Home Left

୫ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିବେ ସ୍ବାମୀ; ଖୁସି ବଦଳରେ ଦ୍ୱନ୍ଦ୍ୱରେ ସ୍ତ୍ରୀ

ଭୋପାଳ, ୧୬।୯: ଦୀର୍ଘ ୫ ବର୍ଷ ଧରି ନିଖୋଜ ଥିବା ମଧ୍ୟପ୍ରଦେଶ ରଓ୍ବେ ଜିଲାର ଅନିଲ ପାକିସ୍ତାନ ଜେଲରୁ ମୁକ୍ତି ହେଉଛନ୍ତି। ଏହି ଖବର ଅନିଲଙ୍କ ପରିବାରରେ ଖୁସିର ଲହରୀ ଖେଳାଇ ଦେଇଛି। ରଓ୍ବୋ ଜିଲା ଛନ୍ଦହଇ ଗ୍ରାମର ବାସିନ୍ଦା ଅନିଲ…

କରୋନାରେ ଚାଲିଗଲା ପୋଲିସ ଇନ୍ସପେକ୍ଟରଙ୍କ ଜୀବନ

ବଲାଙ୍ଗୀର ଅଫିସ୍‌,୧୬ା୯-ବଲାଙ୍ଗୀର ଜିଲା ପୋଲିସ ବିଭାଗ କୋଭିଡ୍‌ ସେଲ୍‌ର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ବିଜୟାନନ୍ଦ କରକରାଙ୍କ ବୁଧବାର ବିଶାଖାପାଟଣାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ବିୟୋଗରେ…

୨୭ରୁ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର,୧୬ା୯(ବ୍ୟୁରୋ)-ସେପ୍ଟେମ୍ବର ୨୯ରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାର ଦୁଇଦିନ ପୂର୍ବରୁ ଅଧିବେଶନରେ ଯୋଗ ଦେଉଥିବା ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯିବ। ଅଧିବେଶନର ପଞ୍ଚମ ଦିନ ଅର୍ଥାତ୍‌ ଅକ୍ଟୋବର ୪ରେ ପୁଣିଥରେ ବିଧାୟକ, ସେମାନଙ୍କର…

ଉତ୍ପାତ କରୁଥିବା ୨୦୦ ମାଙ୍କଡ଼ଙ୍କ ପାଇଁ ଅଜବ ନିଷ୍ପତ୍ତି ନେଲେ ସରକାର

ଥାଇଲାଣ୍ଡରେ ଦଳେ ମାଙ୍କଡ଼ ଏଭଳି ଉତ୍ପାତ କଲେ ଯେ, ସେଠାକାର ସରକାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ବନ୍ୟଜନ୍ତୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବିଭାଗ ୨୦୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଛି।…

୩୦ ସେକେଣ୍ଡରେ ୪୦ ଲକ୍ଷ ଟଙ୍କାର ସୁନା ଚୋରି କରିଥିବା ଗ୍ୟାଙ୍ଗକୁ ଏନ୍‌କାଉଣ୍ଟର

ଆଲିଗଡ଼, ୧୬।୯: ଉତ୍ତର ପ୍ରଦେଶର ଆଲିଗଡ଼ରେ ୫ ଦିନ ତଳେ ଗୋଟିଏ ଅଳଙ୍କାର ଶୋରୁମ୍‌ରୁ ୪୦ ଲକ୍ଷ ଟଙ୍କାର ଗହଣା ଚୋରି କରିନେଇଥିବା ଗ୍ୟାଙ୍ଗକୁ ପୋଲିସ ଏନ୍‌କାଉଣ୍ଟର କରିଛି। ସେକ୍ଟର-୨୦ ଥାନା ପୋଲିସ ଅପରାଧିଙ୍କୁ ଘେରି ଯାଇଥିଲା। ଏହାପରେ ଉଭୟ ପକ୍ଷ…

ସୁରେଶ ରାଇନାଙ୍କ ସମ୍ପର୍କୀୟଙ୍କ ହତ୍ୟା ମାମଲାରେ ୩ ଗିରଫ

ଚଣ୍ଡିଗଡ଼, ୧୬।୯: ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନାଙ୍କ ମାମୁଁ ଓ ମାମୁଁ ପୁଅ ଭାଇଙ୍କୁ ହତ୍ୟା ମାମଲାରେ ପଞ୍ଜାବ ପୋଲିସ ଏକ ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗର ଡକାୟତ। ଗ୍ୟାଙ୍ଗର…

ଆଇପିଏଲ୍‌ ଇତିହାସର ପ୍ରମୁଖ ବୋଲିଂ ରେକର୍ଡ ଜାଣନ୍ତୁ

ନୂଆଦିଲ୍ଲୀ, ୧୬।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ବିଗୁଲ୍‌ ବାଜି ସାରିଛି। ଆଉ ୨ ଦିନ ପରେ ଆରମ୍ଭ ହେବ ବିଶ୍ୱର ଏହି ଧନାଢ଼୍ୟ ଟି୨୦ କ୍ରିକେଟ୍‌ ଲିଗ୍‌। ସେପ୍ଟେମ୍ବର ୧୯ରେ ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ…

ସୁଇମିଂ ପୁଲ୍‌ରେ ବିରାଟ କୋହଲିଙ୍କ ମସ୍ତି

ଦୁବାଇ, ୧୬।୯: କରୋନା ଭାଇରସ୍‌ ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ ଲାଗି ଚଳିତ ବର୍ଷ ଆଇପିଏଲ୍‌କୁ ଭାରତରୁ ୟୁଏଇକୁ…

ଦ୍ୱିତୀୟଥର କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌

ଢାକା, ୧୬।୯: ବାଂଲାଦେଶ କ୍ରିକେଟ୍‌ ଦଳର ଯୁବ ବ୍ୟାଟ୍ସମ୍ୟାନ ସୈଫ୍‌ ହାସନ ଦ୍ୱିତୀୟଥର ଲାଗି କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ହାସନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୭ ଦିନ ପରେ ଦ୍ୱିତୀୟଥର ଲାଗି ତାଙ୍କର ସ୍ବାବ ଟେଷ୍ଟ କରାଯାଇଥିଲା।…

ପ୍ରତ୍ୟେହ ୧୨-୧୪ ଘଣ୍ଟା କାମ କରନ୍ତି ବିଗ୍‌-ବି: କେବିସି-୧୨ ପାଇଁ କବିତା ଲେଖି କହିଲେ ମନକଥା

ବମ୍ବେ: ମହାମାରୀ କରୋନାକୁ ହରାଇବା ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେ ଏବେ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ର ଶୁଟିଂରେ ବ୍ୟସ୍ତ। ଖୁବ୍‌ଶୀଘ୍ର ଏହାର ୧୨ତମ ସିଜନ୍‌ ପ୍ରସାରିତ ହେବାକୁ ଯାଉଛି। ଏହାକୁ…

କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର

କୋରାପୁଟ,୧୬।୯,(ସ୍ବ.ପ୍ର) କୋରାପୁଟ ଜିଲାରେ ବୁଧବାର କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇଛି। ବୁଧବାର ଜିଲାରେ ଆଉ ୮୨ ଜଣ ନୂଆ କୋରନା ପଜିଟିଭ୍‌ ଚିହ୍ନଟ ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୮କୁ ବୃଦ୍ଧିପାଇଛି । ଚିହ୍ନଟ ୮୨…

ଏହି ୪ଟି ଜିନିଷରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼େ: ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ ଥିଲେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri