Home Left

ବାଜି ଲାଗିଛି ଜୀବନ ଜୀବିକା: ପୁଣି ପ୍ରବାସୀ କର୍ମଭୂମି ମୁହାଁ

ମାଧପୁର,୧୮ା୯(ଡି.ଏନ୍‌.ଏ.): ଜୀବନ ଜୀବିକା ଲାଗିଛି ବାଜିରେ। ଦୁଇ ଓଳା ଦୁଇମୁଠା ଦାନା ଯୋଗାଡ଼ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି କର୍ମଭୂମି ମୁହାଁ ହୋଇଛନ୍ତି। କାରଣ ଲକ୍‌ଡାଉନ ପରେ ରୋଜଗାର ହରାଇ ନିଜ ନିଜ ଘରକୁ…

ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ମୁକୁଳି ପାରୁ ନାହାନ୍ତି ୧,୦୩୧ କଏଦୀ

ନୂଆଦିଲ୍ଲୀ,୧୮ ।୯: ଦେଶର ବିଭିନ୍ନ ରାଜ୍ୟର ଜେଲ୍‌ରେ କଏଦୀ ଥିବା କେତେଜଣ କଏଦୀ ସେମାନଙ୍କର ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ଏପର୍ଯ୍ୟନ୍ତ ମୁକୁଳି ପାରୁ ନ ଥିବା ଜଣାପଡିଛି । ଅନ୍ରପଟେ ଆଉ କେତେଜଣ କଏଦୀ କେବେ ମୁକୁଳିବେ ସେହି…

୧୪ ମାସ ପରେ ମଇଦାନକୁ ଓହ୍ଲାଇବେ ଧୋନୀ: ପ୍ରଥମ ମ୍ୟାଚ୍‌ରେ ଭାଙ୍ଗିପାରନ୍ତି ଡିଭିଲିୟର୍ସଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୧୮।୯: ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ସହ ହେବ। ଦୀର୍ଘ ୧୪ ମାସ ପରେ ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ…

ଏହି ବ୍ୟକ୍ତିଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି ମୋଦି, ସାମ୍ନାକୁ ଆସିଲା ରୋଷେଇ ଘରର ଭିତିରି କଥା

ନୂଆଦିଲ୍ଲୀ,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍‌ ଗତକାଲି ତାଙ୍କର ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି। ୧୯୫୦ ମସିହାରେ ମୋଦି ଜନ୍ମଗ୍ରହଣ କରିଥିଲେ। ଆଜିର ଦିନରେ ମଧ୍ୟ ମୋଦି ବହୁତ ଫୂର୍ତ୍ତି। ଏହାର କାରଣ ତାଙ୍କ ଖାଦ୍ୟପେୟ। ମୋଦି…

ବଜାରରେ ବିକ୍ରି ହେଉଛି ସନ୍ନି ଲିଓନୀ ମ୍ୟାଗି, ପ୍ଲେଟ୍‌ର ଦାମ୍‌ ରହିଛି…

ଆଜିକାଲି ପ୍ରାୟତଃ ସବୁଆଡ଼େ ମ୍ୟାଗିର ଚାହିଦା ବେଶି। ବିଶେଷକରି ଘରଠାରୁ ଦୂରରେ ରହୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମ୍ୟାଗି ସତେ ଯେମିତି ବରଦାନ ସଦୃଶ। କାରଣ ହାତରେ ସମୟ ନ ଥିବାରୁ ଏହା ଖୁବ୍‌ ଶୀଘ୍ର ପ୍ରସ୍ତୁତ କରାଯାଇଥାଏ। ଆଉ ସ୍ବାଦ ମଧ୍ୟ…

ଜନଔଷଧୀ କେନ୍ଦ୍ର ୧୦୫୦୦କୁ ବଢ଼ିବ

ନୂଆଦିଲ୍ଲୀ,୧୮ା୯:ଭାରତ ସରକାର ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର(ପିଏମ୍‌ବିଜେକେ) ସଂଖ୍ୟାକୁ ୧୦୫୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦଗୌଡ଼ା ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି ଯେ, ସାଧାରଣ ଜନତା ବିଶେଷକରି…

କାମ ଆରମ୍ଭ କରିବା ପୂର୍ବରୁ ନିଜକୁ ପଚାରନ୍ତୁ ଏ ୩ ପ୍ରଶ୍ନ: ଚାଣକ୍ୟ କହିଛନ୍ତି ମିଳିବ ସଫଳତା

ଜୀବନରେ ସଫଳତା, ମୂଲ୍ୟବୋଧ, ସଂସ୍କୃତି, ବ୍ୟବସାୟ, ଚାକିରି ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଉଲ୍ଲେଖ କରିଛନ୍ତି। ଚାକିରି, ବ୍ୟବସାୟରେ ସଫଳତା ପାଇବା ସହିତ ଜୀବନକୁ ସଫଳ କରିବା ପାଇଁ ସେ ଅନେକ କିଛି…

ମୁମ୍ବାଇ କମିଶନର ହେଉଛନ୍ତି ଏହି ଆଇପିଏସ୍‌ ଅଫିସର: ଯାହାଙ୍କ ନାଁ ଶୁଣିଲେ ଥରୁଥିଲା ଅଣ୍ଡରଓ୍ବାଲ୍ଡ; ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କୁ ବି କରିଛନ୍ତି ଗିରଫ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ପୋଲିସ କମିଶନର। କିଛି ଲୋକ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କମିଶନର ଆଇପିଏସ୍‌ ପରମବୀର ସିଂହଙ୍କୁ ଟ୍ରୋଲ କରୁଛନ୍ତି। ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ…

ଅଫିସ୍‌ରେ ଏସବୁକୁ କରନ୍ତୁ ନାହିଁ ଅଣଦେଖା, ଘଟିପାରେ ଅର୍ଥର ଅଭାବ

ଘର ବ୍ୟତୀତ ଦୋକାନ, ବ୍ୟବସାୟ, କାରଖାନା, ଅଫିସ ଇତ୍ୟାଦିରେ ବାସ୍ତୁର ଅନେକ ଭୂମିକା ରହିଛି। ବିଶ୍ୱାସ କରାଯାଏ ଯେ, ଯଦି ଆମେ ଏହି ସ୍ଥାନଗୁଡ଼ିକରେ ବାସ୍ତୁକୁ ପୂର୍ଣ୍ଣ ଗୁରୁତ୍ୟ ଦେଉ ନାହେଁ ତେବେ ଅର୍ଥର ଅଭାବ ଦେଖାଦିଏ। ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହି…

ବିରାଟ-ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଏମିତି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ନିଜର ୭୦ତମ ଜନ୍ମଦିନ ପାଳନ କରିଥିଲେ। ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ମଧ୍ୟରେ ଜଣାଇଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଟୁଇରରେ ପ୍ରଧାନମନ୍ତ୍ରୀ…

ଭାରତ ପାଇଁ ବିପଦ ଘଣ୍ଟି: ୭ ମାସରେ ୪୧୩ ଥର ଥରିଲାଣି ପୃଥିବୀ

ନୂଆଦିଲ୍ଲୀ,୧୮।୯: ଚଳିତବର୍ଷ ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ଭାରତରେ ମଧ୍ୟ ଏହି ମହାମାରୀ ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି। ତେବେ ଭାରତ ପାଇଁ ଆଉ ଏକ ବିପଦ ସାଜିଛି…

ଶେଷରେ ମାନିଲା ଚାଇନା

ବେଜିଂ,୧୮।୯:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ରୂପ ଧାରଣ କରିଛି। ବାରମ୍ବାର ଚାଇନା ଏଲ୍‌ଏସି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି, ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ମଧ୍ୟ ଦେଉଛି। ଏହି ସମୟରେ ଚାଇନା ପ୍ରଥମ ଥର ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri