ଏହି ପ୍ରକାରର ପୁଅଙ୍କ ପ୍ରତି ପ୍ରଭାବିତ ହୁଅନ୍ତି ଝିଅ…

ଝିଅମାନେ କେଉଁ ପ୍ରକାରର ପୁଅଙ୍କ ପ୍ରତି ବେଶ୍‌ ପ୍ରଭାବିତ ହୋଇଥାନ୍ତି ତାହା ଜାଣିବାକୁ ଯୁବକମାନେ ସବୁବେଳେ ଚାହିଁଥାନ୍ତି। ପୁଅଙ୍କର କେଉଁ ପ୍ରକାରର ପର୍ସନାଲିଟି ପ୍ରତି ଝିଅମାନେ ବେଶ୍‌ ଆକର୍ଷିତ ହୁଅନ୍ତି ତାହାକୁ ନେଇ ଅନେକ ପ୍ରକାରର ରିସର୍ଚ୍ଚ ମଧ୍ୟ ହୋଇଛି । ମନୋବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସବୁ ବୟସର ଝିଅମାନଙ୍କୁ ନେଇ ଏହି ପରୀକ୍ଷା କରିଥିଲେ। ଏଥିରୁ ଜଣାପଡିଲା ଯେ, ପୁଅଙ୍କୁ ପସନ୍ଦ କରିବା ପାଇଁ ଝିଅଙ୍କ ପାଖରେ କୌଣସି ଗୋଟିଏ କାରଣ ନ ଥାଏ। ସମସ୍ତଙ୍କ ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଥଟ୍ଟା-ମଜା କରୁଥିବା ପୁଅ ପସନ୍ଦ ତ ଆଉ କାହାକୁ ସାଧାସିଧା ପୁଅ। ତେବେ ପରୀକ୍ଷା ଆଧାରରେ କେଉଁ ପ୍ରକାରର ପୁଅଙ୍କ ପ୍ରତି ଝିଅମାନେ ବେଶ୍‌ ପ୍ରଭାବିତ ହୁଅନ୍ତି ଜାଣିବା ସେ ବିଷୟରେ…
ପରଫ୍ୟୁମ୍‌ ଲଗାଉଥିବା ପୁଅ:
ଇଣ୍ଟରନ୍ୟାସନାଲ ଜର୍ଣ୍ଣାନ ଅଫ୍‌ କସ୍‌ମେଟିକ୍‌ ସାଇନ୍ସରେ ପ୍ରକାଶିତ ଆର୍ଟିକଲ ଅନୁସାରେ, ଅଧିକାଂଶ ଝିଅମାନେ ପରଫ୍ୟୁମ୍‌ ଲଗାଉଥିବା ପୁଅମାନଙ୍କୁ ପସନ୍ଦ କରିଥାନ୍ତି।
ଫ୍ଲଟ କରୁଥିବା ପୁଅମାନେ: ଫ୍ଲଟ୍‌ କରୁଥିବା ପୁଅମାନଙ୍କୁ ଝିଅମାନେ ପସନ୍ଦ କରନ୍ତି ନାହିଁ ବୋଲି କୁହାଯାଏ। ମାତ୍ର ଗବେଷଣାରୁ ଏହା ଭୁଲ ପ୍ରମାଣିତ ହୋଇଛି। ଆମେରିକାର ପ୍ରସିଦ୍ଧ ଲେଖିକା ହେଲେନ ଫିଶରଙ୍କ କହିବାନୁଯାୟୀ, ଅଧିକାଂଶ ମହିଳାଙ୍କୁ ପୁରୁଷଙ୍କ ଫ୍ଲଟ ପସନ୍ଦ ଆସିଥାଏ। ମହିଳାମାନେ ସେମାନଙ୍କ ପ୍ରଶଂସା ଶୁଣିବାକୁ ମଧ୍ୟ ପସନ୍ଦ କରିଥାନ୍ତି।
ବୟସରେ ବଡ଼: ଅଧିକାଂଶ ଝିଅମାନେ ନିଜଠାରୁ ବୟସରେ ବଡ଼ ପୁଅଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଝିଅମାନେ ନିଜଠାରୁ କମ୍‌ ବୟସର ପୁଅଙ୍କୁ ପସନ୍ଦ କରି ନ ଥାନ୍ତି।
ଲାଲ ରଙ୍ଗ: ଚାଇନା, ଇଂଲଣ୍ଡ, ଜର୍ମାନ ଏବଂ ଆମେରିକାରେ ହୋଇଥିବା ଏକ ପରୀକ୍ଷାରୁ ଏହା ଜଣାପଡ଼ିଛି ଯେ, ଝିଅମାନେ ଲାଲ ରଙ୍ଗପ୍ରତି ବେଶ୍‌ ଆକର୍ଷିତ ହୋଇଥାନ୍ତି। ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ପୁଅଙ୍କୁ ଝିଅମାନେ ବେସି ପସନ୍ଦ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri