ଲ୍ୟାଣ୍ଡିଂ କରିବାବେଳେ ଜଳିଗଲା ବାୟୁସେନା ବିମାନ: ୨୬ ମୃତ
କାୟିଭ୍, ୨୬।୯: ଲ୍ୟାଣ୍ଡିଂ କରିବା ସମୟରେ ୟୁକ୍ରେନ୍ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭୂପୃଷ୍ଠରେ ଧକ୍କା ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣାରେ ବିମାନରେ ଥିବା ୨୬ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଚଣ୍ଡ ବିସ୍ପୋରଣରେ ୨୧…
ପାକିସ୍ତାନରେ ୪୯ ସାମ୍ବାଦିକଙ୍କ ନାମରେ ମାମଲା
ଇସ୍ଲାମାବାଦ୍, ୨୬।୯: ଆତଙ୍କବାଦୀ ଆର୍ଯ୍ୟକାଳପ ପାଇଁ ବିଶ୍ୱରେ ନିନ୍ଦିତ ହେଉଥିବା ପାକିସ୍ତାନର ସଂଘୀୟ ତଦନ୍ତକାରୀ ସଂସ୍ଥା(ଏଫଆଇଏ) ନିଜ ଦେଶର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି। ପ୍ରାୟ ୪୯ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଇଲେକ୍ଟ୍ରୋନିକ୍ସ କ୍ରାଇମ୍ ଆକ୍ଟ ଅନୁଯାୟୀ…
ଭୋଡାଫୋନ ଟିକସ ମାମଲାରେ ସରକାରଙ୍କୁ ଝଟକା
ନୂଆଦିଲ୍ଲୀ: ଭୋଡାଫୋନ ଉପରେ ପ୍ରାୟ ୨ ବିଲିୟନ ଡଲାର(ପ୍ରାୟ୧୫ ହଜାର କୋଟି) ଟିକସ ମାମଲାରେ ସରକାରଙ୍କୁ ଶୁକ୍ରବାର ଝଟକା ଲାଗିଛି। ଏହି ମାମଲା କୋର୍ଟ ବାହାରେ ଫଇସଲା ହେଉଥିବା ବେଳେ ଏଥିରେ ଭୋଡାଫୋନ ବିଜୟ ଲାଭ କରିଛି। ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଭୋଡାଫୋନ…
ଯୁବରାଜ ସିଂ ଆକାଶର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ
ନୂଆଦିଲ୍ଲୀ: ଆକାଶ ଏଡୁକେଶନାଲ ସର୍ଭିସେସ୍ ଲିମିଟେଡ୍ (ଏଇଏସ୍ଏଲ୍) କ୍ରିକେଟର ଯୁବରାଜ ସିଂଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଥିବା ବିଷୟର ଘୋଷଣା କରିଛି। ଏହି ପ୍ରତିଭାବାନ କ୍ରିକେଟର ଆକାଶ ଗ୍ରୁପ୍ର ବିଭିନ୍ନ ବ୍ରାଣ୍ଡର ପ୍ରଚାର ଓ ପ୍ରସାର କରିବେ। ଏଥିରେ ରହିଛି…
ନିଜ ସମୟଠାରୁ ବହୁ ଆଗରେ ଥିଲେ ଡିନ୍: ସଚିନ
ନୂଆଦିଲ୍ଲୀ,୨୬।୯(ପି.ଟି.): ୫୯ ବର୍ଷରେ ମୃତ୍ୟୁବରଣ କରିଥିବା ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡିନ୍ ଜୋନ୍ସଙ୍କୁ କ୍ରିକେଟ ଆଇକନ୍ ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ଏବେ ଖେଳୁଥିଲେ ଟି୨୦ ଫର୍ମାଟ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥାନ୍ତେ ବୋଲି ସେ କହିଛନ୍ତି। ନିଜ ସମୟଠାରୁ ବହୁ…
ଆଇପିଏଲ୍, କୋଲକାତା- ହାଇଦ୍ରାବାଦ୍ ମୁକାବିଲା: ଫୋକସ୍ରେ କାର୍ତ୍ତିକଙ୍କ ନେତୃତ୍ୱ
ଆବୁଧାବି,୨୬।୯(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଷ୍ଟମ ମ୍ୟାଚ୍ରେ ଶନିବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଡେଭିଡ୍ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ୍ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶେଖ ଜାଏଦ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି…
କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଦିଆଗଲା ପ୍ଲାଜମା ଥେରାପି
ନୂଆଦିଲ୍ଲୀ, ୨୫।୯: କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାକେତ୍ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯାଇଛି। ୨୪ ସେପ୍ଟେମ୍ବରରେ ସିସୋଦିଆଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇ ମ୍ୟାକ୍ସ ହସ୍ପିଟାଲରେ ଆଡ୍ମିଟ୍ କରାଯାଇଥିଲା। ମନୀଷ ୧୪ ସେପ୍ଟେମ୍ବରରେ କରୋନା…
ଚେନ୍ନାଇ ସାମ୍ନାରେ ୧୭୬ ରନ୍ ଟାର୍ଗେଟ୍ ରଖିଲା କ୍ୟାପିଟାଲ୍ସ
ଦୁବାଇ, ୨୫।୯: ଆଇପିଏଲ୍-୧୩ତମ ସଂସ୍କରଣରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ସାମ୍ନାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୬ ରନର ଟାର୍ଗେଟ୍ ଧାର୍ଯ୍ୟ କରିଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ…
+୨ ପାସ୍ଙ୍କୁ ୨୫ ହଜାର, ଗ୍ରାଜୁଏଟ୍ ହେଲେ ୫୦ ହଜାର ଟଙ୍କା ଦେବେ ଏହି ସରକାର
ପାଟନା, ୨୫।୯: ବର୍ତ୍ତମାନ ବିହାରରେ ଦ୍ୱାଦଶ ଶ୍ରେଣୀ ପାସ୍ କରୁଥିବା ଛାତ୍ରୀଛାତ୍ରଙ୍କୁ ୨୫ ହଜାର ଟଙ୍କା ଏବଂ ଗ୍ରାଜୁଏଟ୍ ହେଲାପରେ ୫୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ଘୋଷଣା କରିଛନ୍ତି। ଏହା ବ୍ୟତୀତ ନୀତୀଶ…
ନାମକରଣ ପରେ ୪୦ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗିଲା ବାପା
ଥିରୁଭାନନ୍ତପୁରମ, ୨୫।୯: କେରଳର ଥିରୁବଲମ୍ର ପଚଲ୍ଲୁର ଅଞ୍ଚଳରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନାମକରଣ ସଂସ୍କାରର କିଛି ଘଣ୍ଟା ପରେ ନିଜର ୪୦ ଦିନର ଶିଶୁ କନ୍ୟାକୁ ନଦୀ ଗର୍ଭକୁ ଫିଙ୍ଗି ଦେଇଛନ୍ତି।…
ରାଜ୍ୟରେ ଦିନକରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୨୫।୯ (ବ୍ୟୁରୋ): ଓଡ଼ିଶାରେ ଶୁକ୍ରବାର ୪ ହଜାର ୩୮୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗୋଟିଏ ଦିନରେ ରାଜ୍ୟରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଏହା ରେକର୍ଡ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
ଟସ୍ ଜିତି ପ୍ରଥମେ ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲେ ଧୋନୀ
ଦୁବାଇ, ୨୫।୯: ଆଇପିଏଲ୍-୧୩ତମ ସଂସ୍କରଣର ଏକ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ…
Archives


