ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ଲଣ୍ଡନ, ୨୪।୧: ବ୍ରିଟେନ୍‌ରେ କରୋନା ମହାମାରୀ ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ସରକାରୀ ପ୍ରତିବନ୍ଧକ ସତ୍ତ୍ୱେ କରୋନା ସଂକ୍ରମଣକୁ ରୋକିବା ସମ୍ଭବ ହୋଇ ପାରୁ ନାହିଁ। ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଜାରି ରହିଥିବା ଲକ୍‌ଡାଉନ୍‌ ସମୟ ସୀମାକୁ ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ବାହାର ଦେଶରୁ ଆସୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରାଣ୍ଟାଇନ୍‌ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସଂକ୍ରମଣ କମିଲେ ଜାରି ରହିଥିବା କଟକଣାକୁ ହଟାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଠାରେ ସାର୍ବଜନୀକ ଟିକାକରଣ ଆରମ୍ଭ ହୋଇ ସାରିଛି। ତେବେ ଟିକାର ୨ ଡୋଜ୍‌ ମଧ୍ୟରେ ୨୧ ଦିନର ବ୍ୟବଧାନ ରଖିବା ଲାଗି ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏବେ ଏହାକୁ ବଢ଼ାଇ ୧୨ ସପ୍ତାହ କରିବା ଲାଗି ଦାବି ହେଉଛି। ଏହାକୁ ନେଇ ଏବେ ଟିକାକରଣରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ୨ ଡୋଜ୍‌ ମଧ୍ୟରେ ସମୟ ବଢ଼ିଲେ ଅଧିକ ଲୋକଙ୍କୁ ସୁରକ୍ଷା ପାଇଁ ଗୋଟିଏ ଡୋଜ୍‌ ଦିଆଯାଇ ପାରିବ ବୋଲି ଦାବି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ଦାୟିତ୍ୱରେ ଥିବା ପୋଲିସକୁ ଆକ୍ରମଣ: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ହାଟଡିହୀ, ୨୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ସରକାରୀ ଅଧିକାରୀମାନେ ଦିନ ରାତି ଏକ କରିଦେଇଛନ୍ତି। କିନ୍ତୁ କେତେକ ଅମାନିଆଙ୍କ ପାଇଁ ପରିସ୍ଥିତି ଜଟିଳ ହେଉଛ। ଏମିତି...

ଆନୁଷ୍ଠାନିକ ଭାବେ ଇସ୍ତଫା ଘୋଷଣା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୧ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ ଲୋକେ ଉଗ୍ର ହେବା ସହ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଏମାନେ ରାଷ୍ଟ୍ରପତି ଭବନ ଓ...

ଚିନ୍ତା ବଢ଼ାଉଛି କେରଳ…

ନୂଆଦିଲ୍ଲୀ, ୧୯।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି...

ରାଜ୍ୟରେ ନୂଆ ୨୫୧ କରୋନା ପଜିଟିଭ ଚିହ୍ନଟ, ୪ ଜଣଙ୍କ ଜୀବନଗଲା

ଭୁବନେଶ୍ୱର, ୨।୧(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଆଖି ବୁଜୁଛନ୍ତି। ତେବେ ନୂଆ ପଜିଟିଭଙ୍କୁ...

ପର୍ନ ଷ୍ଟାର ମାମଲାରେ ଟ୍ରମ୍ଫଙ୍କ ବିରୋଧରେ ଆସନ୍ତା ବର୍ଷ ୨୫ ମାର୍ଚ୍ଚରେ ହେବ ପରବର୍ତ୍ତି ଶୁଣାଣି

ଓ୍ବାଶିଂଟନ,୨୪।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ନ ଷ୍ଟାରଙ୍କୁ ଚୁପ ରହିବା ବଦଳରେ ଅର୍ଥ ଦେବା...

ଫସିଗଲା ରୁଷିଆ, କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅନେକ ଦେଶ

ନ୍ୟୁୟର୍କ,୨୨।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ସୀମାରେ ବିପୁଳ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଖଞ୍ଜି ୟୁକ୍ରେନକୁ ଭୟଭୀତ କରୁଥିବା ରୁଷିଆ ଏବେ...

କିଙ୍ଗ ଚାର୍ଲସ, ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ

ଲଣ୍ଡନ,୧୦ ।୧୧: କିଙ୍ଗ ଚାର୍ଲସ ତୃତୀୟ ଓ ପତ୍ନୀ କ୍ୱିନ କ୍ୟାମିଲାଙ୍କ ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ଏହି ମାମଲାରେ ପୋଲିସ ଜଣେ...

ବିନା ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ରେ ବି ୧୮ରୁ ୪୪ ବର୍ଷ ବୟସ୍କ ନେଇପାରିବେ ଟିକା

ନୂଆଦିଲ୍ଲୀ,୨୪।୫: କରୋନା ଭାକ୍ସିନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୧୮ରୁ ୪୪ବର୍ଷର ଲୋକମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ ନ କରି...

Advertisement
Archives

Model This Week