Posted inଫୁରସତ

୧୦ ବର୍ଷ ହେଲା ହାତ ଧୋଇନାହାନ୍ତି ଏହି ଟିଭି ଆଙ୍କର, ଏମିତି ବଖାଣିଲେ ସତ

ଆମେରିକାର ଏକ ଟିଭି ଚ୍ୟାନେଲର ଜଣେ ହୋଷ୍ଟ ତଥା ଆଙ୍କର ଗତ ୧୦ ବର୍ଷ ହେଲା ହାତ ଧୋଇନାହାନ୍ତି। ଏ ବିଷୟରେ ନିଜେ ଖୁଲାସା କରିଛନ୍ତି। ଆମେରିକୀୟ ଟିଭି ଆଙ୍କର ପିଟ୍‌ ହେଗସେଥ ସର୍ବସମ୍ମୁଖରେ ଏହି କଥାର ସତ୍ୟତା ପ୍ରକାଶ କରିଛନ୍ତି। ସେ ଫାକ୍ସ ନ୍ୟୁଜ୍‌ ଶୋ’ରେ ହୋଷ୍ଟ କରୁଥିଲେ। ସେ କହିଛନ୍ତି, ୧୦ ବର୍ଷ ହେଲା ହାତ ଧୋଇନାହାନ୍ତି। ଏହାର କାରଣ ହେଲା ଜୀବାଣୁ ଯେକୌଣସି ଜିନିଷରେ ବାସ୍ତବ ହୁଏ କି ନାହିଁ ତାହା ଜାଣିବା ପାଇଁ ଏପରି କରିଛନ୍ତି। ସେ କହିଛନ୍ତି, ଜୀବାଣୁକୁ ସେ ଦେଖିପାରିବେ ନାହିଁ। ତେଣୁ ସେ ଜୀବାଣୁର ଅସ୍ତିତ୍ୱ ଉପରେ ବିଶ୍ୱାସ କରନ୍ତି ନାହିଁ। ସେ କୁହନ୍ତି, ସଂକ୍ରମକ ସୂକ୍ଷ୍ମ ଜୀବାଣୁରୁ ହୋଇ ନ ଥାଏ। ସେ କହିଛନ୍ତି ଦିନେ ତାଙ୍କ ବନ୍ଧୁଙ୍କ ସହ ପିଜା ଖାଇବା ସମୟରେ ବନ୍ଧୁ ଜଣଙ୍କ ତାଙ୍କର ମଜା ଉଡ଼ାଇଥିଲେ। ଏହା ପରେ ସେ ସତ କଥା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନର୍କର ଦ୍ୱାର

ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ମଣିଷ ଅନେକ ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଉଛି। ହେଲେ ଏବେବି ପୃଥିବୀରେ ଏଭଳି ଅନେକ...

ତିମି ମାଛ ପେଟରୁ ବାହାରିଲା ୧୦୦ କିଲୋ ପ୍ଲାଷ୍ଟିକ୍‌

ସ୍କଟଲାଣ୍ଡ,୪।୧୨: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଘଟିଛି। ଲୁସକେନଟାୟାର...

ସର୍କସ ଦେଖାଉଛି ମାଙ୍କଡ଼ ଛୁଆ

ର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ରେନତ୍‌ ଅଗ୍‌ଜାମୋଭ୍‌: ବକ୍ସିଂ ଚାମ୍ପିୟନରୁ ସେଲିବ୍ରିଟି କେକ୍‌ ମେକର୍‌

ରେନତ୍‌ ଅଗ୍‌ଜାମୋଭ୍‌ ଦିନେ ଥିଲେ ଜଣେ ବକ୍ସିଂ ଚାମ୍ପିୟନ। ହେଲେ ଏବେ ସେ ପରିଚିତ ସେଲିବ୍ରିଟି କେକ୍‌ ମେକର୍‌ ଭାବେ। ତାଙ୍କର ପ୍ରତ୍ୟେକ କେକ୍‌ ଗୋଟିଏ...

ଦେଶପ୍ରୀତିରେ ଭ୍ରମଣ

ସ୍ବାଧୀନତା ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଦେଶପ୍ରୀତି ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥାଏ। ତେଣୁ ଏହି ବିଶେଷ ଦିବସରେ କେଉଁ...

ଅନ୍ୟକୁ ଜନ୍ମଦିନରେ ଦେଇଥାନ୍ତି କୋଟି କୋଟି ଟଙ୍କାର ଉପହାର, ହେଲେ ନିଜ ଜନ୍ମଦିନ ପାଳନ୍ତି ନାହିଁ ମୁକେଶ ଅମ୍ବାନୀ; ବ୍ୟକ୍ତିଗତ ଜୀବନରେ ସେ ଏଭଳି..

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ। ଯଦିଓ ବ୍ୟବସାୟୀ ଭାବେ ତାଙ୍କୁ ଅନେକ ଲୋକ ଜାଣନ୍ତି କିନ୍ତୁ...

ଘଣ୍ଟା ପ୍ରତି ୧୦୦୦ କିଲୋମିଟର ବେଗରେ ଗଡ଼ିବ ଏହି ଟ୍ରେନ୍‌

ବୁଲେଟ ଟ୍ରେନ୍‌ ଠାରୁ ୩ ଗୁଣ ଦ୍ରୁତଗତିରେ ଗଡ଼ିବ ଏକ ଟ୍ରେନ୍‌। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। କାନାଡାର ଷ୍ଟାର୍ଟଅପ୍‌-ଟ୍ରାନ୍ସପ୍ୟାଡ୍‌ ଏପରି ଅସମ୍ଭକୁ...

ବେଙ୍ଗର ଦାମ୍‌ ଦେଢ଼ ଲକ୍ଷ

ଦୁନିଆର ସବୁଠୁ ବିଷାକ୍ତ ବେଙ୍ଗ ବିଷୟରେ ଜାଣନ୍ତି କି? ଯଦି ନା ତେବେ ଏମିତି ଏକ ବେଙ୍ଗ ବିଷୟରେ କହିବୁ ଯେ କି ସବୁଠୁ ବିଷାକ୍ତ...

Advertisement
Archives

Model This Week