Home Left

କ୍ଷମତାକୁ ଆସିଲେ କ୍ୟାବିନେଟର ପ୍ରଥମ ଦିନରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବେ ତେଜସ୍ୱୀ

ପାଟନା,୨୭ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବଳେ ସମସ୍ତ ରାଜନୈତିକ ଦଳ ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ନୂଆ ନୂଆ ଯୋଜନା ଘୋଷଣା କରି ଚାଲିଛନ୍ତି । ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ନେତା ତେଜସ୍ୱୀ ଯାଦବ…

ସୋମବାର ମୋଦି-ଫ୍ରେର୍ଡିକ୍‌ସେନ୍‌ ଭର୍ଚୁଆଲ୍‌ ବୈଠକ

ନୂଆଦିଲ୍ଲୀ, ୨୭।୯: ଭାରତ ଡେନମାର୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ସୋମବାର ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କ ପ୍ରତିପକ୍ଷ ମେଟେ ଫ୍ରେର୍ଡିକ୍‌ସେନ୍‌ଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ…

କେବଳ ଏହି ୨ଟି ଅଭ୍ୟାସ ପାଇଁ ମଣିଷଙ୍କ ହୋଇଥାଏ କ୍ଷତି, ସହିବାକୁ ପଡ଼େ କଷ୍ଟ

ଆଯାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ମଣିଷର କେତେକ ଅଭ୍ୟାସ ପାଇଁ ତାକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ। ଏ ନେଇ ସେ ଦୁଃଖୀ ମଧ୍ୟ ହୋଇଥାଏ। ସେହି ଅଭ୍ୟାସ ମଧ୍ୟରୁ ୨ ଟି…

ଏହି ନିର୍ଦ୍ଦେଶକ ଏବେ ଠେଲାରେ ବିକୁଛନ୍ତି ପରିବା, ଜାଣନ୍ତୁ ତାଙ୍କ ଦୁଃଖଭରା କାହାଣୀ

ମୁମ୍ବାଇ:  କେତେକ ଟେଲି ସିରିୟଲ ଏବଂ ଫିଲ୍ମରେ ନିର୍ଦ୍ଦେଶନା ଦେଇ ବେଶ୍‌ ପରିଚିତି ଲାଭ କରିଥିବା ନିର୍ଦ୍ଦେଶକ ରାମଭ୍ରିକ୍‌ ଗୌର ଆଜି ଠେଲା ଗାଡ଼ିରେ ପରିବା ବିକୁଛନ୍ତି। ଯେଉଁ କଳାକାରମାନଙ୍କୁ ସେମାନଙ୍କ ନିର୍ଦ୍ଦେଶରେ ହସାନ୍ତି ଆଉ କନ୍ଦାନ୍ତି ସେ ନିଜେ ଆଜି…

ମାଛକୁ ନ ଖାଇ କୁକୁର କରୁଛି ଏପରି

ସାଧାରଣତଃ କୁକୁର ମାଂସାସୀ ପ୍ରାଣୀ, ମାଂସ ଓ ମାଛରେ ତାହାର ଲୋଭ ଥାଏ। ସେଥିଲାଗି ସେମାନଙ୍କୁ ମାଂସ ମାଛଠାରୁ ଦୂରେଇ ରଖାଯାଏ। ଘରର ସୌନ୍ଦର୍ଯ୍ୟ ପାଇଁ ମାଛ ରଖାଗଲେ ମଧ୍ୟ ସେମାନେ କାଳେ ତାହାକୁ ମାରିଦେବେ କିମ୍ବା ଖାଇଦେବେ ସେ ନେଇ…

ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ପାଲଟିଛି ବେଙ୍ଗାଲୁରୁ: ଭାଜପା ନେତା

ନୂଆଦିଲ୍ଲୀ,୨୭ ।୯: ଦେଶରେ ଅଲକାଏଦା ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ସନ୍ଦିଗ୍ଧଙ୍କୁ ଲଗାତାର ଭାବେ ଗିରଫ କରାଯାଉଛି । ଦକ୍ଷିଣ ଭାରତରେ ବି ଆଇଏସ୍ ଓ ଅଲକାଏଦା ସହ ଜଡିତ ଥିବା କେତେଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ସାରିଲାଣି…

କରୋନା ଭାଇରସ ପରେ ଏବେ ଆମେରିକାବାସୀଙ୍କ ଚିନ୍ତା ବଢାଇଲାଣି ଏମିବା

ୱାଶିଂଟନ,୨୭ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ଆମେରିକାବାସୀ ଭୟଭିତ ହୋଇଯାଇଥିବା ବେଳେ ଏବେ ପାନୀୟ ଜଳରେ ମସ୍ତିସ୍କକୁ କ୍ଷତି ପହଞ୍ଚାଉଥିବା ଏମିବା ଦେଖିବାକୁ ମିଳିଛି । ଏବେ ଏହାକୁ ନେଇ ୮ ସହରରେ ଆଲର୍ଟ ଜାରି କରାଯାଇଥିବା ଜଣାପଡିଛି ।…

ଆଶାର ଆଲୋକ 

କ୍ୟାନ୍‌ସର ଏକ ରୋଗ; ଯାହା ଶରୀରକୁ ଦିଏ ଅସହ୍ୟ ଯନ୍ତ୍ରଣା। ଜୀବନ ମରଣର ଦୋ ଛକିରେ ଧନ୍ଦି ହୁଏ ମଣିଷ। ଭାଙ୍ଗିଯାଏ ମନୋବଳ, ମାଡିବସେ ଅବସାଦର କଳା ଛାଇ। ବେଳେବେଳେ ପିଣ୍ଡରୁ ପ୍ରାଣ ହୋଇଯାଏ ଅଲଗା। କିନ୍ତୁ କେତେଜଣ ଦୁଃସାହସୀ ମଣିଷ…

ଏଠି ସବୁକିଛି ଚକୋଲେଟ୍‌ମୟ

ପୃଥିବୀରେ ଅନେକ ଅଜବ ସଂଗ୍ରହାଳୟ ରହିଛି। ସେମିତି ଏକ ସଂଗ୍ରହାଳୟ ଅଛି ସୁଇଜରଲାଣ୍ଡରେ। ଏହି ସଂଗ୍ରହାଳୟକୁ ଚକୋଲେଟ୍‌ ପ୍ରେମୀଙ୍କ ପାଇଁ ସ୍ବର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏ ହେଉଛି ଚକୋଲେଟ୍‌ ସଂଗ୍ରହାଳୟ। ୬୫୦୦୦ ବର୍ଗ ଫୁଟ୍‌ ଅଞ୍ଚଳରେ ବ୍ୟାପ୍ତ…

ଝିଅ ବାହାଘରେ ସାପ ଯୌତୁକ

ଝିଅକୁ ବାହା କରୁଥିବା ବାପା ନିଜ ଖୁସିରେ ଝିଅକୁ ଟଙ୍କାଠୁ ଆରମ୍ଭ କରି ଗାଡି ପର୍ଯ୍ୟନ୍ତ କେତେକଣ ଉପହାରସ୍ବରୂପ ଭେଟି ଦିଅନ୍ତି। ସମାଜ ଏହାକୁ ଯୌତୁକ ବି କହେ। ତେବେ କେବେ ଶୁଣିଛନ୍ତି କୌଣସି ବାପା ଝିଅକୁ ବାହାଘରେ ଯୌତୁକ ସ୍ବରୂପ…

ସୁନିଦ୍ରା ପାଇଁ

ଭଲ ନିଦ ପାଇଁ ଶୋଇବା ଘରର ବାତାବରଣ ଶାନ୍ତ ହେବା ଜରୁରୀ। ଏଠାରେ କୌଣସି ବୈଦ୍ୟୁତିକ ଉପକରଣ ଯେମିତିକି, ଟିଭି, ମୋବାଇଲ ଆଦି ରଖନ୍ତୁ ନାହିଁ। ସୁନିଦ୍ରା ପାଇଁ ଆପଣ କେଉଁ ଦିଗରେ ଶୋଉଛନ୍ତି, ତାହା ମଧ୍ୟ ନିର୍ଭର କରିଥାଏ। ଶୋଇବା…

ଫାଟିଗଲା ରେଡ୍‌ ଓ୍ବାଇନ ଟ୍ୟାଙ୍କର, ଆଉ ତା’ ପରେ…

ମାଡ୍ରିଡ୍‌,୨୭ା୯: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ରେଡ୍‌ ଓ୍ବାଇନ୍‌ ଟ୍ୟାଙ୍କର ଫାଟି ୫୦ ହଜାର ଲିଟର ରେଡ୍‌ ଓ୍ବାଇନ୍‌ ବା ନାଲି ମଦ ପାଣି ପରି ବହୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri