Home Left

 କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ଚାହୁଁଥିଲେ …

ସୁସ୍ଥ ଏବଂ ନିରୋଗ ଶରୀର ସମସ୍ତେ ଚାହିଁଥାନ୍ତି। ସେଥିପାଇଁ କିଏ ବ୍ୟାୟାମ କରନ୍ତି ତ ଆଉ କିଏ ଭିଟାମିନ ବଟିକା ଖାଇଥାନ୍ତି। ତେବେ ସୁସ୍ଥ ରହିବା ପାଇଁ ପ୍ରତିଦିନ ଅଧଘଣ୍ଟାରୁ ଘଣ୍ଟାଏ ବ୍ୟାୟାମ କରିବା ସହ ଖାଦ୍ୟରେ ଗୋଟିଏ ଲେଖାଏ ଫଳ…

ସଞ୍ଜୟଙ୍କ ନୂଆ ଲୁକ୍ ଦେଖି ଖୁସି ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ନିକଟରେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ହେବା ଖବର ହଠାତ୍ ସମସ୍ତଙ୍କୁ ଚମକାଇ ଦେଇଥିଲା । ହେଲେ ଏହା ଜଣାପଡିବା ପରେ ସଞ୍ଜୟ ଏହାର ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ଏବେ ସଞ୍ଜୟ କିଛିଦିନର…

ଅଡୁଆରେ କରନଙ୍କ ଧର୍ମା ପ୍ରଡକ୍ସନ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । ହେଲେ ଏପଟେ ଏହି ମାମଲା ସହ ଯୋଡି ହୋଇ ଯାଇଛି ଡ୍ରଗ୍ସ ମାମଲା । ଏହି…

ଜିମ୍‌ ସାଇକେଲ୍‌ରେ ଏପରି ଗହମ ପେଷୁଛନ୍ତି ମହିଳା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଘରେ ବସି ନିଜର ଜ୍ଞାନକୌଶଳ ପ୍ରୟୋଗ କରି ବେଶ୍‌ ଆରାମରେ ଗହମ ପେଷୁଛନ୍ତି। ସେ ନିଜ ଜିମ୍‌ ସାଇକେଲ ସାହାଯ୍ୟରେ ଏହି ଗହମ ପେଷୁଛନ୍ତି। ଏକା…

ଲକ୍‌ଡାଉନ ସମୟରେ ସାମ୍ନାକୁ ଆସିଛି ପୋଲିସର ମାନବିକତା: କେନ୍ଦ୍ର

ନୂଆଦିଲ୍ଲୀ, ୨୬ ।୯: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକ୍‌ଡାଉନ ସମୟରେ ପୋଲିସର ପ୍ରତିକ୍ରିୟାକୁ ନେଇ ଏକ ବିଶ୍ଳେଷଣ କରିଥିଲା । ଏଥିରୁ ଜଣାପଡିଛି ଯେ ଲକ୍‌ଡାଉନ ସମୟରେ ପୋଲିସର ମାନବିକତା…

କାର୍‌ ପାର୍କିଂ ପାଇଁ ବିଏମ୍‌ସିର ଉଚ୍ଛେଦ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ୟୁନିଟ୍‌-୨ ମାର୍କେଟ ବିଲଡିଂ ପାର୍ଶ୍ୱରେ ନିର୍ମାଣାଧୀନ ବହୁତଳ କାର୍‌ ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ ଉଠାଦୋକାନୀଙ୍କୁ ଶନିବାର ଉଚ୍ଛେଦ କରିଛି ବିଏମ୍‌ସି। ବେଆଇନ ନିର୍ମାଣ ଅଭିଯୋଗରେ ପୋଲିସ ସହାୟତାରେ ବୁଲ୍‌ଡୋଜର ଲଗାଇ ବିଏମ୍‌ସି ପକ୍ଷରୁ ଏହି ଉଚ୍ଛେଦ…

ଆମପାଣି ରାଜସ୍ବ ନିରୀକ୍ଷକ ଲାଞ୍ଚ ନେବା ଭିଡିଓ ଭାଇରାଲ୍‌

ଭବାନୀପାଟଣା,୨୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଆମପାଣି ଆର୍‌ଆଇ ଲାଞ୍ଚ ନେଉଥିବା ଦର୍ଶାଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ବ୍ୟକ୍ତି ମ୍ୟୁଟେସନ୍‌ ପାଇଁ କହିଲା ପରେ ସମ୍ପୃକ୍ତ ଆର୍‌ଆଇ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।…

ଭାରତ-ଇସ୍ରାଏଲ ମିଳିତ ଭାବେ ପ୍ରସ୍ତୁତ କରିବେ ହାଇଟେକ୍ ଅସ୍ତ୍ର ପ୍ରଣାଳୀ

ନୂଆଦିଲ୍ଲୀ,୨୬ ।୯: ଭାରତ ଓ ଇସ୍ରାଏଲ ସେମାନଙ୍କର ପ୍ରତିରକ୍ଷା ସହଭାଗିତାକୁ ଆହୁରି ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ଉଭୟ ଦେଶ ଉଚ୍ଚ ବୈଷୟିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସହ-ବିକାଶ ଓ ସହ-ଉତ୍ପାଦନ କରିବାକୁ ଚାହୁଁଛନ୍ତି । ଏହାକୁ ସେମାନେ ସେମାନଙ୍କ…

ବରଗଡ଼ରେ ପୁଣି ୧୦୬ ଜଣଙ୍କୁ କରୋନା: ସଂକ୍ରମଣ ଅଣାୟତ୍ତ

ବରଗଡ଼ ଅଫିସ,୨୬।୯: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଗତ କିଛିଦିନ ହେଲା, ପ୍ରତିଦିନ ଶହେରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ଏହା ଜିଲାବାସୀଙ୍କ ପାଇଁ ଚିନ୍ତାଜନକ ହୋଇ ପଡିଛି। ଶନିବାର ଜିଲାରେ ୧୦୬…

କରୋନା ଟିକା ପ୍ରସ୍ତୁତ କରିଥିବା ଦାବିକଲେ ଯୁବକ: ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଖୋଳତାଡ଼ ଆରମ୍ଭ

ବରଗଡ଼ ଅଫିସ,୨୬।୯: ବିଶ୍ୱରେ କରୋନା(କୋଭିଡ-୧୯) ସଂକ୍ରମଣ ବ୍ୟାପି ଚାଲିଛି । ଏ ପର୍ଯ୍ୟନ୍ତ ଏହାର କୌଣସି ଠୋସ ପ୍ରତିଷେଧକ ଔଷଧ କିମ୍ବା ଭ୍ୟାକସିନ୍‌ ବାହାରି ପାରି ନାହିଁ। ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ( ଡବ୍ଲୁଏଚ୍‌ଓ) ତଥା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦିନରାତି…

ବର୍ଷାରେ ଭୁଶୁଡ଼ିଲା ଘର: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କେନ୍ଦୁଝର,୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେଣ୍ଟଲାପଶି ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଶୁକ୍ରବାର ରାତିରେ ବର୍ଷା ହୋଇ ଏକ ଭୁଶୁଡ଼ି ପଡ଼ିଛିି। ଗ୍ରାମର ହେବାରୁ ବେହେରାଙ୍କ ମାଟି ଘର କାନ୍ଥ ଭୁଶୁଡ଼ି ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୬।୯: ରାମ ଜନ୍ମ ଭୂମି ମାମଲା ଶେଷ ପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି। ଏବେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଅଦାଲତରେ ପହଞ୍ଚିଛି। ବିବାଦୀୟ ୧୩.୩୭ ଏକର ଜମି ନେଇ ମାମଲା ମଥୁରା ଏକ କୋର୍ଟରେ ପହଞ୍ଚିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri