Posted inଜାତୀୟ

ଭାରତକୁ ଟିକା ମାଗିଲେ ୯୨ ଦେଶ

ପୁଣେ, ୨୨।୧:ଭାରତର କୋଭିଡ୍‌ ଟିକା ଗୁରୁବାର ବାଂଲାଦେଶ ଓ ନେପାଳରେ ପହଞ୍ଚତ୍ଛି। ୩୦ ଲକ୍ଷ କୋଭିଶିଲ୍ଡ ଟିକା ନେଇ ଦୁଇଟି ଭାରତୀୟ ବିମାନ ଗୁରୁବାର ଢ଼ାକା ଓ କାଠମାଣ୍ଡୁରେ ଅବତରଣ କରିଛି। ଶୁକ୍ରବାର ସିଚେଲ୍ସ ଏବଂ ମ୍ୟାନ୍‌ମାରରେ ଏହି ଟିକା ପହଞ୍ଚତ୍ବ। ବୁଧବାର ଭୁଟାନ ଓ ମାଳଦ୍ୱୀପକୁ ଟିକା ପଠାଯାଇଥିଲା। ଏହାବ୍ୟତୀତ ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ମରିସସ୍‌କୁ ଟିକା ପଠାଇବା ପାଇଁ ଭାରତ ଯୋଜନା କରିଛି। ଭାରତରୁ କୋଭିଡ୍‌ ଟିକା କିଣିବା ଲାଗି ୯୨ଟି ଦେଶ ଅନୁରୋଧ କରିଛନ୍ତି। ବିଶ୍ୱ ଟିକା କେନ୍ଦ୍ର ଭାବେ ଭାରତର ପରିଚୟକୁ ଏହା ଆହୁରି ସୁଦୃଢ଼ କରିଛି। ଗତ ଶନିବାରଠାରୁ ଭାରତରେ ଟିକାକରଣ ଆରମ୍ଭ ହୋଇଥିବାବେଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନଗଣ୍ୟ ହୋଇଥିବାରୁ ଅଧିକରୁ ଅଧିକ ଦେଶ ଭାରତୀୟ କୋଭିଡ୍‌ ଟିକା କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବ୍ରାଜିଲ ଟିକା ନେବା ପାଇଁ ପୁଣେକୁ ସ୍ବତନ୍ତ୍ର ବିମାନ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ,୧୩ ।୩: ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ ସଂଖ୍ୟା । କିଛି ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ କେଉଁଠି କେଉଁଠି ନାଇଟ୍ କଫ୍ରୁ୍ୟ...

ମମତା ‘ରାମ ନାମ’ ନେଲେ ଖରାପ ଶକ୍ତିର ପ୍ରଭାବ କମିଯିବ: ଭାଜପା ନେତା

ନୂଆଦିଲ୍ଲୀ,୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଭାଜପା ଟାର୍ଗେଟରେ। ଜୟ ଶ୍ରୀରାମକୁ ନେଇ ଉଭୟ ଦଳ ଭିତରେ ଚାଲିଥିବା ତୁତୁ ମେମେ ଏବେ ଚରମ...

କିଛି ଲୋକ ଭାବୁଛନ୍ତି ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ: ପାଓ୍ବାର

ନୂଆଦିଲ୍ଲୀ,୧୯।୭: ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ...

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି।...

କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ

ନୂଆଦିଲ୍ଲୀ,୧।୧୨: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟର ମହାବିକାଶ ଅଘାଡି ସରକାର ଉପରେ ଏବେ ସମସ୍ତଙ୍କ ନଜର। ଏଥିରେ ଏବେ ଶିବସେନା ନେତା ଉଦ୍ଧବ...

ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶ ଏକଜୁଟ, କଂଗ୍ରେସ କହିଲା ଆମେ ସରକାରଙ୍କ ସାଥିରେ ରହିଛୁ…

ନୂଆଦିଲ୍ଲୀ,୨୬।୮: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ଦେଶରେ ଦେଖାଦେଇଥିବା ମାନବୀୟ ସଙ୍କଟ ସମୟରେ...

ଏଲ୍‌ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ

ଲେହ, ୨୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨...

ନାଁ ପଚାରି ରାହୁଲଙ୍କୁ ମାରିଥିଲେ

ଶ୍ରୀନଗର,୧୪।୫: କଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ବନ୍ଦିପୋରାର ବ୍ରାର୍‌ ଅଞ୍ଚଳରେ ସୁରକ୍ଷା...

Advertisement
Archives

Model This Week