ଅକ୍ଟୋବରରୁ ଲକ୍ଷ୍ନୌ. ଗୋରଖପୁରରେ ଆରମ୍ଭ ହେବ କୋଭାକ୍ସିନର ପରୀକ୍ଷଣ
ଲକ୍ଷ୍ନୌ,୨୫ ।୯: ଆସନ୍ତା ଅକ୍ଟୋବରରୁ ଉତ୍ତର ପ୍ରଦେଶର ଗୋରଖପୁର ଓ ଲକ୍ଷ୍ନୌରେ କରୋନା ଭାଇରସ ପାଇଁ ପ୍ରସ୍ତୁତ ଟିକା କୋଭାକ୍ସିନର ଫେଜ୍-୩ ଟ୍ରାଏଲ ପରୀକ୍ଷା ହେବ ବୋଲି ଗୁରୁବାର ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶର ମୁଖ୍ୟ…
ଫେସ୍ବୁକ୍ରେ ଭିଡିଓ ଭାଇରାଲ୍ କରି ୩ ଗିରଫ
ଭବାନୀପାଟଣା,୨୫।୯(ଡି.ଏନ୍.ଏ.): ଫେସ୍ବୁକ୍ରେ ମିଥ୍ୟା ଭିଡିଓ ଭାଇରାଲ କରି ଭବାନୀପାଟଣା ସହରର ୩ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ଭବାନୀପାଟଣା ସହର ବାହାଦୁରବଗିଚା ପଡାର ଅମିତ ଚୌଧୁରୀ, ସୁଶାନ୍ତ ପୁରୋହିତ ଓ ଗୌନ୍ତିଆପଡାର ମୋହନ ମେହେରା। ମିଥ୍ୟା ଭିଡିଓ ଭାଇରାଲ୍ ସମ୍ପୃକ୍ତି…
ପକ୍ଷାଘାତରେ ଆକ୍ରାନ୍ତ ହେଲେ ଏହି ଅଭିନେତ୍ରୀ
ହିଟଲର ଦିଦି, କୁବୁଲ ହୈ, ଇଶ୍କବାଜ ଏବଂ ତେନାଲୀ ରାମା ଭଳି ଧାରାବାହିକରେ କାମ କରିସାରିଥିବା ଟିଭି ଅଭିନେତ୍ରୀ ନିଶି ସିଂ ଭଦଲି ଫେବୃୟାରୀ ୨୦୧୯ରୁ ସ୍ବାସ୍ଥ୍ୟଗତ ସମସ୍ୟାରେ ସଂଘର୍ଷ କରୁଛନ୍ତି। ଏବେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଚିକିତ୍ସାରେ…
ଏସିଡ଼ ପୀଡ଼ିତାଙ୍କ ମୃତ୍ୟୁ ହେଲେ ଦୋଷୀଙ୍କୁ ସାରା ଜୀବନ ଜେଲରେ କାଟିବାକୁ ପଡିବ
କାଠମାଣ୍ଡୁ,୨୫ ।୯: ବେଳକୁ ବେଳ ବଢି ଚାଲିଛି ଏସିଡ୍ ଆକ୍ରମଣ ଘଟଣା । ଆଉ ଏହାପରେ ପୀଡ଼ିତା ନ୍ୟାୟ ପାଇବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହୁଛନ୍ତି । ଏହାକୁ ନେଇ ଏବେ ନେପାଳର ଆଇନ ମନ୍ତ୍ରୀ ଶିବ ମୟ…
ଏପରି ବିପଜ୍ଜନକ ରାସ୍ତା: ଯିବା ତ ଦୂରର କଥା ଦେଖିଲେ ଥରିଉଠିବ ଛାତି
ଆବଡ଼ା ଖାବଡ଼ା ରାସ୍ତାରେ ତ ଆପଣ ଚାଲିଥିବେ ନିଶ୍ଚିତ। ମାତ୍ର ସେହି ରାସ୍ତା ବିପଦପୂର୍ଣ୍ଣ ହୋଇ ନ ଥାଏ। ସେଠାରେ ଚାଲିବା ସମୟରେ ଏତେ ଭୟ ଲାଗି ନ ଥାଏ। ତେବେ ଜାଣନ୍ତୁ ଦୁନିଆର ସେହି ଭୟାନକ ରାସ୍ତା ବିଷୟରେ, ଯାହା…
ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ
ଶ୍ରୀନଗର,୨୫ ।୯: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ଫଳରେ ଶୁକ୍ରବାର ସକାଳେ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଆତଙ୍କବାଦୀମାନେ ଶୋପିଆନର ମିନି ସଚିବାଳନ ନିକଟରେ ମୁତୟନ ଥିବା ଯବାନଙ୍କ ଉପରକୁ…
ମୁମ୍ବାଇ ଛାଡି ହରିୟାଣାରେ ରହିବେ କରୀନା-ସୈଫ୍: ଜାଣନ୍ତୁ କାହିଁକି ନେଲେ ଏପରି ନିଷ୍ପତ୍ତି
କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ଶେଷ ହେବାପରେ ଏବେ ସମସ୍ତେ ପୁଣିଥରେ କାମକୁ ଫେରିଛନ୍ତି। ବନ୍ଦ ରହିଥିବା ବଲିଉଡ୍ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଅଭିନେତ୍ରୀ କରୀନା କପୁର ଫିଲ୍ମ ‘ଲାଲ ସିଂ ଚଡ୍ଢ଼ା’ର ଶୁଟିଂ ପାଇଁ…
ବିଧାନସଭା ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ
ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଆସନ୍ତା ୨୯ ତାରିଖରେ କରୋନା କଟକଣା ଭିତରେ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସର୍ବଦଳୀୟ ବୈଠକ ବସିଛି। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ…
ପ୍ରତିରକ୍ଷାମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ
ମାଙ୍ଗାଲୁରୁ,୨୫ ।୯: କରୋନା ମହାମାରୀ ସମୟରେ ଯିଏ ଯେମିତି ଭାବେ ହେଉ ସହାୟତାର ହାତ ବଢାଇନ୍ତି । ଏମିତି ଜଣେ ଛାତ୍ରୀ ହେଉଛନ୍ତି ଇସିତା ଆଚର । ଉଡୁପିର ମାଧବ କ୍ରିପା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣଙ୍କ…
କାନ୍ଥରୁ ଅମଳ ହେଉଛି ଧାନ, ଗହମ ସହ ଅନ୍ୟାନ୍ୟ ପନିପରିବା
ଆଜିକାଲି ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଆଗେଇଛି। ବିଶେଷକରି କୃଷିକ୍ଷେତ୍ରରେ ବିଭିନ୍ନ ପ୍ରକାରର ଟେକ୍ନୋଲୋଜି ଗ୍ରହଣ କରାଯାଉଛି। ଯାହାଦ୍ୱାରା ସହଜରେ ଚାଷ ହୋଇପାରିବ ଏବଂ ଅଧିକ ଅମଳ ମଧ୍ୟ ହୋଇପାରିବ। ସମସ୍ତେ ଜାଣନ୍ତି କେବଳ ଜମିରେ ଚାଷ ସମ୍ଭବ ହୋଇଥାଏ। ମାତ୍ର…
ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଜାଗା କିଣିଲେ ପାକିସ୍ତାନ ଯୁବକ!
ଇସ୍ଲାମାବାଦ,୨୫ ।୯: ପାକିସ୍ତାନ ରାୱଲ ପିଣ୍ଡି ସହର ନିବାସୀ ଜଣେ ଯୁବକ ଶୋଏବ ଅହମ୍ମଦ ବିବାହରେ ପତ୍ନୀଙ୍କୁ ଉପହାର ଦେବାକୁ ଚନ୍ଦ୍ରରେ ଏକ ଜାଗା କିଣିଥିବା ପ୍ରକାଶ କରିଛନ୍ତି । ସେ ସେଠରେ ‘ସି ଅଫ୍ ଭେପର’ ବା ବାଷ୍ପ ସମୁଦ୍ର…
ଜାଣନ୍ତୁ ପ୍ରଥମ ଡେଟ୍ରେ ପ୍ରିୟଙ୍କାଙ୍କୁ କାହିଁକି ଚୁମ୍ବନ କରି ନ ଥିଲେ ନିକ୍
ବଲିଉଡ୍ରେ ଯେତେବେଳେ ଚର୍ଚ୍ଚିତ ଯୋଡ଼ିଙ୍କ ବିଷୟରେ ଆଲୋଚନା କରାଯାଏ ସେତେବେଳେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ନାମ ସାମ୍ନାକୁ ଆସିଥାଏ। ଏହି ଯୋଡ଼ି ସାରା ବିଶ୍ୱରେ ସେମାନଙ୍କର ଲୋକପ୍ରିୟତା ବିସ୍ତାର କରିଛନ୍ତି। ତାଙ୍କ କେମେଷ୍ଟ୍ରିଠାରୁ ଆରମ୍ଭ କରି ତାଙ୍କର ପ୍ରତ୍ୟେକ…
Archives


