ଆମେରିକା ସେନା ବିମାନ ପ୍ରଥମଥର ଭାରତୀୟ ଏୟାର ବେସ୍ରେ ଭରିଲା ଇନ୍ଧନ
ନୂଆଦିଲ୍ଲୀ,୩ ।୧୦: ଗୋଟିଏ ପଟେ ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଆମେରିକାର ସେନା ବିମାନ ପ୍ରଥମଥର ଲାଗି ଆଣ୍ଡାମାନ ନିକୋବର ଦ୍ୱୀପରେ ଇନ୍ଧନ ଭରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଆମେରିକାର ପି-୮…
ବିଗତ ଦିନକୁ ମନେ ପକାଇଲେ କରିସ୍ମା କପୁର: ପ୍ରଶଂସକ କହିଲେ ଏପରି
କରିସ୍ମା କପୁର ବଲିଉଡ୍ର ଏପରି ଜଣେ ଅଭିନେତ୍ରୀ ଯିଏକ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସେ ନିଜ ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ସେ ନିଜର ଏକ ଥ୍ରୋବ୍ୟାକ୍…
ପୁଅମାନଙ୍କୁ ଦିଆଯାଉ ଉତ୍ତମ ସଂସ୍କାର: ଅନୁଷ୍କା
ମୁମ୍ବାଇ: ବଲଉଡ୍ ନାୟିକା ଅନୁଷ୍କା ଶର୍ମା ଏବେ ଖୁବ୍ ଚର୍ଚ୍ଚାରେ । ଆଉ କିଛିଦିନ ପରେ ସେ ମା’ ହେବାକୁ ଯାଉଥିବା ଖବର ଜଣାପଡିବା ପରେ କେବେ କେବେ ସେ ସୋସିଆଲ ମିଡିଆରେ ଆସିଯାଉଛନ୍ତି ଚର୍ଚ୍ଚାକୁ । ଏବେ ସାରା ଦେଶରେ…
କରତାରପୁର କୋରିଡୋର ଖୋଲିବ ପାକିସ୍ତାନ
ଇସଲାମାବାଦ୍, ୩।୧୦: କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରତାରପୁର କୋରିଡୋର ଖୋଲିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ପାକିସ୍ତାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ଏହି କୋରିଡୋରର ଶୁଭାରମ୍ଭ କରାଯାଇଥିଲା। ଏହି…
ଟୁଇନ୍ ସିଟିରେ ଲଗାଣ ବର୍ଷା: ଆହୁରି ବର୍ଷିବା ନେଇ ସୂଚନା
ଭୁବନେଶ୍ୱର,୩।୧୦(ବ୍ୟୁରୋ): କଟକ ଏବଂ ଭୁବନେଶ୍ୱରରେ ଶନିବାର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଲାଗି ରହିଛି। ଏହା ୨ ରୁ ୩ ଘଣ୍ଟା ଧରି ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଲୋକଙ୍କୁ ସତର୍କ ରହିବାକୁ ଆଞ୍ଚଳିକ…
ସମସ୍ତ ଦୋଷୀ ଫାଶୀଖୁଣ୍ଟରେ ଝୁଲିଲା ପରେ ହିଁ ଶାନ୍ତି ପାଇବ ପୀଡ଼ିତାଙ୍କ ଆତ୍ମା: ବିଜୁ ଛାତ୍ର ଜନତା ଦଳ
ଭବାନୀପାଟଣା,୩।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲା ବିଜୁ ଛାତ୍ରଜନତା ଦଳ ତରଫରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରି ଫାଶୀ ଦେବାକୁ ଦାବି ହୋଇଛି।…
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ‘କଳ୍ପନା ଚାଓ୍ବଲା’
ଓ୍ବାଶିଂଟନ, ୩।୧୦: ନାସା ପକ୍ଷରୁ ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ କଳ୍ପନା ଚାଓ୍ବଲାଙ୍କ ନାମରେ ନିର୍ମିତ ହୋଇଥିବା ମହାକାଶ ଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ଯାତ୍ରା ଆରମ୍ଭ କରିଛି। ମହାକାଶ ଯାନ ‘କଳ୍ପନା ଚାଓ୍ବଲା’ ୩ହଜାର ୬୨୮ କିଲୋଗ୍ରାମ୍…
ମୁମ୍ବାଇ ବସ୍ତିର ଝିଅ ମଲିଶା ରାତାରାତି ହେଲେ ପ୍ରସିଦ୍ଧ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମୁମ୍ବାଇ ବସ୍ତିରେ ରହୁଥିବା ଝିଅ ମଲିଶା ଖାରଓ୍ବା ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଫଲୋଅର୍ସଙ୍କ ତାଲିକା ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି। ଏହାର କାରଣ ହେଉଛନ୍ତି ହଲିଉଡ୍ ଅଭିନେତା ରବର୍ଟ ହୋଫମ୍ୟାନ୍। ପ୍ରକୃତ କଥା ହେଲା, ଗତ ଫେବୃୟାରୀରେ ରବର୍ଟ…
ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ
ମୁମ୍ବାଇ,୩ ।୧୦: ବଲିଉଡ୍ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି । ଦେଶ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ କରନ ଜୋହର ଏକ ବିଶେଷ…
ନିଶା କାରବାର ଯୋଗୁ ବଢୁଛି ଅପରାଧ: ଏସ୍ପିଙ୍କୁ ଫେରାଦ ହେଲା ଅଭିଭାବକ ସଂଘ
ବରଗଡ଼ ଅଫିସ,୩।୧୦: ବରଗ ଜିଲାରେ ନିଶା କାରବାର ବଢି ଚାଲିଛି। କଫ ସିରପ୍, ନିଶା ବଟିକା ଆଦି ସେବନ କରି ଯୁବପିଢି ପଥଭ୍ରଷ୍ଟ ହେଉଛନ୍ତି। ଏପରିକି ଚୋରି, ଡକାୟତି, ଲୁଟପାଟଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟାଇ ଚାଲିଛନ୍ତି ବୋଲି…
ବରଗଡ଼ରେ ୫ମାସର ଶିଶୁକୁ କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୬୬୭୫ରେ ପହଞ୍ଚିଲା
ବରଗଡ଼ ଅଫିସ,୩।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଶନିବାର ଜିଲାରେ ପୁଣି ୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୫ମାସର ଶିଶୁ ମଧ୍ୟ…
ନ୍ୟାୟ ପାଇଁ ନୁହେଁ ରାଜନୀତି କରିବାକୁ ହାଥରସ ଯାଉଛନ୍ତି ରାହୁଲ: ଇରାନି
ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ଗୋଟିଏ ପଟେ ପୀଡ଼ିତାଙ୍କ ପରିବାର ଭିନ୍ନ ଭିନ୍ନ ବୟାନ ଦେଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଶାସକ ବିରୋଧି ମଧ୍ୟରେ ଟଣା ଓଟରା…
Archives


