Home Left

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୨୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଶିବସେନା ଏମ୍‌ପି…

ସ୍ବାମୀଙ୍କୁ ଜେଲ୍‌ ପଠାଇବାର ଦୁଇଦିନ ପରେ ଏମିତି କହିଲେ ଅଭିନେତ୍ରୀ

ଅଭିନେତ୍ରୀ ପୁନମ ପାଣ୍ଡେ ନିଜ ବୋଲ୍ଡ ଅନ୍ଦାଜକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ପୁନମ ଏବଂ ବିବାଦ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି। କିଛି ସପ୍ତାହ ପୂର୍ବରୁ ପୁନମ ସାମ ବମ୍ବେଙ୍କୁ ବିବାହ କରିଥିଲେ। ଏନେଇ ସେ ସୋସିଆଲ ମିଡିଆ…

ଜେଡିୟୁରେ ସାମିଲ ହେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା,୨୭।୯-ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ଜନତା ଦଳ ୟୁନାଇଟେଡ(ଜେଡିୟୁ )ରେ ସାମିଲ ହୋଇଛନ୍ତି ରାଜ୍ୟର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ରବିବାର ଗୁପ୍ତେଶ୍ବର ଜେଡିୟୁର ସଦସ୍ୟତା ହାସଲ କରିଛନ୍ତି। ପ୍ରକାଶ ଯେ, ଗତ…

ସିଏସ୍‌କେକୁ ଅନଫଲୋ କଲେ ରାଇନା

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏଥର ଆଇପିଏଲରୁ ଓହରି ଯାଇଛନ୍ତି। ଏହା ସତ୍ତ୍ୱେ ସେମାନେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଦୁଇଟି ପରାଜୟ ପରେ ରାଇନାଙ୍କୁ ଦଳକୁ ଫେରାଇ ଆଣିବାକୁ କ୍ରିକେଟ ପ୍ରେମୀମାନେ ଦାବି କରିଛନ୍ତି। କିନ୍ତୁ…

ଦୀପିକାଙ୍କ ଆଖିରେ ୩ଥର ଆସିଥିଲା ଲୁହ

ବଲିଉଡର କିଛି କଳାକାର ଏବେ ଡ୍ରଗ୍ସକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନାର୍କୋଟିକ୍ସ କଣ୍ଡ୍ରୋଲ ବ୍ୟୁରୋ(ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଆକ୍ସନ ମୋଡରେ ପଚରାଉଚରା କରିଛି। ଏହାସହ ଏହି ୩ ଅଭିନେତ୍ରୀଙ୍କ ମୋବାଇଲ ମଧ୍ୟ…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ମହେନ୍ଦ୍ର ସିଂ ଧୋନୀଙ୍କୁ ଟି-୨୦ ଏବଂ ଏକଦିବସୀୟ କ୍ରିକେଟର୍‌ ବାଦ୍‌ଶାହ ବୋଲି କୁହାଯାଏ। ତାଙ୍କ ନାଁରେ ଅନେକ ରେକର୍ଡ ମଧ୍ୟ ରହିଛି। ଏବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବାରୁ ତାଙ୍କ ନାଁରେ ଥିବା ରେକର୍ଡ ଧୀରେ ଧୀରେ ଭାଙ୍ଗିବା ଆରମ୍ଭ…

ବିଚ୍‌ ରାସ୍ତାରେ ମୃତଦେହ ଅଦଳବଦଳ, ପୂରା ଘଟଣାବଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୨୭ା୯: ସବୁବେଳେ ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟର କୈଳାସ ହସ୍ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଟପିଯାଇଛି। ଏଠାରେ ଏଥର ମୃତଦେହ ଅଦଳବଦଳ ହୋଇଛି। ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ପରିସରରେ ହୋ-ହଲ୍ଲା…

ପିଲାଦିନେ ଏମିତି ଦିଶୁଥିଲେ ସୁଶାନ୍ତ ସିଂ ରାଜପୁତ, ଫଟୋ ଶେୟାର କଲେ ଭଉଣୀ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବର୍ତ୍ତମାନ ରହସ୍ୟ ଘେରରେ। ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ, ଚେର ଲମ୍ବିବାରେ ଲାଗିଛି। ତେବେ ସୁଶାନ୍ତଙ୍କୁ ସର୍ବଦା ମନେ ପକାଉଥିବା ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଆରମ୍ଭରୁ ତାଙ୍କ ଭାଇଙ୍କୁ ନ୍ୟାୟ ଦାବି କରିଆସୁଛନ୍ତି।…

ମୋଦି ଜୀ ଟିକେ ଧୋନୀଙ୍କୁ ବୁଝାନ୍ତୁ, କାହିଁକି ଏମିତି କହିଲେ ସେହ୍ବାଗ

ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟ୍ୟାଚ୍‌ ବିଜୟରୁ ଆରମ୍ଭ କରିଥିଲା। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦଳର ଲଗାତର ପରାଜୟକୁ ନେଇ ପ୍ରଶ୍ନ ଉଠିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ କରିବା…

ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଶାନ୍ତି ଫେରିଛି: ଅମିତ ଶାହା

ନୂଆଦିଲ୍ଲୀ, ୨୭।୯: ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଶାନ୍ତି ଫେରିି ଆସିଛି। ଗତ ୫ ବର୍ଷ ଧରି ଏହି ଅଞ୍ଚଳରେ ଆର୍ଥିକ ବିକାଶ, ପର୍ଯ୍ୟଟନ ଶିଳ୍ପର ବିକାଶ ତଥା ନିଯୁକ୍ତି ସୁଯୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିନେ ହିଂସା, ଅନୁପ୍ରବେଶ ଏବଂ…

ଅନୁରାଗଙ୍କୁ ଗିରଫ କରା ନ ଗଲେ ଅନଶନରେ ବସିବେ ପାୟଲ!

ମୁମ୍ବାଇ; ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ହଇଚଇ କରିଥିବା ଅଭିନେତ୍ରୀ ପାୟଲ ଘୋଷ ନିଜ ଓକିଲଙ୍କ ସହ ଥାନାରେ ପହଞ୍ଚିଥିବା ଜଣାପଡିଛି । ସେଠାରେ ସେ ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି…

ଏମିତି ଲାଇବ୍ରେରୀ, ଯାହା ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ

ଇଟାନଗର,୨୭ା୯: ବିଶ୍ୱରେ ଅନେକ ଲାଇବ୍ରେରୀ ରହିଛି। ମାତ୍ର ଆଜି ଏମିତି ଏକ ଲାଇବ୍ରେରୀ ବିଷୟରେ କହିବୁ ଯାହା କେବେ ଆଗରୁ ଦେଖି ନ ଥିବେ କି ଶୁଣି ନ ଥିବେ। ଏହି ଲାଇବ୍ରେରୀର ନାମ ହେଉଛି ‘ଷ୍ଟ୍ରିଟ୍‌ ଲାଇବ୍ରେରୀ’। ଅରୁଣାଚଳ ପ୍ରଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri