Home Left

କ୍ଷମତାର ଅପବ୍ୟବହାର କରି ସରକାରଙ୍କୁ ଲୁଟୁଥିଲେ ସରପଞ୍ଚ

ଲୋଇସିଂହା,୨୭।୧: କ୍ଷମତାର ଅପବ୍ୟବହାର କରି ନିଜ ଦୁଇ ସମ୍ପର୍କୀୟଙ୍କ ନାଁରେ ୨ଟି ଗ୍ରାମୀଣ ଆବାସ ଘର ହାତେଇବା ବଲାଙ୍ଗୀର ସଦର ବ୍ଲକ ଲୋଇସିଂହା ଥାନା ଅନ୍ତର୍ଗତ ମନହୀରା ପଞ୍ଚାୟତର ସରପଞ୍ଚ ବ୍ରଜ ପୁଟେଲଙ୍କୁ ମହଙ୍ଗା ପଡିଛି। ପ୍ରଶାସନିକ ତଦନ୍ତ ପରେ ରାଜ୍ୟ…

ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି, ରୋହିତ

ଦୁବାଇ,୨୭ା୧- ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମାଙ୍କ ରାଜୁତି ଜାରି ରହିଛି। ଦୁହେଁ ଶୀର୍ଷ ଦୁଇ ସ୍ଥାନ ବଜାୟ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ କୋହଲି ଦୁଇଟି ଅର୍ଦ୍ଧଶତକୀୟ ଇନିଂସ…

ଶାଗ ତୋଳିବାକୁ ଯାଇ ଫେରିଲେନି ମହିଳା: ୩ ଦିନ ପରେ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୨୭ା୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାର୍ଗୁଣାପଲ୍ଲୀ ଗ୍ରାମଠାରୁ ୧ କି.ମି ଦୂର ବିଲରେ ଥିବା ଏକ କୂଅରୁ ବୁଧବାର ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି। ସେ ହେଲେ ଶାର୍ଗୁଣାପଲ୍ଲୀର ନାରସୁ ନାହାକ (୩୦)। ନାରସୁ ରବିବାର ଶାଗ…

ଦଳର ଏକମାତ୍ର ବିଧାୟକଙ୍କ ଇସ୍ତଫା

ଚଣ୍ଡିଗଡ଼,୨୭।୧: ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନକରି ଭାରତୀୟ ଜାତୀୟ ଲୋକଦଳ(ଆଇଏନ୍‌ଏଲ୍‌ଡି) ନେତା ଅଭୟ ସିଂ ଚୌଟାଲ ବୁଧବାର ହରିୟାଣା ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନୂଆଦିଲ୍ଲୀରେ ମଙ୍ଗଳବାର ହୋଇଥିବା ହିଂସାର ଗୋଟିଏ ଦିନ…

ଭାରତରୁ କରୋନା ଟିକା କିଣିବ ଶ୍ରୀଲଙ୍କା

କଲମ୍ବୋ,୨୭।୧: ଭାରତରୁ ୨ରୁ ୩ ମିଲିୟନ ଡୋଜ କରୋନା ଟିକା କିଣିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସାଙ୍କ ପରାମର୍ଶଦାତା ଲଲିଥ ୱିରାଟୁଙ୍ଗା ସୂଚନା ଦେଇଛନ୍ତି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟରେ ପ୍ରସ୍ତୁତ କୋଭିସିଲ୍ଡ ଟିକା କିଣିବ ପାଇଁ ଇଚ୍ଛା ପ୍ରକଟ କରିଛି। ଏଥିପୂର୍ବରୁ…

ଅନ୍ତିମ ବଲରେ ଛକା ମାରି ବରୋଦାକୁ ସେମିଫାଇନାଲ ଟିକେଟ୍‌ ଦେଲେ ସୋଲାଙ୍କି

ଅହମ୍ମଦାବାଦ,୨୭ା୧- ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ବୁଧବାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ହରିୟାଣାକୁ ୮ ଉଇକେଟରେ ହରାଇ ଦେଇଛି ବରୋଦା। ଏହି ବିଜୟ ସହ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ମାତ୍ର ୧୪୯ ରନ୍‌ର ଟାର୍ଗେଟ ପିଛା କରୁଥିଲା…

ଜାତୀୟ ପତାକା ନୁହେଁ ଧାର୍ମିକ ପତାକା

ନୂଆଦିଲ୍ଲୀ, ୨୭।୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଜାନୁଆରୀ ୨୬ ଦିନ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଥିଲା। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ପ୍ରକୃତରେ ଏହା ଜାତୀୟ ପତାକା ନ ଥିଲା, ଏହା…

୧୮ରେ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ,୨୭ା୧- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ନିଲାମ ପ୍ରକ୍ରିୟା ଆସନ୍ତା ମାସ ୧୮ ତାରିଖରେ ଚେନ୍ନାଇଠାରେ ଅନୁଷ୍ଠିତ ହେବ। ଏ ନେଇ ବୁଧବାର ଟୁଇଟର ଯୋଗେ ଆଇପିଏଲର ଆୟୋଜକମାନେ ଘୋଷଣା କରିଛନ୍ତି। ଚେନ୍ନାଇରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର…

ଲକ୍ଷାଧିକ ଟଙ୍କାର କଫ ସିରପ୍‌ ଜବତ, ୨ ଗିରଫ

ବଲାଙ୍ଗୀର ଅଫିସ,୨୭।୧: ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥର ବାରପୁଡଗିଆ ନିକଟରେ ଏକ ବେଆଇନ କଫ ସିରପ୍‌ ବୋଝେଇ ଗାଡ଼ି (ଓଡି୩୧-୦୭୮୬)କୁ ସଦର ଥାନା ପୋଲିସ ଜବତ କରିଛି। ଏହା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ…

ବିବାହ ବନ୍ଧନରେ ଅଭି-ପ୍ରଜ୍ଞା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭି-ପ୍ରଜ୍ଞା। ଟେଲିପରଦାର ଏହି ହିଟ୍‌ ଯୋଡ଼ି ରିଅଲ୍‌ରେ ନୁହେଁ ବରଂ ରିଲରେ ଏକାଠି ହୋଇଛନ୍ତି। ଦର୍ଶକମାନେ ଏହି ଦିନକୁ ଅପେକ୍ଷା କରି ରହିଥିବା ବେଳେ ଶେଷରେ ଧାରାବାହିକ ‘କୁମ୍‌କୁମ ଭାଗ୍ୟ’ର ଆଗାମୀ ଏପିସୋଡରେ ବିବାହ…

କୁକୁର ପାଇଁ ଏମିତି ବସ ଲିଫ୍ଟ କରିଛନ୍ତି ମାଲିକ

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ…

ଜୀବନରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ, ହୋଇଯିବେ ଦରିଦ୍ର

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଜଣାଶୁଣା। ସେ ଜଣେ ଦକ୍ଷ ରାଜନେତା, ଚତୁର କୂଟନୀତିଜ୍ଞ ତଥା ଭଲ ଅର୍ଥନୀତିଜ୍ଞ ଭାବରେ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ। ଆଜି ବି ଚାଣକ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?