ବିବାହ ବନ୍ଧନରେ ଅଭି-ପ୍ରଜ୍ଞା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭି-ପ୍ରଜ୍ଞା। ଟେଲିପରଦାର ଏହି ହିଟ୍‌ ଯୋଡ଼ି ରିଅଲ୍‌ରେ ନୁହେଁ ବରଂ ରିଲରେ ଏକାଠି ହୋଇଛନ୍ତି। ଦର୍ଶକମାନେ ଏହି ଦିନକୁ ଅପେକ୍ଷା କରି ରହିଥିବା ବେଳେ ଶେଷରେ ଧାରାବାହିକ ‘କୁମ୍‌କୁମ ଭାଗ୍ୟ’ର ଆଗାମୀ ଏପିସୋଡରେ ବିବାହ ଦେଖିବାକୁ ମିଳିବ। ଅନେକ ବାଧାବିଘ୍ନ ସତ୍ତ୍ୱେ ଏହା ସମ୍ଭବ ହୋଇଛି।

ଏକତା କପୁରଙ୍କ ଏହି ଶୋ’ ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରିଆସୁଛି। ପ୍ରଜ୍ଞାଙ୍କ ଭୂମିକାରେ ସ୍ମୃତି ଝା ନଜର ଆସୁଥିବା ବେଳେ ଶବ୍ବିର ଆହ୍ଲୁବାଲିଆ ଅଭିଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ପରଦାରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ଭଲ ପାଉଥିଲେ ହେଁ ଅସଲ ଜୀବନରେ ଶବ୍ବିର ବିବାହିତ ଅଟନ୍ତି। ଅପରପକ୍ଷେ ସ୍ମୃତି ଲୁଚିଛପି ପ୍ରେମରେ ପଡ଼ିବାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତୀଶଙ୍କ ଅନ୍ତିମ ଇଚ୍ଛା ପୂରଣ କରିବେ ପୁତୁରା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମାର୍ଚ୍ଚ ୯ରେ ପରଲୋକ ଘଟିଛି। ସ୍ବର୍ଗତ ଅଭିନେତାଙ୍କ ପୁତୁରା ନିଶାନ୍ତ ତାଙ୍କର ସମସ୍ତ ଶେଷ...

ଗୋଟିଏ ଦିନରେ ୪୦ ସିଗାରେଟ୍‌ ଟାଣୁଥିଲେ ଏହି ପ୍ରସିଦ୍ଧ ଗାୟକ: ଆଉ ତା’ପରେ..

ଜଣାଶୁଣା ଗାୟକ ତଥା ସଙ୍ଗୀତକାର ବିଶାଲ ଡଡଲାନି ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବିଶାଲ ୨୮ ଜୁନ ୧୯୭୩ ରେ ଜନ୍ମ ହୋଇଥିଲେ, ଅର୍ଥାତ୍‌...

ବ୍ରେକ୍‌ଅପ୍‌ ପରେ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ର୍ରୀ ସୁସ୍ମିତା ସେନ୍‌ ଇଣ୍ଡଷ୍ଟ୍ରିରେ ନିଜର ସୁନ୍ଦର ଚେହେରା ଏବଂ ବୋଲ୍ଡନେସ୍‌କୁ ନେଇ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ସୁସ୍ମିତା ପ୍ରଫେଶନାଲ ଲାଇଫ୍‌ଠାରୁ ଆରମ୍ଭ...

ସପ୍‌ନାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଭାଉଜ

ବମ୍ବେ: ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ। ତାଙ୍କ ସହ ଭାଇ କର୍ଣ୍ଣ ଏବଂ ମା’ ନୀଲମ୍‌ଙ୍କ ବିରୋଧରେ ଭାଉଜ ପାଲଓ୍ବାଲ ମହିଳା ଥାନାର...

ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ...

ମା’ଙ୍କ ମଙ୍ଗଳସୂତ୍ର ପିନ୍ଧିଥାନ୍ତି ଏହି ଲୋକପ୍ରିୟ ଗାୟକ, କାରଣ ଜାଣିଲେ…

ବମ୍ବେ: ବାପାଙ୍କ ମୃତ୍ୟୁ ପରେ ମା’ଙ୍କ ମଙ୍ଗଳସୂତ୍ର ପିନ୍ଧୁଛନ୍ତି ଲୋକପ୍ରିୟ ଗାୟକ ପଳାଶ ସେନ। କଥାଟି ଅନେକଙ୍କୁ ଅଜବ ଲାଗିପାରେ। ହେଲେ ସେ ଯେବେ ବି...

ଘରକୁ କେବେ ଆସିବ? ଉତ୍ତରରେ ଦୀପିକାଙ୍କୁ ରଣବୀର କହିଲେ…

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବଲିଉଡ୍‌ର ମୋଷ୍ଟ ସେଲିବ୍ରିଟି କପଲ ଭାବେ ଜଣାଶୁଣା। ଜଣେ ଜଣଙ୍କୁ ବହୁତ ଭଲପାଆନ୍ତି। ଏବେ...

ପୂର୍ବତନ ସ୍ବାମୀଙ୍କୁ ‘ଅଲ୍‌ ଦ ବେଷ୍ଟ୍‌’ କହିଲେ ମଲାଇକା

ଗତ କିଛି ଦିନ ହେବ ଅଭିନେତା ଅରବାଜ ଖାନ ଏବଂ ମଲାଇକା ଆରୋରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଛାଡପତ୍ର ପରେ ପ୍ରଥମଥର ପାଇଁ ଉଭୟ...

Advertisement
Archives

Model This Week