ବଳାତ୍କାର ପାଇଁ ଦାୟୀ ଜନସଂଖ୍ୟା, ଇଣ୍ଟରନେଟ୍ : ଡିଜିପି
ଜଇପୁର,୫ ।୧୦: ହାଥରସ ଗଣବଳାତ୍କାର ସହ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ଏଭଳି ଘଟଣାକୁ ନେଇ ଏବେ ସାରା ଦେଶରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହି ସମୟରେ ରାଜସ୍ଥାନ ଡିଜିପି ଭୁପେନ୍ଦ୍ର ସିଂ ଯାଦବ କହିଛନ୍ତି ଏବେ ଜମିବାଡି…
ପୁଣି ପ୍ରେମରେ ପଡିଲେ ନେହା କକ୍କର!
ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ପୁଣି ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ହିଂମାଶ କୋହଲିଙ୍କଠାରୁ ବ୍ରେକ୍ ଅପ୍ ହେବାପରେ ନେହା ଏବେ ପିଲାଦିନର ବନ୍ଧୁ ରୋହନପ୍ରୀତ ସିଂଙ୍କ ପ୍ରେମରେ ପଡିଛନ୍ତି। ଚଳିତମାସରେ ସେ ବିବାହ କରିବେ ବୋଲି ଆଲୋଚନା ହେଉଛି।…
ମୋଦିଙ୍କ ସହିତ ରହିଛି ଶରିଫ୍ଙ୍କର ନିବିଡ଼ ସମ୍ପର୍କ !
ଇସଲାମାବାଦ୍, ୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ନିବିଡ଼ ସମ୍ପର୍କ ରହିଛି। ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କର ବିଶେଷ ରାଜନୈତିକ ସହାୟକ ଶାହବାଜ୍ ଗିଲ୍ ଅଭିଯୋଗ ଆଣିଛନ୍ତି। ନଓ୍ବାଜ୍ ଜଣେ ଦେଶଦ୍ରୋହୀ ବୋଲି ଗିଲ୍…
ମହାରାଷ୍ଟ୍ରରେ ଖୋଲିଲା ଫୁଡ୍ କୋର୍ଟ, ବାର୍, ରେସ୍ତୋରାଁ
ମୁମ୍ବାଇ,୫ ।୧୦: କରୋନା ପରିସ୍ଥିତି ବେଳକୁ ବେଳ ଜଟିଳ ହେଉଥିବା ବେଳେ ଅନ୍ଲକରେ ଏବେ ପ୍ରାୟ ସବୁ ଖୋଲି ଯାଇଛି କହିଲେ ଚଳେ । ହେଲେ କିଛି ରାଜ୍ୟରେ ଏବେବି ରହିଛି କିଛି କଟକଣା । ସବୁଠାରୁ ଅଧିକ କରୋନା ସଂକ୍ରମଣ…
କ୍ରିକେଟର୍ ରିଷଭ ପନ୍ତଙ୍କୁ ଏହି ନାମରେ ଡାକନ୍ତି ଗର୍ଲଫ୍ରେଣ୍ଡ୍
ଭାରତୀୟ କ୍ରିକେଟର୍ ରିଷଭ ପନ୍ତଙ୍କୁ ଆଗାମୀ ମହେନ୍ଦ୍ର ସିଂ ଧୋନୀ ବୋଲି ବିବେଚନା କରାଯାଉଛି। ଖୁବ୍ କମ୍ ସମୟରେ ନିଜ କ୍ରିକେଟ ଜରିଆରେ ସମସ୍ତଙ୍କ ଜିଣିଛନ୍ତି। ରିଷଭଙ୍କ ଲଭ୍ ଳାଇଫ୍ ମଧ୍ୟ ତାଙ୍କ କ୍ୟାରିୟର୍ ଭଳି ବେଶ୍ ଚର୍ଚ୍ଚାରେ ଥାଏ। ସେ…
ଭୂତକୋଠି ପାଲଟିଛି ବଡ଼ଖଣ୍ଡାଏତା ରେଳଷ୍ଟେଶନ
ବାଲିଆ,୫।୧୦: ୧୯୭୪ରେ ଜଗତ୍ସିଂହୁର ଜିଲାର ବରିଡ଼ି ତହସିଲ ଅଧୀନ ବଡ଼ଖଣ୍ଡାଏତା ରେଳଷ୍ଟେଶନ ନିର୍ମାଣ ହୋଇଥିଲା। ଏହା କଟକ-ପାରାଦୀପ ରେଳପଥର ସର୍ବପୁରାତନ ଷ୍ଟେଶନ ଥିଲା। ଏହି ଷ୍ଟେସନ ଦେଇ ଜଗତ୍ସିଂହପୁର ଏବଂ କଟକ ଜିଲା ଅଧୀନ ୩ଟି ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ…
କଂଗ୍ରେସ ନେତା ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ
ବେଙ୍ଗାଲୁରୁ, ୫।୧୦: କର୍ନାଟକ କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଡି.କେ. ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ଏହି ଚଢ଼ାଉ କରାଯାଉଥିବା କୁହାଯାଉଛି। ବେଙ୍ଗାଲୁରୁର କନକପୁରା ବିଧାନସଭା କ୍ଷେତ୍ରର ସଦାଶିବ ନଗର ସ୍ଥିତ ହୋଡ୍ଡୁଲାହଲି…
ମାତ୍ର ୪ ବଲ୍ ଖେଳି ଇତିହାସ ରଚିଲେ ଏହି ଖେଳାଳି
ଦୁବାଇ,୫।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୦ର ପ୍ରତି ମ୍ୟାଚ୍ କିଛି ନା କିଛି ରେକର୍ଡ ସୃଷ୍ଟି ହେବା ସହ ଭାଙ୍ଗୁଛି। ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଏକ ବଡ ରେକର୍ଡ ହାସଲ କରିଛନ୍ତି। ସବୁଠୁ…
ଝିଲି ପାହାଡ଼ରେ ବେଆଇନ ପଥର କ୍ବାରି
ଯାଜପୁର ଅଫିସ,୫।୧୦: ଯାଜପୁର ଜିଲା ସୀମାନ୍ତବର୍ତ୍ତୀ ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝିଲି ପାହାଡରେ ବେଆଇନ ପଥରକ୍ବାରି ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉକ୍ତ ପଥରକ୍ବାରିରେ ପ୍ରଭାବିତ ସୁକାନ୍ତି ପ୍ରଧାନ,…
ଏନ୍ଏଚ୍ ଡାଇଭର୍ସନ ରୋଡ୍ରେ ଘାଇ
ନୟାଗଡ଼ ଅଫିସ,୫।୧୦: ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥ (ଏନ୍ଏଚ୍)ର ନୟାଗଡ ସତ୍ସଙ୍ଗବିହାର ନିକଟବର୍ତ୍ତି ମଜୁରିଆପଲ୍ଲୀ କ୍ଷୁଦ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସଂଯୋଗ ରାସ୍ତା କରାଯାଇ ନ ଥିଲା। ଫଳରେ ଡାଇଭର୍ସନ ରୋଡ୍ରେ ଯାନାବାହନ ଯାତାୟାତ କରୁଥିଲା। ଅନ୍ୟପଟେ…
୪ ଶିଳ୍ପସଂସ୍ଥାରେ ୩୪,୧୦୫ ନିଯୁକ୍ତି
ଭୁବନେଶ୍ୱର,୫।୧୦(ବ୍ୟୁରୋ): ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି। ଏଥିମଧ୍ୟରୁ ଢେଙ୍କାନାଳର ମେରାମୁଣ୍ଡଳୀଠାରେ ଥିବା ଭୂଷଣ ଇସ୍ପାତ କାରଖାନାରେ ସର୍ବାଧିକ ୧୮,୮୦୧ ଜଣ ନିଯୁକ୍ତି ପାଇଛନ୍ତି। ସେହିପରି ଝାରସୁଗୁଡ଼ାସ୍ଥିତ ବେଦାନ୍ତ…
୯ରେ ଆଉ ଏକ ଲଘୁଚାପ: ୨ରୁ ୩ ଦିନ ଭିତରେ ଡିପ୍ରେସନରେ ପରିଣତ ହୋଇପାରେ
ଭୁବନେଶ୍ୱର,୫।୧୦(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଶେଷ ହୋଇ ନ ଥିବାବେଳେ ଉତ୍ତର ଆଣ୍ଡାମାନ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟରେ ଆଉ ଏକ ଲଘୁଚାପ ଦାନା ବାନ୍ଧିଲାଣି। ଆସନ୍ତା ୯ତାରିଖରେ ଏହା…
Archives


