Home Left

ହାଥରସ ମାମଲା: ଭାଜପା ବିଧାୟକ କହିଲେ ମା’, ଭାଇ କରିଛନ୍ତି ହତ୍ୟା!

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ମାମଲା ବେଳକୁ ବେଳ ନୁଆରୂପ ନେବାରେ ଲାଗିଛି । ପୋଲିସ ଗୋଟିଏ ଦିନ ପୂର୍ବରୁ ଏହା ବଳାତ୍କାର ଘଟଣା ନୁହେଁ ବୋଲି କହିବା ପରେ ଏବେ ଏହାକୁ ନେଇ ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା)…

ବୈବାହିକ ସମ୍ପର୍କ ବି ଭାଙ୍ଗିପାରେ ବହି, ଜାଣନ୍ତୁ କିପରି

ଜୀବନରେ ଜ୍ଞାନ ଏପରି ଏକ ଜିନିଷ ଯାହା କେବେ ଶେଷ ହୋଇପାରିବ ନାହିଁ। ଯାହାକୁ କେହି ନେଇପାରିବେ ନାହିଁ। ଯାହା ବାଣ୍ଟିଲେ ବଢ଼େ। ଏହି ଜ୍ଞାନ ଆହରଣରେ ପୁସ୍ତକଗୁଡ଼ିକ ମାର୍ଗଦର୍ଶନ କରନ୍ତି। ତେଣୁ ଘରେ ବହିର ସ୍ଥାନ କେଉଁଠି ହେବା ଉଚିତ…

ରାତିରେ ନିଦ ହେଉ ନ ଥିଲେ ଆପଣାନ୍ତୁ ଏହି ଉପାୟ…

ଆଖିକୁ ନିଦ ନ ଆସିବା କିମ୍ବା ରାତିରେ ଅନେକ ସମୟ ପର୍ଯ୍ୟନ୍ତ ଶୋଇବାରେ ସମସ୍ୟା ହେଉଥିଲେ ଏହାକୁ ଅନିଦ୍ରା ରୋଗ କୁହାଯାଏ। ଏହା ଏକ ସମସ୍ୟା ମାତ୍ର, ହେଲେ ଏହା ଅନେକ ଦିନ ପର୍ଯ୍ୟନ୍ତ ରହିଲେ ନାନା ରୋଗ ସୃଷ୍ଟି କରିଥାଏ।…

ଜିଲାପାଳଙ୍କୁ ଦାବିପତ୍ର: ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ଭଦ୍ରକ ଅଫିସ,୨।୧୦: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶୁକ୍ରବାର ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସକାଳୁ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରେ ଜିଲାପାଳଙ୍କ…

ଏମିତି ଗାଁ, ଯେଉଁଠି ମନ୍ଦିରରେ ବାପୁଙ୍କୁ କରାଯାଏ ପୂଜା

ଆଜି ହେଉଛି ଅକ୍ଟୋବର ୨। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ। ୧୮୬୯ ମସିହା ଆଜିର ଦିନରେ ପୋରବନ୍ଦରରେ ବାପୁଙ୍କ ଜନ୍ମ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ବାପୁଙ୍କ ବିଷୟରେ କିଛି କଥା… କର୍ନାଟକର ମାଙ୍ଗାଲୁରୁସ୍ଥିତ ଶ୍ରୀବ୍ରହ୍ମା ବୈଦରକଳା…

କେବେ ମିଳିବ କରୋନାରୁ ମୁକ୍ତି: ଜଣାଇଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଅଣାୟତ୍ତ ହେବାରେ ଲାଗିଛି । ଏବେ ସମସ୍ତଙ୍କ ନଜର ଏହାର ଭ୍ୟାକ୍ସିନ ବା ଟକା ଉପରେ । ଏହାକୁ ନେଇ ଅଲ୍…

ରେଷ୍ଟୁରାଣ୍ଟର ନାଁ ସୋନୁ ସୁଦ୍‌ ରଖିଲେ ଏହି ବ୍ୟକ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ନିରନ୍ତର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ନିକଟରେ ସୋନୁ କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ‘ଏଡିଜି ସ୍ପେଶାଲ…

ମମତାଙ୍କ ଆହ୍ୱାନ କ୍ରମେ ହାଥରସ ଯିବାକୁ ଉଦ୍ୟତ ହେଲେ ଟିଏମ୍‌ସିର ୪ ଏମ୍‌ପି

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲା ଏବେ ରାଜନୈତିକ ରୂପ ନେବାରେ ଲାଗିଛି । ଗୁରୁବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଗସ୍ତ କରିଥିବା ସମୟରେ ତାଙ୍କୁ…

କୃଷି ବିଲ୍‌କୁ ବିରୋଧ: ଗାନ୍ଧୀ ମୂର୍ତ୍ତିତଳେ ସତ୍ୟାଗ୍ରହ କଲେ ଚାଷୀ

ବରଗଡ଼ ଅଫିସ,୨।୧୦: କୃଷି ବିଲ୍‌କୁ ନେଇ ବିରୋଧର ସ୍ବର ଥମିବାର ନାଁ ନେଉ ନାହିଁ। ଏହାକୁ ନେଇ ଦିନକୁ ଦିନ ଆନ୍ଦୋଳନ ତେଜି ଉଠୁଛି । ବରଗଡ଼ ଜିଲାରେ ମଧ୍ୟ ବିରୋଧ, ଆନ୍ଦୋଳନର ତାତି ବଢ଼ି ଚାଲିଛି। ଶୁକ୍ରବାର ଜିଲାର ଜୟ…

ମୋଦି, ଯୋଗୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ବରଗଡ଼ ଅଫିସ,୨।୧୦: କୃଷି ବିଲ୍‌କୁ ବିରୋଧ ଏବଂ ଉତ୍ତରପ୍ରଦେଶର ହତରସ ଅଞ୍ଚଳରେ ଗଣ ବଳାତ୍କାରରେ ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବରଗଡ଼ ଜିଲା କଂଗ୍ରେସ କମିଟି ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ଶୁକ୍ରବାର ବରଗଡ଼ ଗାନ୍ଧୀଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ…

ଏକଲାପଣ ଦୂର କରିବାକୁ ଏମିତି ପଦକ୍ଷେପ ନେଲେ ଯୁବକ, ଏବେ ତାଙ୍କ ନିକଟରେ ଯୁବତୀଙ୍କ ଲମ୍ବା ଲାଇନ୍‌

କରୋନା ମହାମାରୀ ଯୋଗୁ ଅଧିକାଂଶ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ କିଛି ଲୋକ ଲକ୍‌ଡାଉନ୍‌ ହେତୁ ବହୁତ ଉଦାସୀନ ଥିଲେ। ଫଳରେ ଅଜବ ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି।…

ରାହୁଲଙ୍କ ସହ ପୋଲିସର ଦୁର୍ବବ୍ୟବହାର ଗଣତନ୍ତ୍ରର ବଳାତ୍କାର: ସଞ୍ଜୟ

ମୁମ୍ବାଇ,୨ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାଥରସରେ ପୋଲିସ ଯେଉଁଭଳି ଦୁର୍ବବ୍ୟବହାର କରିଛି ତାକୁ ଶିବସେନା ନେତା ସଞ୍ଜୟ ରାଉତ ନିନ୍ଦା କରିଛନ୍ତି । ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ରାହୁଲଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri