ହାଥରସରେ ଗଣବଳାତ୍କାର ମାମଲା: ନିଲମ୍ବିତ ହେଲେ ଏସପି, ଡିଏସ୍ପି
ଲକ୍ଷ୍ନୌ, ୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ମାମଲାରେ ଯୋଗୀ ସରକାର ଡିଏସପି ଏବଂ ଏସପିଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହିତ ଇନ୍ସପେକ୍ଟରଙ୍କ ସହ କିଛି ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଡିଏସ୍ପି ଏବଂ ଏସପିଙ୍କ ନାର୍କୋ ପଲିଗ୍ରାଫ ପରୀକ୍ଷା କରାଯିବ ବୋଲି…
ଡୋନାଲ୍ଡ ଟ୍ରମ୍ପଙ୍କୁ ବାବା ସେହୱାଗଙ୍କ ଆର୍ଶୀବାଦ
ନୂଆଦିଲ୍ଲୀ,୨।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ। ଏ ନେଇ ଶୁକ୍ରବାର ନିଜେ ଟ୍ରମ୍ପ୍ ଟୁଇଟ କରି ସୂଚନା ଦେଇଛନ୍ତି। ଭାରତର ପୂର୍ବତନ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ…
ହାଥରସ ଗଣବଳାତ୍କାର ମାମଲା: ଜନ୍ତରମନ୍ତରଠାରେ ଶତାଧିକ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ, ସାମିଲ ହେଲେ ବହୁ ରାଜନେତା
ନୂଆଦିଲ୍ଲୀ,୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି କ୍ରମରେ ଶୁକ୍ରବାର ଦିଲ୍ଲୀର ଜନ୍ତରମନ୍ତରଠାରେ ଶତାଧିକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ସିପିଏମ ସାଧାରଣ ସମ୍ପାଦକ ସୀତାରମଣ ୟେଚୁରୀ, ସିପିଆଇ…
କଟକ ସହରରୁ ୧୮୨ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୨।୧୦- କଟକ ସହରରୁ ଶୁକ୍ରବାର ମୋଟ ୧୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୧୦୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୫ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି…
ଯୁବକଙ୍କୁ ପିଟି ପିଟି ହତ୍ୟା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଭଦ୍ରକ ଅଫିସ,୨ା୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ଏକ ହତ୍ୟା…
ଲକ୍ଷେ ୪୩ ହଜାର ଟଙ୍କାରେ ବିକ୍ରି ହେଲା ତେଲିଆ ମାଛ
ଭଦ୍ରକ ଅଫିସ,୨ା୧୦- ଭଦ୍ରକ ଜିଲା ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବୀଙ୍କ ଜାଲରେ ୨୨ କି.ଗ୍ରା ଓଜନର ଏକ ତେଲିଆ ମାଛ ପଡ଼ିଥିଲା। ଶୁକ୍ରବାର କି.ଗ୍ରା ପିଛା ସାଢ଼େ ୬ ହଜାର ଦାମରେ ମୋଟ ଲକ୍ଷେ ୪୩ ହଜାର ଟଙ୍କାରେ ମାଛଟି ନିଲାମ ହୋଇଛି।…
ସିନେମା ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ କିଆରାଙ୍କ ଅଭିନୀତ ଫିଲ୍ମ
ମୁମ୍ବାଇ: ଦୀର୍ଘ ପାଖାପାଖି ୬ ମାସ ହେବ କରୋନା ମହାମାରୀ ଲକ୍ଡାଉନ ଯୋଗୁ ବନ୍ଦ ରହିଛି ସିନେମା ହଲ୍ । ଏବେ ଅନ୍ଲକ୍ ଚାଲିଥିଲେ ବି ସଂକ୍ରମଣକୁ ଦେଖି ସବୁ ରାଜ୍ୟରେ ସରକାର ସିନେମା ହଲ୍ ଖୋଲିବା ସପକ୍ଷରେ ନାହାନ୍ତି ।…
କରୋନାରେ ସଂକ୍ରମିତ ହେବା ପରେ ମମତାଙ୍କୁ ଆଲିଙ୍ଗନ କରିବା କଥା କହିଥିବା ଭାଜପା ନେତା କରୋନା ପଜିଟିଭ
କୋଲକାତା,୨ ।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ସଚିବ ଅନୁପମ ହାଜରାଙ୍କ କରୋନା ଟେଷ୍ଟ ରିପୋର୍ଟ ଶୁକ୍ରବାର ପଜିଟିଭ ଆସିଥିବା ଜଣାପଡିଛି । ଏବେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, କିଛି ଦିନ ପୂବରୁ…
ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ୩ ଉପାୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ୩ ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯାହା ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା…
ଶୁଣ୍ଢ ହଲାଇଲେ ବି ପାରୁନି ହାତୀ, ବଞ୍ଚିବା ପାଇଁ ଦୌଡ଼ୁଛି କୁକୁର
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
୪୪ ବର୍ଷ ବୟସରେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ ଆମିର
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମିର ଖାଁଙ୍କ ହିଟ୍ ଫିଲ୍ମ କଥା ଯଦି ବିଚାରକୁ ନିଆଯାଏ ତେବେ କୟା ମତ ସେ କୟାମତକ, ଦିଲ, ୩ ଇଡିଅଟ୍ସ, ତାରେ ଜମିନ ପର, ଗଜନି, ଦଙ୍ଗଲ ଆଦିର ନାଁ ପ୍ରଥମେ…
ମଣିଷ ପ୍ରାଣୀଙ୍କ ମଧ୍ୟରେ ରହିଛି ଏହି ୪ ସମାନ ଗୁଣ, କେବଳ ଏହି ଗୋଟିକ ଉନ୍ନତ କରିଛି ମଣିଷଙ୍କୁ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନିତୀଶାସ୍ତ୍ରରେ ମନୁଷ୍ୟ ଏବଂ ପ୍ରାଣୀଙ୍କ ମଧ୍ୟରେ ପାର୍ଥକ୍ୟ ବିଷୟରେ କହିଛନ୍ତି। ଯଦିଓ ମଣିଷ ଏବଂ ପ୍ରାଣୀଙ୍କ ଅନେକ କାର୍ଯ୍ୟ ସମାନ, ଗୋଟିଏ ମଣିଷଙ୍କୁ ଉନ୍ନତ କରିଥାଏ। ଯାହା ପ୍ରାଣୀଙ୍କ ପାଖରେ ନାହିଁ। ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ…
Archives


