Posted inଫୁରସତ

ପବନରେ ଦେଖାଇଲେ ଆଖି ଲାଖିଯିବା ପରି ଷ୍ଟଣ୍ଟ୍‌, ଭିଡିଓ ଦେଖିଲେ ନିଶ୍ଚିତ କରିବେ ପ୍ରଶଂସା

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ କୁନି ପିଲାଟି ଆଖି ଲାଖିଯିବା ପରି ଷ୍ଟଣ୍ଟ କରିଛି। ପିଲାଟିର ଷ୍ଟଣ୍ଟ ଦେଖି ପାଖରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭିଡିଓଟିକୁ ଜଣେ ଟୁଇଟର ବ୍ୟବହାରକାରୀ ରୁକ୍ମଣୀ କୁମାରୀ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ଭବିଷ୍ୟତରେ ଜିମ୍ନାଷ୍ଟିକ୍‌ରେ ଇଏ ଜଣେ ଗୋଲ୍ଡମେଡାଲିଷ୍ଟ ହେବେ। ଏହା ପରେ ଭିଡିଓଟି ତୀବ୍ର ବେଗରେ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି, ଏକ ଖାଲି ସ୍ଥାନରେ କିଛି ପିଲା ଖେଳୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପିଲା ଦୌଡ଼ି ଦୌଡ଼ି ଆସି ଷ୍ଟଣ୍ଟ କରୁଛି। ପ୍ରଥମେ ପବନରେ ଉଚ୍ଚକୁ ଉଠି ଷ୍ଟଣ୍ଟ କରୁଛି। ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। କିଛି ଲୋକ ଖେଳମନ୍ତ୍ରୀଙ୍କୁ ଟ୍ୟାଗ କରି ଏହି ପିଲାକୁ ତାଲିମ ଦେବାକୁ ନିବେଦନ ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖବର ପଢି କାନ୍ଦି ପକାଇଲେ ପ୍ରଥମ କିନ୍ନର ନ୍ୟୁଜ ଆଙ୍କର

ଢାକା,୯।୩: ବାଂଲାଦେଶର ପ୍ରଥମ କିନ୍ନର ନ୍ୟୁଜ ଆଙ୍କର ତଶ୍ନୁଭା ଆନନ ଶିଶିର ମହିଳା ଦିବସରେ ପ୍ରଥମଥର ନ୍ୟୁଜ୍‌ ପଢିଛନ୍ତି। ବୋଇଶାଖୀ ନ୍ୟୁଜ ଚ୍ୟାନେଲରେ ୩ ମିନିଟ୍‌ର...

୫ ଶହ ବର୍ଷ ତଳର ଭୟଙ୍କର ଖେଳ: ଘୋଡ଼ାର ଶୁଦ୍ଧିକରଣ ପାଇଁ ନିଆଁରେ ପ୍ରବେଶ କରନ୍ତି ଘୋଡ଼ା ସବାର

ମାଦ୍ରିଦ୍‌: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍‌ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଗତ ୫ ଶହ...

ବାଡ଼ି ଧରି ଛପି ଛପି ଯାଉଥିଲେ ଯୁବକ, କୁକୁଡ଼ା କଲା ଏମିତି, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଏହା ଦେଖି ଲୋକେ ହସି ହସି ଗଡ଼ିଥାନ୍ତି। ଏବେ ସେମିତି ଏକ...

ମହିଳାଙ୍କୁ ମର୍ଯ୍ୟାଦା ମିଳୁନି: ପାରମିତା

ମହିଳାମାନଙ୍କ ପାଇଁ ସତର୍କ ଏବଂ ସୁରକ୍ଷାପୂର୍ଣ୍ଣ ସମାଜ ଲାଗି ସବୁବେଳେ କାମନା କରି ଆସିଛି। ମଣିଷ ଭାବେ ମହିଳା ଏବଂ ପୁରୁଷ ଦୁହେଁ ସମାନ। ଏବେ...

ଲମ୍ବା ନାକ ଲାଗି ଭାଙ୍ଗିଗଲା ବାହାଘର

ବେଙ୍ଗାଲୁରୁ: ସାଧାରଣତଃ ଯୌତୁକ ପାଇଁ ବାହାଘର ଭାଙ୍ଗି ଯାଇଥାଏ ବୋଲି ଉଣା ଅଧିକେ ସମସ୍ତେ ଜାଣନ୍ତି। ମାତ୍ର ଜଣେ ଯୁବକଙ୍କ ଲମ୍ବା ନାକ ଯୋଗୁ ବାହାଘର...

ବିନା ପାଣିରେ ବଞ୍ଚିଛନ୍ତି ଏହି ଯୁବତୀ

ପାଣି ବିନା ମଣିଷ ବଞ୍ଚିପାରିବ ନାହିଁ। ଏକ କଥା ସମସ୍ତେ ଜାଣନ୍ତି। ମାତ୍ର ନୂଆଦିଲ୍ଲୀର ୧୯ ବର୍ଷୀୟା ଯୁବତୀ ଲିଣ୍ଡ୍‌ସେ ଚୌବା ବିନା ପାଣିରେ ବଞ୍ଚୁଛନ୍ତି।...

କନ୍‌ଫରେନ୍ସ ସାଇକେଲ

ପେଡାଲ ମାରି ଏହାକୁ ଚଳା ଯାଉଥିବାରୁ ଏହା ଏକ ସାଇକେଲ ବୋଲି କୁହାଯାଏ। କିନ୍ତୁ ଏହାକୁ ଦେଖିଲେ କେହି ବି କହିବେନି ସାଇକେଲ ବୋଲି। କାରଣ...

ଏହି କୋର୍ସରେ ଫେଲ୍‌ ହେଲେ ସାରା ଜୀବନ ରହିବେ ଅବିବାହିତ

ଜାକର୍ତ୍ତା,୨୮।୧୧: ବିବାହକୁ ନେଇ ଇଣ୍ଡୋନେସିଆ ସରକାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ବିବାହ ପରେ ଯେମିତି ଦାମ୍ପତ୍ୟ ଜୀବନରେ କୌଣସି ବିଭ୍ରାଟ ନ ଘଟେ...

Advertisement
Archives

Model This Week