପନଭେଲରୁ ଯାଉଥିବା ଲୋକାଲ ଟ୍ରେନରେ ଛଢ଼ିଥିଲେ। ଚେମ୍ବୁରରୁ ଗୋଭଣ୍ଡି ଦେଇ ଯାଉଥିବାବେଳେ ପୁନମଙ୍କ ହାତ ଖସି ଯାଇଥିଲା। ହେଲେ ତାଙ୍କ ସ୍ବାମୀ ଶେଖ ତାଙ୍କୁ ଧରି ନେଇଥିଲେ। କିନ୍ତୁ ହଠାତ୍‌ ହାତ ଛାଡ଼ିଦେଇଥିଲେ। ଜଣେ ଦେଖଣାହାରୀଙ୍କ ସାକ୍ଷ୍ୟ ପ୍ରମାଣ ମିଳିବା ପରେ ପୋଲିସ ସ୍ବାମୀ ଶେଖଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଳଦ୍ୱୀପରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌

ନୂଆଦିଲ୍ଲୀ,୨ା୯:ମାଳଦ୍ୱୀପ ପାର୍ଲାମେଣ୍ଟରେ ରବିବାର ଅନୁଷ୍ଠିତ ଚତୁର୍ଥ ଦକ୍ଷିଣ ଏସିଆ ବାଚସ୍ପତି ସମ୍ମିଳନୀରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାକୁ ନେଇ ହଟ୍ଟଗୋଳ ହୋଇଛି। ସମିଟ୍‌ରେ ସ୍ଥାୟୀ...

ଘରୋଇ-ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଘରୋଇ ତଥା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂଆ କ୍ୱାରାଣ୍ଟାଇନ୍‌ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ...

ଭାରତରେ ୧୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୩।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ହଜାର ୬୩୫ରେ ପହଞ୍ଚିଛି।...

ଆନ୍ଧ୍ର ପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମାର୍ଚ୍ଚ ୩୦ରେ ଜଣେ ୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ କରୋନାରେ...

ପି. ଚିଦାମ୍ବରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୧୬।୧୦: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଗିରଫ କରାଯାଇଛି। ଆଇଏନଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ...

ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ବିତିଲେ ବି ବଦଳିନି କଂଗ୍ରେସର ମାନସିକତା: ଶାହା

ନୂଆଦିଲ୍ଲୀ, ୨୫।୬: ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଇତିମଧ୍ୟରେ ୪୫ ବର୍ଷ ବିତିଛି। ୧୯୭୫ ଜୁନ୍‌ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ସମ୍ପର୍କରେ ଘୋଷଣା କରାଯାଇଥିଲା।...

୨୦୨୦ର ପ୍ରଥମ ଦିନରେ ମାଲ୍ୟାଙ୍କୁ ଝଟ୍‌କା: ନିଲାମ ହେବ ସମ୍ପତ୍ତି

ମୁମ୍ବାଇ,୧।୧: ନୂଆବର୍ଷ ୨୦୨୦ର ପ୍ରଥମ ଦିନରେ ପଳାତକ ଘୋଷିତ ୟୁବିଗ୍ରୁପ୍‌ର ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ମିଳିଛି। ମୁମ୍ବାଇର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ  ମାଲ୍ୟାଙ୍କ...

ଗଛ ଡାଳରେ ସାଲାଇନ୍‌ ଷ୍ଟାଣ୍ଡ୍‌: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ହାଇଦ୍ରାବାଦ୍‌, ୧୬।୮: ତେଲଙ୍ଗାନାର ଓସମାନିଆ ଜେନେରାଲ ହସ୍ପିଟାଲରେ ରୋଗୀ ସେବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ରୋଗୀଙ୍କୁ ସାଲାଇନ୍‌...

Play 250+ Trending Games
Archives

Model This Week

Why Dharitri