ବରଗଡରେ ୧୧୪ ନୂଆ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୫୩୩୭ରେ ପହଞ୍ଚିଲା
ବରଗଡ ଅଫିସ,୨୨।୯- ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଢ ବ୍ଲକର ୧୯, ବରଗଡ ପୌରାଞ୍ଚଳର ୨୯, ଅତାବିରା ୧୫, ଭେଡେନ ୯,…
ରାଜ୍ୟ ସଭା: ନିଲମ୍ବିତ ସଦସ୍ୟଙ୍କ ଧାରଣା ଜାରି, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଲେ ବିରୋଧି
ନୂଆଦିଲ୍ଲୀ,୨୧ ।୯: କୃଷି ବିଲ୍କୁ ନେଇ ପାର୍ଲାମେଣ୍ଟରୁ ସଡ଼କ ପର୍ଯ୍ୟନ୍ତ ବିରୋଧ ଜାରି ରହିଛି । ଏହି ମହାସଂଗ୍ରାମ ମଧ୍ୟରେ ବିରୋଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ସମୟ ମାଗିଛନ୍ତି । ବିରୋଧି ରାଷ୍ଟ୍ରପତିଙ୍କୁ ଭେଟି ୨ଟି ଯାକ ବିଲ୍ରେ…
ଦୁଇ ସାଙ୍ଗ ମିଶି ହାରିଲେ ଜୀବନ, କାରଣ ଜାଣି ହେବେ ଚକିତ
ଲକ୍ଷ୍ନୌ,୨୧।୯: ଉତ୍ତର ପ୍ରଦେଶ ବହରାଇଚ୍ରେ ଏକ ଅଭାବନୀୟ ଘଟରା ଘଟିଛି। ଦୁଇ ନାବଳିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁହିଁଙ୍କ ବନ୍ଧୁତାକୁ ପରିବାର ଲୋକେ ପସନ୍ଦ କରୁ ନ ଥିବାରୁ ଉଭୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ…
କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ସବୁ ରୋଗୀ ସୁରକ୍ଷିତ ଉଦ୍ଧାର
କଟକ ଅଫିସ,୨୧।୯: କଟକ ଜଗତପୁରରେ ଥିବା ସଦ୍ଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ଥିବା ସମସ୍ତ ୧୨୭ ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗୁରୁତର ରୋଗୀଙ୍କୁ ୧୫ଟି ଆମ୍ବୁଲାନ୍ସ ଯୋଗେ ଅଶ୍ୱିନ ହସ୍ପିଟାଲ ଏବଂ ଭେଣ୍ଟିଲେଟର ଥିବା ହସ୍ପିଟାଲକୁ…
ଦୀର୍ଘ ୬ ମାସ ପରେ ଖୋଲିଲା ତାଜମହଲ: ପ୍ରଥମେ ଆସିଲେ ଚାଇନା ଅତିଥି
ଆଗ୍ରା,୨୧ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ପାଖାପାଖି ୬ ମାସ ହେବ ବନ୍ଦ ହୋଇ ରହିଥିଲା ତାଜମହଲ । ଏବେ ତାଜମହଲ ଖୋଲିଥିବା ବେଳେ କରୋନା କଟକଣା ମାନି ପର୍ଯ୍ୟଯକଙ୍କୁ ଭିତରକୁ ଯିବାକୁ ଅନୁମତି ପ୍ରଦାନ କରାଯାଉଛି । ସୋମବାର…
ଭାଙ୍ଗରୁ ପ୍ରସ୍ତୁତ ହେଲା କରୋନା ଔଷଧ!
କାନାଡାର ଏକ କମ୍ପାନୀ ଆକସେରା ଫାର୍ମା ଭାଙ୍ଗରୁ କରୋନା ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତ କରିିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି କମ୍ପାନୀ ଦାବି କରିଛି। ଏହି ଔଷଧ କରୋନା ଯୋଗୁ ହେଉଥିବା ହୃଦ ସମ୍ବନ୍ଧୀୟ ରୋଗରୁ…
ସହଜରେ ଚିହ୍ନଟ ହେବ ଆଲର୍ଜି
ଆଜିକାଲି ଆଲର୍ଜି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ହେଲେ ଏପରି ସମସ୍ୟା ପ୍ରତି ସଚେତନ ରହିବା ନିହାତି ଦରକାର। ତେବେ ଆଲର୍ଜି ସମସ୍ୟାକୁ ଏଣିକି ସହଜରେ ଚିହ୍ନଟ କରିହେବ। ଏ ନେଇ ସଫଳତା…
ପ୍ରଥମ ଦିନରେ ଭୁବନର ସମସ୍ତ ମହାବିଦ୍ୟାଳୟରେ ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା
ଭୁବନ,୨୧ା୯(ଡି.ଏନ୍.ଏ.): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ସମସ୍ତ ମହାବିଦ୍ୟାଳୟରେ +୨ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ଭୁବନ ଏନ୍ଏସିର ମହିଳା ମହାବିଦ୍ୟାଳୟ, ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ଓ ବ୍ଲକର ଜିରାଳ ମହାବିଦ୍ୟାଳୟ, ମଠକରଗୋଳା ମହାବିଦ୍ୟାଳୟ, ବାରୁଆ…
ହାଇ-ଟେକ୍ ମହାକାଶଯାନ
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଏକ ମହାକାଶଯାନ ପ୍ରସ୍ତୁତ କରିଛି। ଏହି ଯାନରୁ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିହେବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ଖାସ୍ କଥା ହେଲା ଏହି…
ଶତ୍ରୁକୁ ଜବାବ ଦେବ ନାରୀ ଶକ୍ତି: ରାଫାଲ ଯୁଦ୍ଧ ବିମାନ ଉଡାଇବେ ମହିଳା ପାଇଲଟ!
ନୂଆଦିଲ୍ଲୀ,୨୧ ।୯: ଭାରତୀୟ ବାୟୁସେନାକୁ ନିକଟରେ ମିଳିଥିବା ରାଫାଲ ଯୁଦ୍ଧ ବିମାନର ଦାୟିତ୍ୱରେ ଥିବା ସ୍କାଡ୍ରନଙ୍କ ମଧ୍ୟରେ ଖୁବ୍ଶୀଘ୍ର ଜଣେ ମହଳା ପାଇଲଟ ସାମିଲ ହୋଇ ପାରନ୍ତି ବୋଲି କୁହାଯାଉଛି । ରାଫାଲକୁ ବାୟୁସେନାର ୧୭ତମ ସ୍କାଡ୍ରନରେ ସାମିଲ କରାଯାଇଛି ।…
ଫୁଲ ପ୍ରତି ଆକର୍ଷିତ ହୁଅନ୍ତି ଡେଙ୍ଗୁ ମଶା
ଏବେ ଡେଙ୍ଗୁ ଅନ୍ୟତମ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ଆରମ୍ଭରୁ ଏହାର ଲକ୍ଷଣ ବିଷୟରେ ଅବଗତ ହୋଇ ଚିକିତ୍ସା କରାଇନେଲେ ଏଥିରୁ ଆରୋଗ୍ୟ ମିଳିପାରୁଛି। ହେଲେ ପରିସ୍ଥିତି ଜଟିଳ ଥିଲେ ତାହା ଅନେକ ସମୟରେ ମୃତ୍ୟୁର କାରଣ ସାଜିଥାଏ। ହେଲେ…
ଏମ୍ପିଙ୍କ ନିଲମ୍ବନ ନେଇ ଗର୍ଜିଲେ ଦିଦି: ଲୋକତନ୍ତ୍ରର ହତ୍ୟା କରିଛି ଭାଜପା
କୋଲକାତା, ୨୧।୯: କୃଷି ବିଧେୟକ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ସୋମବାର ୮ ଏମ୍ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଗର୍ଜିଛନ୍ତି। ସେ…
Archives


