ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା: ଆଜିଠୁ ୭ ଦିନ ବନ୍ଦ ରହିବ ରାଇକିଆର ଦୋକାନ ବଜାର
ରାଇକିଆ,୨୬।୯(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବଢୁଛି ପାଜିଟିଭଙ୍କ ସଂଖ୍ୟା। ଗତ ଏକ ମାସ ହେଲା ଦୋକାନ ବଜାର ଖୋଲିଲା ପରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଗୋଟିଏ ପଟେ ଟେଷ୍ଟ କମ୍ ହଉ ଥିବା ବେଳେ ବହୁ ସଂଖ୍ୟରେ…
ଅପହରଣ ପରେ ଆକ୍ରମଣ କରି ଲୁଟିଲେ
ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାତି ହେଲେ ଖଣ୍ଡଗିରି ଥାନା ଅଞ୍ଚଳରେ ଚାଲୁଛି ନିଶାଡ଼ି ଓ ଲୁଟେରାଙ୍କ ରାଜ୍। ଗତ ସପ୍ତାହରେ ଆନ୍ଧ୍ରରୁ ଆଳୁ ନେଇ ଆସିଥିବା ଟ୍ରକ୍ ଡ୍ରାଇଭରଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟି ନେଇଥିବାବେଳେ ଗୁରୁବାର ରାତିରେ ଆଉଏକ ବଡ଼ଧରଣର ଘଟଣା ଘଟାଇଛନ୍ତି ଲୁଟେରା।…
ପୁରୀ, କୋଣାର୍କକୁ ଗଡ଼ିବ ‘ମୋ ବସ୍’
ଭୁବନେଶ୍ୱର,୨୬।୯(ବ୍ୟୁରୋ): ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହେବ। ଆସନ୍ତା ୨୭ ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସରୁ ମୋ ବସ୍ ସେବା ଆରମ୍ଭ ହେବ ବୋଲି ମୋ ବସ୍ ପରିଚାଳନା ସଂସ୍ଥା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)…
‘ଚାଇନାରୁ ଆସିଛି କରୋନା’ ଏକଥା କେବେ ଭୁଲିବେ ନାହିଁ ଟ୍ରମ୍ପ: କ୍ଷମତାକୁ ଆସିଲେ କାଟିବେ ସମ୍ପର୍କ
ୱାଶିଂଟନ,୨୬ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କହିଛନ୍ତି କରୋନା ଭାଇରସ ଯେ ଚାଇନାରୁ ଆସିଛି ସେ ଏହାକୁ କେବେବି ଭୁଲିବେ ନାହିଁ । ଯଦି ଏଥର ଆମେରିକାବାସୀ ତାଙ୍କୁ ଶାସନ କ୍ଷମତା ଦେବେ ତେବେ ସେ ଚାଇନା ଉପରେ…
ଟ୍ରେନ୍ ଚଳାଚଳରେ ପ୍ରତିବନ୍ଧକ ନାହିଁ
ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାଜ୍ୟରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବାକୁ ରାଜ୍ୟ ସରକାର ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ତଥା ଆଇଆର୍ଟିଏସ୍ ଅଧିକାରୀ ମନୋଜ କୁମାର ମିଶ୍ର ଶୁକ୍ରବାର ଏ…
ସ୍ବତନ୍ତ୍ର ପ୍ୟାକେଜ ଦାବିକଲେ କ୍ଷତିଗ୍ରସ୍ତ
ପୁରୀ ଅଫିସ,୨୬।୯: ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍ (ଆର୍ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଚାଲିଛି। ମାତ୍ର ଏହି ପ୍ରକଳ୍ପ ଲାଗି କ୍ଷତିଗ୍ରସ୍ତ ହେବାକୁ ଥିବା ଜନସାଧାରଣ ଓ ବ୍ୟବସାୟୀ ଶୁକ୍ରବାର ଅତିରିକ୍ତ ଜିଲାପାଳଙ୍କୁ ଭେଟିଛନ୍ତି। କରୋନାକୁ ନଜରରେ…
ନାଗା ସାଧୁଙ୍କୁ ଛାଡ଼ିଲାନି ପୋଲିସ
ପୁରୀ ଅଫିସ,୨୬।୯: ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗା ସାଧୁମାନେ ଶୁକ୍ରବାର ଶ୍ରୀମନ୍ଦିର ନିକଟରେ ଧାରଣା ଦେଇଥିଲେ। ସେମାନେ ଲଙ୍ଗୁଳି ମଠକୁ ଯିବା ଲାଗି ଉଦ୍ୟମ କରୁଥିବାବେଳେ ପୋଲିସ ଛାଡ଼ିି ନ ଥିଲା। ଏ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରି…
ବଜାର ବୁଲି ସଚେତନ କଲେ ପୋଲିସ କମିଶନର
ଭୁବନେଶ୍ୱର,୨୬।୯(ବ୍ୟୁରୋ): ଭୁବନେଶ୍ୱରରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ଏବେ ବି ଜଟିଳ ସ୍ଥିତି ଜାରି ରହିଛି। ଅମାନିଆଙ୍କ ପାଇଁ ସଂକ୍ରମଣ ବଢ଼ୁଥିବାବେଳେ ଦିନକୁ ୩ଶହ ଉପରେ ପଜିଟିଭ୍ ବାହାରୁଛନ୍ତି। ସେହିଭଳି ଏହି ମହାମାରୀ ଏକାଧିକ ଜୀବନ ନେଉଛି।…
୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୬।୯(ବ୍ୟୁରୋ): ଓଡିଶା ଉପକୂଳରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗରି, କୋରାପୁଟ, ରାୟଗଡା, ଗଜପତି…
୨୮ରେ ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ୱର ୨୬।୯(ବ୍ୟୁରୋ): ବିଜେଡି ବିଧାୟକ ଦଳ ବୈଠକ ଆସନ୍ତା ୨୮ ତାରିଖ ଅପରାହ୍ନ ୫ଟା ୩୦ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ବୈଠକରେ ସମସ୍ତ ବିଧାୟିକା ଓ ବିଧାୟକମାନଙ୍କୁ ଯୋଗ ଦେବା ପାଇଁ ଶୁକ୍ରବାର ସରକାରୀ ମୁଖ୍ୟସଚେତକ ଚିଠି…
ଦିଲ୍ଲୀ ସରକାରଙ୍କ ବଡ ଘୋଷଣା: ୨୪ ଘଣ୍ଟା ପ୍ରତିଘରକୁ ଯୋଗାଇ ଦିଆଯିବ ପାଣି
ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ଶନିବାର ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଏବେ ଦିଲ୍ଲୀରେ ୨୪ ଘଣ୍ଟା ବିଜୁଳି ସହ ୨୪ ଘଣ୍ଟା ପାଣି ବି ମିଳିବ । ଏହି ଲକ୍ଷ୍ୟ…
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬।୯(ବ୍ୟୁରୋ): ଓଡ଼ିଶୀ ସଙ୍ଗୀତ (ଭୋକାଲ ଓ ଇନଷ୍ଟ୍ରୁମେଣ୍ଟ)କୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ…
Archives


