ଝରାଫୁଲ ମୃତ୍ୟୁ ରହସ୍ୟ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରେମିକ ରାକେଶ

ଭୁବନେଶ୍ୱର,୩।୨(ବ୍ୟୁରୋ) : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ଭୁବନେଶ୍ୱରରେ ପହଞ୍ଚିଛି ଯାଜପୁର ପୋଲିସ। ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କୁ ସାଙ୍ଗରେ ଆଣି ଖୋଳତାଡ଼ ଆରମ୍ଭ କରିଛି। ଯାଜପୁର ଏସ୍‌ଡିପିଓଙ୍କ ସମେତ ଧର୍ମବିହାରସ୍ଥିତ ଗେଷ୍ଟ୍‌ହାଉସରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ସୂଚନାଯୋଗ୍ୟ ଗତ ଜାନୁୟାରୀ ୨୬ ତାରିଖରେ ରମାଦେବୀ ଛାତ୍ରୀ ଝରାଫୁଲ ଗାଁକୁ ଯିବା ପାଇଁ ବସ୍‌ରେ ବସିବା ପରେ ପରିବାର ଲୋକଙ୍କ ସହ ଆଉ ସମ୍ପର୍କ କରି ନ ଥିଲେ। ପ୍ରେମିକ ରାକେଶଙ୍କ ସହ ଦିନରେ ବୁଲାବୁଲି କରିବା ପରେ ରାତିରେ ଗେଷ୍ଟହାଉସରେ ରହିଥିଲେ। ୨୭ ତାରିଖ ସକାଳେ ନିଜ ସହଯୋଗୀଙ୍କ ସହ ମିଶି ଝରାଫୁଲଙ୍କ ମୃତଦେହ ମୟୂରଭଞ୍ଜ ନେଉଥିବା ବେଳେ ଯାଜପୁରଠାରେ ଫିଙ୍ଗି ଚାଲି ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର,୮।୭: ୩ ଦିନ ପରେ ରଥଯାତ୍ରା। ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।...

ଆଜିଠାରୁ କଳିଙ୍ଗରେ ଜୁନିୟର ହକି ବିଶ୍ୱକପ୍‌

ଭୁବନେଶ୍ୱର, ୨୪।୧୧(କ୍ରୀଡ଼ା ପ୍ରତିନିଧି): ଏଫ୍‌ଆଇଏଚ୍‌ ଜୁନିୟର ହକି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ବୁଧବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏହା ଡିସେମ୍ବର ୫ ପର୍ଯ୍ୟନ୍ତ...

୧୩ ଆଇଏଏସ୍‌ ଅଧିକାରୀଙ୍କୁ ମେଡିକାଲ କଲେଜ,ହସ୍ପିଟାଲ ସଂଯୋଜନା ଦାୟିତ୍ୱ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ...

ପାଟଣାରେ ଚାଞ୍ଚଲ୍ୟ: ରିଜର୍ଭ ଫରେଷ୍ଟ ମଧ୍ୟରେ ପଡ଼ିରହିଛି ମୁଣ୍ଡ ବିହୀନ ଗଳିତ ମୃତଦେହ

ପାଟଣା,୨୫।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗ୍ରାମ ନିକଟରେ ଥିବା ଇୟୁକାଲିପଟାସ ରିଜର୍ଭ ଫରେଷ୍ଟ ମଧ୍ୟରେ ସୋମବାର ଏକ ମୁଣ୍ଡ...

ଫଳକ ଲଗା କାନ୍ଥ ଭୁଷୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା, ପୋଲିସର ତନାଘନା

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ ଆଙ୍ଗୁ ନୂତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସୂଚନା ଫଳକ କାନ୍ଥ ଭୂଷୁଡ଼ି ଷଷ୍ଠ...

ଅନୁଦାନ ଅଭାବରୁ ଅଟକିଛି

ମାଧପୁର, ୩୧ା୫ ଜଳକଷ୍ଟରେ କଟିଗଲା ଖରାଦିନ। ପିଇବା ପାଣି ପାଇଁ ଡହଳବିକଳ ହେଲେ ଲୋକେ। ଅଥଚ ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଓଭର...

ବନବିଭାଗ ପକ୍ଷରୁ ଚଢ଼ାଉ: ଶାଳକାଠ ବୋଝେଇ ଅଟୋରିକ୍ସା ଜବତ, ଚାଳକ ଫେରାର

କେନ୍ଦୁଝର, ୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ବନ ଖଣ୍ଡ ଅଧୀନ ଦେଓଗାଁ ରେଞ୍ଜ ଭଗାମୁଣ୍ଡା ଗ୍ରାମ ମେଡିକାଲ ନିକଟରୁ ରବିବାର ରାତିରେ ହରିଚନ୍ଦନପୁର ଓ...

ସଙ୍ଗରୋଧରେ ପୋଲିସ, ଫାଇଦାରେ ଲୁଟେରା

ଭୁବନେଶ୍ୱର, ୮।୮(ବ୍ୟୁରୋ): କରୋନା ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛି ପୋଲିସ। ସଂକ୍ରମଣ ରୋକିବାକୁ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ଏବେ ନିଜେ ସଂକ୍ରମଣର ଶିକାର ହୋଇଛି।...

Advertisement
Archives

Model This Week