Home Left

ଏଭଳି ଚକମା ଦେଖାଇ କୁମ୍ଭୀର ପାଟିରୁ ଖସି ଆସିଲା କଇଁଛ, ଆଉ ତା ପରେ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

କରୋନା ମହାମାରୀ ସମୟରେ ଗୁପ୍‌ଚୁପ୍‌ ବିକାଳିଙ୍କ ଅଭିନବ ପ୍ରୟାସ, ପ୍ରଶଂସା କରୁଛନ୍ତି ଲୋକେ

ଛତିଶଗଡ଼ର ଜଣେ ଗୁପ୍‌ଚୁପ୍‌ ବିକାଳି କରୋନା ମହାମାରୀ ସମୟରେ ଏମିତି ଏକ ଅଜବ ପଦ୍ଧତି ଆପଣାଇଛନ୍ତି, ଯାହା ଦେଖିଲେ ପ୍ରଶଂସା କରିବେ। ଏହି ଭିଡିଓକୁ ଆଇଏଏସ୍‌ ଅଫିସର ଅବନୀଶ ଶରଣ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ…

ଗତ ୧୦ ବର୍ଷ ଧରି ‘କ୍ରାଇମ୍‌ ପାଟ୍ରୋଲ୍‌’ରେ ନେଗେଟିଭ୍‌ ଭୂମିକାରେ ନଜର ଆସୁଛନ୍ତି ଏହି ଅଭିନେତ୍ରୀ: ନାମୀ ଅଭିନେତ୍ରୀଙ୍କଠାରୁ ଅଧିକ ନିଅନ୍ତି ପାଉଣା

ବମ୍ବେ: ‘କ୍ରାଇମ୍‌ ପାଟ୍ରୋଲ’ ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ଗତ ୧୭ ବର୍ଷରୁ ଅଧିକ ସମୟ ଧରି ଏହା ପ୍ରସାରିତ ହୋଇ ଆସୁଛି। ଏହି ଶୋ’ରେ କାମ କରୁଥିବା ଅନେକ କଳାକାର ଏବେ ବଡ଼ ପରଦାରେ ମଧ୍ୟ ନଜର ଆସୁଛନ୍ତି।…

କରୋନା ଡର: କର୍ମଚାରୀ ଛିଙ୍କିବାରୁ ଅଫିସରୁ ଦୌଡ଼ି ପଳାଇଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୧୬।୯: କରୋନା ମହାମାରୀ ଆତଙ୍କ ସାରା ପୃଥିବୀରେ ଜାରି ରହିଛି। କେହି ଜଣେ ଛିଙ୍କିଲେ ଏବେ ସଭିଏଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଡ଼କୁ ବୁଲି ଚାହୁଁଛନ୍ତି। ସତେ ଯେପରି ବ୍ୟକ୍ତି ଜଣକ ବଡ଼ ଅପରାଧ କରିଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌…

ସ୍ତ୍ରୀ-ସ୍ବାମୀ ସମ୍ପର୍କରେ କଳହର ମୁଖ୍ୟ ଏସବୁ ଛୋଟ କଥା, ଏଥି ପ୍ରତି ଦିଅନ୍ତୁ ଧ୍ୟାନ

ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ପ୍ରେମ ଏବଂ ପାରସ୍ପରିକ ବୁଝାମଣା ଉପରେ ଆଧାରିତ। ଏହି ସମ୍ପର୍କରେ, ପ୍ରେମ ସହିତ ମନମାଳିନ୍ୟ ମଧ୍ୟ ରହିଛି। ଯେତେବେଳେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଥାଏ, କିଛି ଜିନିଷକୁ ନେଇ ଝଗଡ଼ା କରିବା ମଧ୍ୟ ସ୍ବାଭାବିକ। କିନ୍ତୁ ଏହା…

କଙ୍ଗନାଙ୍କୁ ୨୦୦ କୋଟି ଦେବେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ! ଜାଣନ୍ତୁ ଏହା କେତେ ସତ…

ବମ୍ବେ: ନିଜର ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଏବେ ମଧ୍ୟ ସେଭଳି କିଛି ଚାଲିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ କଟାକ୍ଷ କରି ସେ ଆଲୋଚନାର ପରିସରକୁ…

କରିନାଙ୍କଠାରୁ ଆରମ୍ଭ କରି ରବିନା ଟଣ୍ଡନ-ହେମା; ଦ୍ୱିତୀୟ ସ୍ତ୍ରୀ ହୋଇ ବହୁତ ଖୁସିରେ ଅଛନ୍ତି ଏହି ୫ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଦୁଇଥର ବିବାହ କରିଛନ୍ତି। ସେଥିରୁ କିଛି ଛାଡ଼ପତ୍ର ପାଇଥିବା ବ୍ୟକ୍ତିଙ୍କ ହାତ ଧରିଛନ୍ତି। ହେଲେ ସେମାନେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଯେପରିକି କରିନା କପୁର ଖାନ୍‌। କରିନା ସୈଫଙ୍କ ଦ୍ୱିତୀୟ…

ଫୋନ୍‌ ରଖି ଶୋଇପଡ଼ିଥିଲେ ଛାତ୍ର, ମାଙ୍କଡ଼ ନେଇ କଲା ଏମିତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମାଲେସିଆର ଜଣେ ଛାତ୍ରଙ୍କ ଫୋନ୍‌ ହଜି ଯାଇଥିଲା। ଯଦିଓ ଫୋନ୍‌ଟି ମିଳିଥିଲା ତେବେ ଫୋନ୍‌ଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ମାଙ୍କଡ଼ର ବହୁତ ସେଲ୍‌ଫି ଦେଖିବାକୁ ପାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।…

ନିଜଠାରୁ ୨୪ ବର୍ଷ ବଡ଼ ଅଭିନେତାଙ୍କ ସହ ଲିପ୍‌ଲକ୍‌କୁ ନେଇ ଚର୍ଚ୍ଚାକୁ ଆସିଥିଲେ ବାହୁବଲୀ ଫେମ୍‌ ‘ରାମ୍ୟା: ଶାହାରୁଖ-ଅନିଲ କପୁରଙ୍କ ସହ ମଧ୍ୟ କରିଛନ୍ତି ରୋମାନ୍ସ

ବମ୍ବେ: ଚଳଚ୍ଚିତ୍ର ‘ବାହୁବଲୀ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରାମ୍ୟା। ଏଥିରେ ଚରିତ୍ର ‘ଶିବଗାମୀ’ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା। ତେବେ କେବଳ ଯେ ଦକ୍ଷିଣ ଭାରତୀୟ ସିନେମାରେ ରାମ୍ୟାଙ୍କ ଅଭିନୟ ଚାତୁରୀ ଦେଖିବାକୁ ମିଳିଛି ତାହା ନୁହେଁ, ବରଂ…

ଘରକୁ ସ୍ବର୍ଗ କରିବା ପାଇଁ ଏହି ୩ଟି କଥାକୁ ମହତ୍ତ୍ୱ ଦେଇଛନ୍ତି ଚାଣକ୍ୟ, ଜାଣନ୍ତୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ବିଷୟରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଏହାର ଏକ ଶ୍ଳୋକରେ ଘରକୁ ସ୍ବର୍ଗ ପରି କରିବା ପାଇଁ ତିନୋଟି ଜିନିଷର ମହତ୍ତ୍ୱ ରହିଥିବା ବିଷୟରେ କହିଛନ୍ତି। परोपकरणं येषां जागर्ति हृद्ये सताम् |…

ଟ୍ରେନ୍‌ରେ ଯୁବତୀ ଦେଲେ ଫ୍ଲାଇଙ୍ଗ୍‌ କିସ୍‌, ଆଉ ତା’ ପରେ…

ସୋସିଆଲ ମିଡଆରେ ଜଣେ ଯୁବତୀ ଏକ ଛୋଟ ପିଲାକୁ ଫ୍ଲାଇଙ୍ଗ୍‌ କିସ୍‌ କରୁଥିବା ସୁନ୍ଦର ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ନ ହସି ରହିପାରିବେନି। ଭିଡିଓରେ ଜଣେ ଯୁବତୀ ଟ୍ରେନ୍‌ରେ ବସିଥିବା ନଜର ଆସିଛନ୍ତି। ତାଙ୍କ…

ବଳାତ୍କାର ଧମକ ଚିନ୍ତାରେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ, ଗଲେ ହାଇକୋର୍ଟ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ତାଙ୍କ ସ୍ତ୍ରୀ ହସିନ ଜାହାଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ତଥାପି ହସିନ ତଥାପି ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ବୋଲ୍ଡ ଭିଡିଓ ଏବଂ ଫଟୋ ଯୋଗୁ ସେ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri