Home Left

କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର

କୋରାପୁଟ,୧୬।୯,(ସ୍ବ.ପ୍ର) କୋରାପୁଟ ଜିଲାରେ ବୁଧବାର କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇଛି। ବୁଧବାର ଜିଲାରେ ଆଉ ୮୨ ଜଣ ନୂଆ କୋରନା ପଜିଟିଭ୍‌ ଚିହ୍ନଟ ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୮କୁ ବୃଦ୍ଧିପାଇଛି । ଚିହ୍ନଟ ୮୨…

ଏହି ୪ଟି ଜିନିଷରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼େ: ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ ଥିଲେ,…

ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କରୋନା ପଜିଟିଭ୍‌ ଚିହ୍ନଟ: ୧୫ ରୁ ୧୮ ଯାଏ କୋର୍ଟ ବନ୍ଦ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କେତେକ ବିଚାରପତି ଏବଂ ବିଚାର ବିଭାଗୀୟ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣାର ସମସ୍ତ କୋର୍ଟ…

ସାଲାଡ୍‌ ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ହୋଟେଲରେ ଖାଇବା ସମୟରେ ଗ୍ରାହକ ସାଲାଡ୍‌ ଖାଇବା ପାଇଁ ଖୁବ୍‌ ପସନ୍ଦ କରିଥାନ୍ତି। ଆଜିକାଲି ଲୋକଙ୍କ ଚାହିଦାକୁ ଦେଖି ସାଲାଡ୍‌ର ମୂଲ୍ୟ ବି ବଢ଼ିଗଲାଣି। କାରଣ ସାଲାଡ୍‌ ସ୍ବାସ୍ଥ୍ୟପକ୍ଷେ ବହୁତ ଲାଭଦାୟକ। କିଛି ଲୋକ ଭିନ୍ନ ଭିନ୍ନ କିସମର ସାଲାଡ୍‌ ଡାଏଟ୍‌ରେ…

ମାଲକାନଗିରି ବିଧାୟକ କରୋନାରେ ଆକ୍ରାନ୍ତ

ମାଲକାନଗିରି,୧୬।୯(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ବିଢ଼ିବାରେ ଲାଗିଛି। ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ…

ପରିବାରର ବିରୋଧ ସତ୍ତ୍ୱେ ବିକିନି ପିନ୍ଧିଥିଲେ ଏହି ମହିଳା ଆଥଲେଟ୍‌: ହରଭଜନଙ୍କୁ କାନ୍ଧରେ ଉଠାଇ ଦେଖାଇଥିଲେ ଦମ୍‌

ନୂଆଦିଲ୍ଲୀ,୧୬।୯: ଏମ୍‌ଟିବି ରୋଡିଜ୍‌ ରାଇଜିଂ-୧୪ ଜିତି ଚର୍ଚ୍ଚାକୁ ଆସିଥିଲେ ହରିୟାଣାର ଶ୍ୱେତା ମେହତା। ଉକ୍ତ ଶୋ’ରେ ଖ୍ୟାତନାମା କ୍ରିକେଟର ହରଭଜନ ସିଂହଙ୍କୁ କାନ୍ଧରେ ଉଠାଇ ନେଇଥିଲେ ସେ। ଏହାପରେ ସେ ଗଣମାଧ୍ୟମର ଶିରୋନାମା ପାଲଟିଥିଲେ। ରୋଡିଜ୍‌ରେ ହରଭଜନଙ୍କ କାନ୍ଧରେ ଉଠାଇବା ପରେ…

ଯୋଶିହିଡେ ସୁଗା ହେଲେ ଜାପାନର ପ୍ରଧାନମନ୍ତ୍ରୀ: ଶୁଭେଚ୍ଛା ଜଣାଇଲେ ମୋଦି

ଟୋକିଓ,୧୬।୯: ଯୋଶିହିଡେ ସୁଗା ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ବୁଧବାର ସୁଗା ଆନୁଷ୍ଠାନିକ ଭାବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସୋମବାର ସେ ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟିର ନେତା ଭାବରେ ନିର୍ବାଚିତ…

ଜିଏସ୍‌ଟି ଠକେଇ ଅଭିଯୋଗ, ଟ୍ରକ୍‌ ଅଟକ, ୪ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଟକରୁ ଭବାନୀପାଟଣା ଆସୁଥିବା କୀଟନାଶକ ଔଷଧ ବୋଝେଇ ଏକ ଟ୍ରକକୁ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବାଣିଜ୍ୟକର ବିଭାଗ ପକ୍ଷରୁ ୪ଲକ୍ଷ ୭୧ ହଜାର ୧୨୮ ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନାଯୋଗ୍ୟ, କଟକସ୍ଥିତ…

ବେଲୁନ୍‌ରେ ଛୁଞ୍ଚି ଫୁଟାଇ ମନୋରମ ଭିଡିଓ ଶେୟାର କଲେ ଯୁବତୀ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ପାଣି ଭର୍ତ୍ତି ବେଲୁନକୁ ଚୁଞ୍ଚିରେ ଫୋଡ଼ି ସ୍ଲୋ-ମୋଶନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ସେ ଏପରି ଦୁଇଟି ଭିଡିଓ ଶେୟାର କରିଛନ୍ତି।…

ପାରିବାରିକ ସମସ୍ୟା ଚାପରେ କାନାଡ଼ା ଚାଲିଯିବା ନିଷ୍ପତ୍ତି ନେଇଥିଲେ ଏହି କ୍ରିକେଟର: ଭାଗ୍ୟ ବଦଳାଇଥିଲା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ

ନୂଆଦିଲ୍ଲୀ,୧୬।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ସବୁଥର ଭଳି ଚଳିତ ଥର ମଧ୍ୟ କିଛି ପ୍ରତିଭାବାନ ଖେଳାଳିଙ୍କୁ ଦେଖିବାକୁ ମିଳିବ, ଯେଉଁମାନଙ୍କ ଖେଳ ଦର୍ଶକେ ଏଯାବତ ଦେଖିନାହାନ୍ତି। ସେଭଳି ଜଣେ ହେଲେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର…

ମାଧୁରୀଙ୍କ ପାଇଁ ପାଗଳ ଥିଲେ ଏହି ବିଶ୍ୱପ୍ରସିଦ୍ଧ ଚିତ୍ରକର, ଫିଲ୍ମ ଦେଖିବା ପାଇଁ ସମ୍ପୂର୍ଣ୍ଣ ହଲ୍‌ କରିଥିଲେ ବୁକ୍‌

ପ୍ରସିଦ୍ଧ ଚିତ୍ରକର ମକବୁଲ ଫିଦା ହୁସେନ ଓରଫ୍‌ ଏମ.ଏଫ ହୁସେନଙ୍କୁ ଭାରତର ‘ପିକାସୋ’ କୁହାଯାଏ। ସେ ୧୯୧୫, ୧୭ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହୁସେନ ତାଙ୍କ ଚିତ୍ରକୁ ନେଇ ଅନେକ ବିବାଦରେ ଛନ୍ଦି ହୋଇପଡିଥିଲେ। ହୁସେନ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ…

ଜୟା ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଲା ଶିବସେନା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ବଲିଉଡକୁ ଅନେକ ସମାଲୋଚନା କରାଯାଉଛି। ଡଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବଲତଉଡ୍‌ ଅଭିନେତ୍ରୀ କଙ୍ଗନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri