ଦ୍ୱିତୀୟ ଥର ପାଇଁ ୟୁଏସ୍ ଓପନ୍ ଟାଇଟଲ୍ ଜିତିଲେ ଓସାକା
ନ୍ୟୁୟର୍କ, ୧୩।୯: ଚତୁର୍ଥ ସିଡ୍ ଜାପାନାର ନାଓମି ଓସାକା ଏଠାରେ ଅନୁଷ୍ଠିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ଓସାକା ୧-୬, ୬-୩, ୬-୩ ସେଟ୍ରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ବେଲାରୁଷର ଭିକ୍ଟୋରିଆ…
କୁକୁରକୁ ଖାଇବାକୁ ଦେଇ ହ୍ରଦରେ ଫିଙ୍ଗିଦେଲେ ଯୁବକ: ଭିଡିଓ ଭାଇରାଲ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ଏକ କୁକୁରକୁ ରାସ୍ତାରୁ ଉଠାଇ ହ୍ରଦକୁ ଫିଙ୍ଗି ଦେଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭୋପାଳର ଭିଆଇପି ରୋଡରେ ଥିବା ବଡ ହ୍ରଦ ନିକଟରେ ଏହି…
ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି
ଅଷ୍ଟ୍ରେଲିଆର ମହାନ୍ ବୋଲର୍ ସେନ୍ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଜଣାଶୁଣା ଓ୍ବାର୍ଣ୍ଣ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର୍ ମୁଥିଆ ମୁରଲିଧରନ୍ଙ୍କ ସହ ଅନ୍ତର୍ଜାତୀୟ…
ଶ୍ରୀସନ୍ଥଙ୍କ ୭ ବର୍ଷର ବାସନ୍ଦ ଅବଧି ଶେଷ
ନୂଆଦିଲ୍ଲୀ, ୧୩।୯: ସ୍ପଟ୍ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଏସ୍. ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ୭ ବର୍ଷର ବାସନ୍ଦ ଅବଧି ରବିବାର (ସେପ୍ଟେମ୍ବର ୧୩) ଶେଷ ହୋଇଛି। ଶ୍ରୀସନ୍ଥଙ୍କ ଉପରେ ପ୍ରଥମେ ଆଜୀବନ ବାସନ୍ଦାଦେଶ ଲାଗୁ ହୋଇଥିଲା।…
କାଶ ସମସ୍ୟା ଥିଲେ ଖାଆନ୍ତୁ ଏହି ଜିନିଷ
କାଶ ଏକ ସାଧାରଣ ସମସ୍ୟା। ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଏଥିପାଇଁ କେହି କେହି ଘରୋଇ ଉପଚାର ନଚେତ୍ ଡାକ୍ତରୀ ପରାମର୍ଶ ଦ୍ୱାରା ଔଷଧ ସେବନ କରିଥାନ୍ତି। କିନ୍ତୁ…
ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୧୩।୯: ସୋମବାରଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। କରୋନା କଟକଣା ମଧ୍ୟରେ ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଲ ଆସିବ। ସଂସଦର ୧୮ ଦିନିଆ ଅଧିବେଶନ କାଳରେ ଅଧ୍ୟାଦେଶଗୁଡ଼ିକୁ ବିଧେୟକ ରୂପେ ପାସ…
୬ ଦିନ କ୍ୱାରାଣ୍ଟାଇନରେ ରହିବେ ଅଷ୍ଟ୍ରେଲିଆ ଖେଳାଳି
ଦୁବାଇ, ୧୩।୯: ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)ର ବୋଲିଂ ପରାମର୍ଶଦାତା ଏରିକ୍ ସିମନ୍ସଙ୍କ କହିବା ଅନୁଯାୟୀ, ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ଓ୍ବାର୍ନରଙ୍କ ପରି ଅଷ୍ଟ୍ରେଲିଆ ଖେଳାଳି ବ୍ରିଟେନର ଜୈବ ସୁରକ୍ଷିତ (ବାୟୋ ବବଲ୍) ପରିବେଶରେ ରହିଥିଲେ ମଧ୍ୟ ଆଇପିଏଲ୍ ଖେଳିବାକୁ ୟୁଏଇ…
ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍ ନୁହେଁ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍ ନୁହେଁ। ଯାହା ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ……
କଠିନ ପରିସ୍ଥିତିରେ ଆରମ୍ଭ ହେଉଛି ସଂସଦ ଅଧିବେଶନ: ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ,୧୩।୯: ଏକ କଠିନ ପରିସ୍ଥିତିରେ ଏଥର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର କହିଛନ୍ତି। ସମଗ୍ର ଦେଶରେ ଏକ ଭୟର ବାତାବରଣ ରହିଛି। ଏମ୍ପିଙ୍କ ମଧ୍ୟରେ ମଧ୍ୟ ଭୟ ରହିଛି।…
ମଲାଇକାଙ୍କୁ ଯୌବନ ଚାଲିଯିବା ଭୟ ଘାରିଛି
ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଏକୁଟିଆ ଗୋଟିଏ ଘରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି। ଯାହା ତାଙ୍କ ସଦ୍ୟ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ବାରି…
ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା
ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍ସି ପକ୍ଷରୁ ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟର କିଛି ଅଂଶକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଛି…
ମୋ ନୀରବତାକୁ ଦୁର୍ବଳତା ଭାବ ନାହିଁ: ଉଦ୍ଧବ ଠାକରେ
ମୁମ୍ବାଇ,୧୩।୯: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ବିବାଦ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ମୁହଁ ଖୋଲିଛନ୍ତି। ମହାରାଷ୍ଟ୍ରକୁ ଅସମ୍ମାନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଉଦ୍ଧବ ଠାକରେ କହିଛନ୍ତି। ମୁଁ ଠିକ ସମୟରେ ଏହାର ଜବାବ ଦେବି। ଉଦ୍ଧବ…
Archives


