ଅକ୍ଟୋବର ୧୨ରୁ ଓଜେଇଇ
ଭୁବନେଶ୍ୱର, ୧୮।୯(ବ୍ୟୁରୋ)- ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)…
ଡାକ୍ତରଖାନାରେ କରୋନା ରୋଗୀଙ୍କୁ ମାଡ ମାରିବା ଭିଡିଓ ଭାଇରାଲ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ରାଜକୋଟ,୧୮।୯-ଗୁଜୁରାଟର ରାଜକୋଟରେ ଥିବା ଏକ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୫୫ ସେକେଣ୍ଡର ଏହି ଭିଡିଓରେ ଦେଖାଯାଇଛି, ପିପିଏ କିଟ ପିନ୍ଧିଥିବା ଜଣେ ଡାକ୍ତର କରୋନା ରୋଗୀଙ୍କ ଛାତି ଉପରେ…
ଡେକଚି ପାଣିରେ ବୁଡି ଚାଲିଗଲା ଶିଶୁକନ୍ୟାର ଜୀବନ
ମାଧପୁର,୧୮।୯-ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ମନରବେଡ଼ା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଡେକଚି ପାଣିରେ ବୁଡି ଜଣେ ଶିଶୁକନ୍ୟା ମୃତ୍ୟୁବରଣ କରିଛନ୍ତି। ସୂଚନାଅନୁସାରେ, ଗ୍ରାମର ଅଶୋକ କୁମୁରାଙ୍କ ପତ୍ନୀ ଆରତୀ କୁମୁରା ରୋଷେଇ କରୁଥିବା ସମୟରେ ତାଙ୍କର…
ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍ଟକ୍
ଓ୍ବାଶିଂଟନ,୧୮।୯-ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍ଟକ୍ ଏବଂ ଉଇ ଚ୍ୟାଟ। ଏ ନେଇ ଶୁକ୍ରବାର ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି। ଆସନ୍ତା ରବିବାର ଟ୍ରମ୍ପ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ଜଣାପଡିଛି। ଭାରତ ସରକାର ମଧ୍ୟ…
ଚିତା ବାଘଙ୍କ କବଳରୁ ନିଜ ଛୁଆକୁ ବଞ୍ଚାଇଲା ଜିରାଫ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଜିରାଫ ନିଜ ଛୁଆକୁ ଚିତା ବାଘଙ୍କ କବଳରୁ ବଞ୍ଚାଇଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଜିରାଫ ତାର ଛୁଆ ସହ ଜଙ୍ଗଲରେ ବୁଲୁଛି। ସେହି…
ବିଦେଶରେ ପଡି ରହିଛି ତିନି ହଜାରରୁ ଅଧିକ ମୃତଦେହ: ମାଟି ମା’ କୋଳକୁ ଫେରିବାକୁ ରହିଛି ଅପେକ୍ଷା!
ନୂଆଦିଲ୍ଲୀ, ୧୮ ।୯: ପେଟ ପାଟଣା ପାଇଁ ବିଦେଶକୁ ଚାଲି ଯାଇଥିଲେ କେତେକ ଭାରତୀୟ । ପରିବାର ପୋଷିବା ସହ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ଲକ୍ଷ୍ୟ ରଖି ଏମାନେ ସେଠାରେ କାମ କରିବା ଆଶାରେ ଚାଲିଯାଇଥିଲେ । ହେଲେ କିଏ ଜାଣିଥିଲା…
ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଲୋକ ସଭାରେ କଂଗ୍ରେସକୁ ଜବାବ ଦେଲେ ଅନୁରାଗ
ନୂଆଦିଲ୍ଲୀ,୧୮ ।୯: ଲୋକ ସଭାରେ ଶୁକ୍ରବାର ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ହୋଇଛି । କଂଗ୍ରେସ ନେତା ମନିଷ ତିୱାରି କହିଛନ୍ତି ପିଏମ୍ କେୟାର୍ସ ଫଣ୍ଡ ପ୍ରଧାନମନ୍ତ୍ରୀଙ୍କ ସଂସ୍ଥା ସହ…
ନିଜ ଉପରେ ଭରସା ଥିଲେ ସବୁକିଛି ସମ୍ଭବ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
କଙ୍ଗନାଙ୍କ ଉପରେ ରାଗିଗଲେ ସନ୍ନି ଲିଓନି! କହିଲେ ଏଭଳି କଥା
ବମ୍ବେ: ବଲିଉଡ୍ ବିରୋଧୀ ନିଜର ବକ୍ତବ୍ୟକୁ ନେଇ ଅଡ଼ୁଆରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଏକ ସାକ୍ଷାତକାରରେ ଉର୍ମିଳା ମାତୋଣ୍ଡକରଙ୍କୁ ସେ ସପୋର୍ଟ ପର୍ନଷ୍ଟାର ବୋଲି କହିଥିଲେ। ପରେ ଏନେଇ ସଫେଇ ଦେଇ ସନ୍ନି ଲିଓନିଙ୍କ ନାମ ନେଇଥିଲେ। ଏବେ ସନି ସୋସିଆଲ…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣିଥରେ ବିବାଦରେ ଟ୍ରମ୍ପ
ୱାଶିଂଟନ,୧୮ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜଣେ ପୂର୍ବତନ ମଡେଲ ପୁଣିଥରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଛନ୍ତି । ଏମି ଡୋରିସ ନାମକ ଏହି ମଡେଲ କହିଛନ୍ତି ୨୩ ବର୍ଷ ପୂର୍ବେ ଓପନ ଟେନିସ ଚାମ୍ପିଆନଶିପ ଚାଲିଥିବା ବେଳେ…
ପିଲାଦିନ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଖୁବ୍ ଶ୍ରୀଘ୍ର ଅଭିଷେକଙ୍କ ସହ ଆସିବେ ନଜର
ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ସେହି ତାରକାଙ୍କ ମଧ୍ୟରୁ ଜଣେ ଯିଏ, ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି। ଇଲିଆନା ସୋସିଆଲ ମିଡିଆରେ ନିଜର ବାସ୍ତବ ଜୀବନ ସମ୍ବନ୍ଧୀୟ ଜିନିଷଗୁଡିକ ଶେୟା କରିଥାନ୍ତି। ନିକଟରେ ସେ ପ୍ରଶଂସକଙ୍କ ପାଇଁ ନିଜର ଏକ…
ଯିଏ ପ୍ରେମର ବାସ୍ତବ ଅର୍ଥ ବୁଝିଛି, ସେ ଭଗବାନଙ୍କୁ ପାଇ ସାରିଛି: ଜାଣନ୍ତୁ ମନୁଷ୍ୟକୁ କେଉଁ ମୂଲ୍ୟବୋଧ ବିଷୟରେ କହିଛନ୍ତି ଚାଣକ୍ୟ
ଚାଣକ୍ୟ ନୀତିର ଶିକ୍ଷା ଜୀବନର ପ୍ରତିଟି ସୋପାନରେ କାମରେ ଆସିଥାଏ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ। କାରଣ ଚାଣକ୍ୟ ଜଣେ ଯୋଗ୍ୟ ଶିକ୍ଷକ ସହ କୁଶଳ ଅର୍ଥଶାସ୍ତ୍ରୀ ଏବଂ…
Archives


