ରାତିଦିନ ଚାଲିଛି ମାଙ୍କଡା ପଥର ଉତ୍ତୋଳନ
ଖଇରା,୨୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ରାଜସ୍ବ କ୍ଷେତ୍ର ଅଧୀନ ବରପଦା, ହରିପୁର, ବାରାଯୋଡି ତଥା କୁପାରୀ କଲେଜ ପଛପଟ ଗୋଚର ଜମିରେ ବେଆଇନ ଭାବେ ଚାଲିଥିବା ଅନ୍ୟୁନ ୩୫ ଖଣିରୁ ମାଙ୍କଡା ପଥର ଉତ୍ତୋଳନ କରାଯାଉଛି ା ରାତିଦିନ ମେଶିନ…
ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ସମ୍ମୁଖକୁ ଆସିଲା ଦୀପିକାଙ୍କ ନାମ
ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବ ପରେ ସାରା ଅଲ୍ଲୀ ଖାନ, ରକୁଳ ପ୍ରୀତି ସିଂ ଏବଂ ଶ୍ରଦ୍ଧା କପୁରଙ୍କ ନାମ ସମ୍ମୁଖକୁ ଆସିଥିଲା । ଏବେ ଆଉ ଏକ ବଡ ନାମ ଏହି ତାଲିକାରେ…
‘ଶର୍ଟ ରନ’ କଲ୍ ବିରୋଧରେ ପଞ୍ଜାବର ଆବେଦନ: ଅମ୍ପାୟରଙ୍କୁ ପୂର୍ବତନ ଖେଳାଳିଙ୍କ ସମାଲୋଚନା
ଦୁବାଇ, ୨୨।୯(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଘଡ଼ିସନ୍ଧି ମୁହୂର୍ତ୍ତରେ ଅମ୍ପାୟର ନୀତିନ ମେନନଙ୍କ ବିବାଦୀୟ ‘ଶର୍ଟ ରନ’ କଲ୍ ବିରୋଧରେ ଆବେଦନ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ତ୍ରୁଟିଶୂନ୍ୟ ଫଳାଫଳ ପାଇଁ ଅଧିକ…
ପୋଗାକାର ଜିତିଲେ ଟୁର୍ ଡି’ ଫ୍ରାନ୍ସ
ପ୍ୟାରିସ୍, ୨୨ା୯-ସ୍ଲୋଭେନିଆର ଟାଡେଜ୍ ପୋଗାକାର୍ ଟୁର୍ ଡି’ ଫ୍ରାନ୍ସ ୨୦୨୦ ସାଇକେଲ ରେସ୍ ଜିତିଛନ୍ତି। ଇଭେଣ୍ଟର ଇତିହାସରେ ଦ୍ୱିତୀୟ ସର୍ବକନିଷ୍ଠ ସାଇକ୍ଲିଷ୍ଟ ଭାବେ ସେ ଏହି ସଫଳତା ହାସଲ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ସାମ୍ ବେନେଟ୍ ପ୍ୟାରିସ୍ରେ ଫାଇନାଲ…
ବିଦେଶରେ କରୋନା ନେଲାଣି ୩୭୩ ଭାରତୀୟ ନାଗରିକଙ୍କ ଜୀବନ
ନୂଆଦିଲ୍ଲୀ, ୨୧।୯: ବିଦେଶରେ ରହୁଥିବା ୧୧ ହଜାର ୬୦୦ରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ସଂସଦରେ ସୂଚନା ଦିଆଯାଇଛି। ଏକ…
ଡି ଭିଲର୍ସ, ପାଡିକ୍କଲଙ୍କ ଅର୍ଦ୍ଧଶତକ; ହାଇଦ୍ରାବାଦ ସାମ୍ନାରେ ୧୬୪ ରନ୍ ଟାର୍ଗେଟ୍ ରଖିଲା ବାଙ୍ଗାଲୋର
ଦୁବାଇ, ୨୧।୯: ଆଇପିଏଲ୍-୧୩ତମ ସିଜନର ୩ୟ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍ରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବିରାଟ କୋହଲିଙ୍କ ବାଙ୍ଗାଲୋର…
ଦଶମ, ଦ୍ୱାଦଶ ଟପ୍ପରଙ୍କୁ ପୁରସ୍କାର ଲାଗି ୨ଟି କାର୍ କିଣିଲେ ଶିକ୍ଷା ମନ୍ତ୍ରୀ
ରାଞ୍ଚି, ୨୧।୯: ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମୋହତ ନିଜ ପ୍ରତିଜ୍ଞା ପୂରଣ କରିବାକୁ ଯାଉଛନ୍ତି। ରାଜ୍ୟରେ ଚଳିତ ବର୍ଷ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍ପରଙ୍କ ଲାଗି ୨ଟି ଅଲ୍ଟୋ କାର୍ କିଣିଛନ୍ତି। ବୁଧବାର ଏକ ସମାରୋହରେ ସେ…
କୋଭିଡ ହସ୍ପିଟାଲରେ ନାଚିଲେ ବୃଦ୍ଧା
ମଧ୍ୟପ୍ରଦେଶ,୨୧।୯-ମଧ୍ୟପ୍ରଦେଶ ସେହୋର ଜିଲା ହସ୍ପିଟାଲ କ୍ୟାମ୍ପସରେ ଥିବା କୋଭିଡ-୧୯ କେନ୍ଦ୍ରରେ ଜଣେ ୮୪ ବର୍ଷୀୟ ବୃଦ୍ଧା ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୃଦ୍ଧା ଜଣକ ବିଭିନ୍ନ ପୋଜ ଦେଇ ନାଚୁଥିବା ଦେଖାଯାଇଛି। ତେବେ ଅନ୍ୟ ରୋଗୀମାନେ ମଧ୍ୟ…
୧୫୦ ଟଙ୍କା ପାଇଁ ଭାଇକୁ ପିଟି ମାରିଦେଲା ଭାଇ
ପାଟନା, ୨୧।୯: ବିହାର ବେତିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜିଲାର ଗୌନାହ ଥାନା ଅନ୍ତର୍ଗତ ହରପୁର ପିପରା ଗ୍ରାମରେ ମୁକ୍ତାର ରାୟ (୪୫ ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କୁ ମାତ୍ର ୧୫୦ ଟଙ୍କା ଲାଗି ତାଙ୍କ ସମ୍ପର୍କୀୟ ଭାଇ…
୪୧ ବର୍ଷରେ ପଦାର୍ପଣ କଲେ କ୍ରିସ୍ ଗେଲ୍, ଖାଇବା ଲାଗି ଦିନେ କରିବାକୁ ପଡ଼ିଥିଲା ଚୋରି
ନୂଆଦିଲ୍ଲୀ, ୨୧।୯: ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ସୋମବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ପଡ଼ିଆ ଭିତରେ ବଡ଼ ବଡ଼ ଛକା ମାରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗେଲ୍ ପଡ଼ିଆ ବାହାରେ ମଧ୍ୟ ନିଜର ଅଲଗା ଲାଇଫ୍…
ବଲିଉଡରେ ଡ୍ରଗ୍ସ ଲିଙ୍କ ମାମଲା: ଶ୍ରଦ୍ଧା କପୁର, ସାରା ଅଲି ଖାନଙ୍କୁ ଡାକିପାରେ ଏନ୍ସିବି!
ମୁମ୍ବାଇ,୨୧।୯-ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ ଜାରି ରଖିଛି। ତେବେ ଏନ୍ସିବି ଖୁବଶିଘ୍ର ବଲିଉଡର କିଛି କଳାକାରଙ୍କୁ ସମନ କରିପାରେ ବୋଲି ଜଣାପଡିଛି। ପୂର୍ବରୁ ରିଆ ଚକ୍ରବର୍ତ୍ତୀଙ୍କୁ ଏନ୍ସିବି…
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଲେ କୋହଲି
ଦୁବାଇ, ୨୧।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୩ୟ ମ୍ୟାଚ୍ରେ ସୋମବାର ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ହାରିବା…
Archives


