ଡାଳିମ୍ବ ଚୋପା ଖାଇଲେ ଦୂର ହୁଏ ଏହି ରୋଗ

ସାଧାରଣତଃ ଫଳ ଖାଇସାରିବା ପରେ ଏହାର ଚୋପା ଫିଙ୍ଗି ଦେଇଥାଉ। ମାତ୍ର ସେଥିରେ  ଔଷଧୀୟ ଗୁଣ ଭରି ରହିଥାଏ। ଏହି ଯେମିତି ଡାଳିମ୍ବ । ଡାଳିମ୍ବ ଚୋପା ଖାଇଲେ ଅର୍ଶ, ଅନିୟମିତ ଋତୁସ୍ରାବ ଏବଂ ପେଟ ଦରଜ ପରି ସମସ୍ୟା ଦୂର ହୋଇଥାଏ।
ଅର୍ଶ : ଡାଳିମ୍ବ ଚୋପାକୁ ଶୁଖାଇ ଏହାକୁ ଗୁଣ୍ଡ କରି ଚାମୁଚେ ପାଣିରେ ମିଶାଇ ପିଇଲେ ଅର୍ଶରୋଗ ଭଲ ହୋଇଥାଏ। ୪ ଭାଗ ଡାଳିମ୍ବ ଚୋପା ଗୁଣ୍ଡରେ ୮ ଭାଗ ଗୁଡ଼ ମିଶାଇ ଗୁଳା କରନ୍ତୁ। ଏହି ଗୁଳାକୁ ନିୟମିତ ଭାବରେ କିଛିଦିନ ଖାଆନ୍ତୁ। ଅର୍ଶରୋଗରୁ ମୁକ୍ତି ପାଇବେ।

ଅନିୟମିତ ଋତୁସ୍ରାବ : ଯେଉଁ ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଦେଉଥିବ ସେମାନେ ଡାଳିମ୍ବ ଚୋପାକୁ ଶୁଖାଇ ଏହାର ଗୁଣ୍ଡକୁ ପାଣିରେ ମିଶାଇ ସେବନ କଲେ ଲାଭ ମିଳିଥାଏ। ଋତୁସ୍ରାବ ଜନିତ ହେଉଥିବା ପେଟ ଦରଜ ମଧ୍ୟ କମିଥାଏ। ଡାଳିମ୍ବ ଚୋପାର ଗୁଣ୍ଡକୁ ଦହି ସହ ମିଶାଇ ମୁଣ୍ଡରେ ଲଗାଇଲେ କେଶ ନରମ ହେବା ସହ ଚମକ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଚାପ ମାପିବ ସ୍ମାର୍ଟଗ୍ଲାସ୍‌

ମାଇକ୍ରୋସଫ୍ଟ ନିଜ ସ୍ମାର୍ଟ ଗ୍ଲାସ୍‌(ଚଷମା)ର ଆସନ୍ତା ପିଢ଼ି ବିକଶିତ କରିବାରେ ଲାଗିଛି। ଏହା ରକ୍ତଚାପ ମାପିବା ଡିଭାଇସ୍‌ ରୂପେ କାମ କରିବ। ଏହାର ନା ଗ୍ଲୋବେଲା...

ଏସବୁ ଯୋଗୁ ଛୋଟ ପିଲାଙ୍କଠାରେ ଦେଖାଦେଇଥାଏ ଡାଇବେଟିସ୍‌…

ନୂଆଦିଲ୍ଲୀ: କେତେକ କାରଣରୁ ଛୋଟ ପିଲାଙ୍କଠାରେ ଡାଇବେଟିସ୍‌ ଆଶଙ୍କା ଦେଖାଦେଇଥାଏ। ତେବେ ସଚେତନ ହୋଇ ସେସବୁଠାରୁ ଦୂରେଇ ରହିଲେ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ...

ଅଫିସ୍‌ରେ ଏସବୁକୁ କରନ୍ତୁ ନାହିଁ ଅଣଦେଖା, ଘଟିପାରେ ଅର୍ଥର ଅଭାବ

ଘର ବ୍ୟତୀତ ଦୋକାନ, ବ୍ୟବସାୟ, କାରଖାନା, ଅଫିସ ଇତ୍ୟାଦିରେ ବାସ୍ତୁର ଅନେକ ଭୂମିକା ରହିଛି। ବିଶ୍ୱାସ କରାଯାଏ ଯେ, ଯଦି ଆମେ ଏହି ସ୍ଥାନଗୁଡ଼ିକରେ ବାସ୍ତୁକୁ...

ବିବାହ ପୂର୍ବରୁ ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ, ନଚେତ..

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଭଲ ବନ୍ଧୁକୁ ବି କୁହନ୍ତୁ ନାହିଁ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ ବୋଲି କହିଛନ୍ତି । କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ...

ମେଟାଲ ଜୁଏଲେରି

ଆଜିକାଲି ଅନେକ ଯୁବତୀଙ୍କ ପସନ୍ଦ ମେଟାଲ ଜୁଏଲେରି। ଏହା ଖୁବ୍‌ କମ୍‌ ଦାମ୍‌ରେ ମାର୍କେଟରେ ମିଳିବା ସହ ଆକର୍ଷଣୀୟ ବି ହୋଇଥାଏ। ବ୍ଲାକ୍‌ ମେଟାଲ ଏବଂ...

କରୋନା ସହିତ ଲଢ଼େଇ: ଗବେଷଣା ପାଇଁ ୪୦୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବିସିଜି ଟୀକା

ମେଲବୋର୍ନ,୩୧।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଇତିମଧ୍ୟରେ କୌଣସି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ। ପ୍ରତି ଦେଶର...

ଫୋନ୍‌ର ଇଣ୍ଟରନେଟ୍‌ ଡାଟା ଶୀଘ୍ର ଖର୍ଚ୍ଚ ହେଉଛି କି? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ।...

Advertisement
Archives

Model This Week